ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ର ଟପ 12 ହିରୋଇନ, କାହାର ବୟସ କେତେ ? ପ୍ରଥମ ଥର ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ଅଧିକାଂଶ ସମୟ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତାକୁ ହାସଲ କରିଛନ୍ତି । ହେଲେ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କର ବୟସ ବିଷୟରେ ଜାଣିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କର ବୟସ ଓ ତାଙ୍କ ଜନ୍ମ ତାରିଖ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ରିୟା ଦେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଲିଉଡର ଫେମସ ଅଭିନେତ୍ରୀ ରିୟା ଦେ । ରିୟାଙ୍କ ଜନ୍ମ ୧୨ ଅକ୍ଟୋବର ୧୯୯୦ ମସିହାରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୨୯ ବର୍ଷ ବୟସ ଚାଲିଛି ।

ଶିବାନୀ ସଙ୍ଗୀତା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଶିବାନୀ ସଙ୍ଗୀତା । ଶିବାନୀଙ୍କ ଜନ୍ମ ୧୨ ଜୁଲାଇ ୨୦୦୧ ମସିହାରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ କେବଳ ୧୯ ବର୍ଷ ବୟସ ହୋଇଛି ।

ରଚନା ବାନାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ରଚନା ବାନାର୍ଜୀ । ରଚନାଙ୍କ ଜନ୍ମ ୨ ଅକ୍ଟୋବର ୧୯୭୪ ମସିହାରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୪୫ ବର୍ଷ ବୟସ ହୋଇଛି ।

ପ୍ରକୃତି ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ପ୍ରକୃତି ମିଶ୍ର । ପ୍ରକୃତିଙ୍କ ଜନ୍ମ ୩ ମାର୍ଛ ୧୯୯୫ ମସିହାରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୨୫ ବର୍ଷ ବୟସ ଚାଲିଛି ।


ଅପରାଜିତା ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି । ଅପରାଜିତାଙ୍କ ଜନ୍ମ ୧୫ ମେ ୧୯୬୫ ମସିହାରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୫୫ ବର୍ଷ ବୟସ ହୋଇସାରିଛି ।

ଅନୁ ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଅଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ । ଅନୁଙ୍କ ଜନ୍ମ ୩୦ ଅଗଷ୍ଟ ୧୯୭୯ ମସିହାରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୪୧ ବର୍ଷ ବୟସ ହୋଇଛି ।

ମେଘା ଘୋସ- ବନ୍ଧୁଗଣ ମେଘା ଘୋସଙ୍କ ଜନ୍ମ ୧୧ ଜୁଲାଇ ୧୯୮୭ ମସିହାରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୩୩ ବର୍ଷ ବୟସ ଚାଲିଛି ।

ଅର୍ଚିତା ସାହୁ- ବନ୍ଧୁଗଣ ଅର୍ଚିତାଙ୍କ ଜନ୍ମ ୨୯ ଜୁନ ୧୯୯୦ ମସିହାରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୩୦ ବର୍ଷ ବୟସ ହୋଇଛି ।


ଶୀତଳ ପାତ୍ର- ବନ୍ଧୁଗଣ ଶୀତଳ ପାତ୍ରଙ୍କ ଜନ୍ମ ୧୩ ଅକ୍ଟୋବର ୧୯୯୮ ମସିହାରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଛି ।

ଭୂମିକା ଦାସ- ବନ୍ଧୁଗଣ ଭୂମିକା ଦାସଙ୍କ ଜନ୍ମ ୨୨ ଜାନୁୟାରୀ ୨୦୦୩ ମସିହାରେ ହୋଇଥିଲା ଓ ବର୍ତ୍ତମାନ ସେ କେବଳ ୧୭ ବର୍ଷ ବୟସର ଅଛନ୍ତି ।

ଝିଲିକ ଭଟାଚାର୍ଜ୍ୟ- ବନ୍ଧୁଗଣ ଝିଲିକ ଭଟାଚାର୍ଜ୍ୟଙ୍କ ଜନ୍ମ ୧ ଜୁନ ୧୯୯୪ ମସିହାରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୨୬ ବର୍ଷ ବୟସ ହୋଇଛି ।


ବର୍ଷା ପ୍ରିୟଦର୍ଶନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କ ଜନ୍ମ ୭ ଅଗଷ୍ଟ ୧୯୮୪ ମସିହାରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୩୬ ବର୍ଷ ବୟସ ହୋଇସାରିଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *