ଓପେନ ଡ୍ରେସ ରେ ବହୁତ ହିଁ ହଟ୍ ଅନ୍ଦାଜ ରେ ନଜର ଆସିଲେ Rakul Preet Singh, ଖୁବ ଭାଇରାଲ ହେଉଛି ଫୋଟୋ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଙ୍କ ସମ୍ବନ୍ଧରେ କହିବୁ । ବଲିଉଡ ର ପ୍ରସିଦ୍ଧ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ପ୍ରାୟତଃ ନିଜର ଫଟୋ ଏବଂ ଭିଡିଓ ଜରିଆରେ ନିଜ ଫାନ୍ସ ମାନଙ୍କ ସହ ଜଡ଼ିତ ହୋଇ ରୁହନ୍ତି । କିଛି ଦିନ ପୂର୍ବରୁ ଏହି ଅଭିନେତ୍ରୀ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁତ ମାତ୍ରା ରେ ସେୟାର ହୋଇଥିବାର ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ସ୍ୱିମିଙ୍ଗ ପାଇଁ ସମୁଦ୍ର କୁ ଯାଉଥିବାର ଦେଖିବାକୁ ମିଳିଥିଲା ।

ଏହି ଭିଡିଓ ରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଙ୍କୁ ଗ୍ରୀନ କଲର ର ମନୋକିନି ରେ ଦେଖିବାକୁ ମିଳିଥିଲା । ଏହି ଗ୍ରୀନ କଲର ର ମନୋକିନି ରେ ସେ ବହୁତ ସୁନ୍ଦର ଏବଂ ହଟ୍ ଦେଖା ଯାଉଥିଲେ । ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଙ୍କ ଏହି ଭିଡିଓ ଫିଲ୍ମ ଫେୟାର ଆକାଉଣ୍ଟ ରେ ସେୟାର ହୋଇଥିଲା ।

ଏହି ଭିଡିଓ ରେ ତାଙ୍କର ଅନ୍ଦାଜ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଥିଲା । ଏହି ଭିଡିଓ ରେ ରକୁଲ ପ୍ରୀତ ସିଂ ବହୁତ ଖୁସି ମଧ୍ୟ ଜଣା ପଡୁଥିଲେ ଏବଂ ତାଙ୍କ ଫାନ୍ସ ମାନଙ୍କୁ ତାଙ୍କ ଷ୍ଟାଇଲ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା ।

ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଙ୍କ ଏକ ଭିଡିଓ ବହୁତ ମାତ୍ରା ରେ ଭାଇରାଲ ହୋଇଥିଲା । ଯେଉଁଥିରେ ତାଙ୍କ ଅନ୍ଦାଜ ବହୁତ ହିଁ ଗ୍ଲାମରିଅସ ଏବଂ ଷ୍ଟାନିଂ ଥିଲା । ଏହି ଭିଡିଓ ରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏକ ୟେଲୋ କଲର ର ମିନି ଗାଉନ ପିନ୍ଧିଥିଲେ ଏବଂ ଏହି ଡ୍ରେସ ରେ ସେ ନ୍ୟୁଡ଼ ମେକଅପ ଏବଂ ନ୍ୟୁଡ଼ ଲିପ୍ସଟିକ ଲଗାଇଥିଲେ ଯାହାଦ୍ୱାରା ତାଙ୍କ ଲୁକ୍ସ ଆହୁରି ଅଧିକ ଗ୍ଲାମରିଅସ ଦେଖିବାକୁ ମିଳିଥିଲା ।

ଏହି ଗାଉନ ର ନେକଲାଇନ ଅଧିକ ଡିପ ହୋଇଥିବାରୁ ତାହା ଦର୍ଶକ ମାନଙ୍କୁ ଅଧିକ ମାତ୍ରାରେ ଆକର୍ଷିତ କରିଥିଲା । ଏଥିରେ ରକୁଲ ନିଜର ଅପକମିଙ୍ଗ ଫିଲ୍ମ ପାଇଁ ମିଡିଆ ସହିତ ଇଣ୍ଟରଆକ୍ଟ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଏହି ଫଟୋ ଦର୍ଶକ ମାନଙ୍କୁ ବହୁତ ମାତ୍ରା ଆକର୍ଷିତ କରିଛି । ଏହି ଫଟୋ ରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ବିଚ ସାଇଡ଼ ରେ ଡି ପୋଜ ଦେଉଥିବାର ନଜର ରେ ଆସିଥିଲେ । ଏହି ଫଟୋ ସ୍ୱୟଂ ରକୁଲ ପ୍ରୀତ ସିଂ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ମଧ୍ୟ ସେୟାର କରିଛନ୍ତି ।
ଅଭିନେତ୍ରୀ ରକୁଲ ପ୍ରୀତ ସିଂ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ବିକିନି ପିନ୍ଧି ଫଟୋସୁଟ କରିଥିବା ସମସ୍ତ ଫଟୋ କୁ ସେୟାର କରିଛନ୍ତି ।

ତାଙ୍କର ସୋସିଆଲ ମିଡିଆ ରେ ସେ ନିଜର ପ୍ରାୟତଃ ଫଟୋ ସେୟାର କରୁଥିବାର ଦେଖିବାକୁ ମିଳିଥାଏ । ତାଙ୍କୁ ନିଜ ଭାଇ ଙ୍କ ସହ ଫଟୋ ସେୟାର କରିଥିବାର ଦେଖିବାକୁ ମିଳିଥିଲା ଏବଂ ବିଚ ସାଇଡ଼ ରେ ପୋଜ ଦେଉଥିବାର ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା । ତାଙ୍କର ସମସ୍ତ ଫଟୋରେ ତାଙ୍କର ଅନ୍ଦାଜ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ଏବଂ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ସମସ୍ତ ଫଟୋ ରେ ବହୁତ ଷ୍ଟାଇଲିସ ଏବଂ ହଟ୍ ମଧ୍ୟ ଦେଖାଯାଉଥିଲେ ।

ଅଭିନେତ୍ରୀ ରକୁଲ ପ୍ରୀତ ସିଂ ନିଜ ଫିଲ୍ମ କ୍ୟାରିଆର ର ଆରମ୍ଭ କନ୍ନଡ଼ ଫିଲ୍ମ ‘ଗିଲ୍ଲୀ’ ଜରିଆରେ ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ତେଲୁଗୁ ଏବଂ ତାମିଲ ଫିଲ୍ମ ରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଫିଲ୍ମ ‘ୟାରିୟା’ ରୁ ନିଜର କ୍ୟାରିଆର ଆରମ୍ଭ କରିଥିଲେ ଏବଂ ଏହାପରେ ତାଙ୍କୁ ଫିଲ୍ମ ‘ଅୟାରୀ’, ‘ଦେ ଦେ ପ୍ୟାର ଦେ’ ଭଳି ଫିଲ୍ମ ରେ ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ଜଣକ ନିଜର ଅପକମିଙ୍ଗ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *