ଓଡିଶାର ଲୋକପ୍ରିୟ Singer ଇରା ମହାନ୍ତି ଙ୍କ Family & Biography

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଅଲିଉଡ ଷ୍ଟାର ଓ ସିଙ୍ଗର ମାନଙ୍କୁ ତ ଆପଣ ମାନେ ସମସ୍ତେ ନିଶ୍ଚୟ ଦେଖିଥିବେ । ଏହି ଷ୍ଟାର ମାନେ ସଫଳତା ପାଇବା ପାଇଁ ତାଙ୍କ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ନିଜର ସୁନ୍ଦର ପଦର୍ଶନ ଦ୍ଵାରା ଏମାନେ ଆମ ମାନଙ୍କ ମନକୁ ଜିତି ବହୁତ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଲିଉଡର ଏକ ଫେମସ ସିଙ୍ଗର ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ଅଲିଉଡରେ ବହୁତ ସଫଳତା ହାସଲ କରିଛନ୍ତି ଏହି ସିଙ୍ଗର ଜଣକ । ଏହି ସିଙ୍ଗରଙ୍କୁ ଆପଣ ମାନେ ମଧ୍ୟ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଲିଉଡର ଫେମସ ସିଙ୍ଗର ଇରା ମହାନ୍ତି ।

ବନ୍ଧୁଗଣ ଆପଣ ମାନେ ତ ନିଶ୍ଚୟ ଅଲିଉଡ ର ଫେମସ ସିଙ୍ଗର ଇରା ମହାନ୍ତିଙ୍କୁ ଜାଣିଥିବେ । ଅଲିଉଡ ଦୁନିଆ ଓ ଆଲବମର ଚର୍ଚିତ ଗାୟିକା ହେଉଛନ୍ତି ଇରା ମହାନ୍ତି । ଇରା ମହାନ୍ତି ଯେଉଁ ସବୁ ଗାଈ ଦିଅନ୍ତି ସେହି ସମସ୍ତ ଗୀତ ସୁପର ହିଟ ହୋଇଥାଏ । ସମସ୍ତେ ଇରା ମହାନ୍ତିଙ୍କର ଗୀତ ଶୁଣିବା ପାଇଁ ବହୁତ ପସନ୍ଦ ମଧ୍ୟ କରନ୍ତି ।

ଅଧିକାଂଶ ଗୀତରେ ଇରା ମହାନ୍ତି ନିଜର କଣ୍ଠ ସ୍ଵରର ଜାଦୁରେ ସମସ୍ତ ଓଡିଶା ବାସୀଙ୍କର ପ୍ରିୟ ସିଙ୍ଗର ହୋଇପାରିଛନ୍ତି । ଭୁବନେଶ୍ଵରରେ ଇରାଙ୍କର ଘର । ଅନେକ ଓଡିଆ ଫିଲ୍ମରେ ଇରା ମହାନ୍ତି କାନ୍ଥ ଦାନ କରିଛନ୍ତି । ତାଙ୍କର ସମସ୍ତ ଗୀତ ସୁପର ହିଟ ମଧ୍ୟ ହୋଇଛି । ଇରା ବହୁତ ଖୁସ ମିଞ୍ଜାସ ର ମହିଳା ଅଟନ୍ତି । ସେ ନିଜ ପରିବାରକୁ ବହୁତ ଭଲ ପାଆନ୍ତି ।

ସେ ନିଜର ପରିଶ୍ରମ ଓ ଟ୍ୟାଲେନ୍ଟ ଦମରେ ଅଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ସଫଳତା ଲାଭ କରିଛନ୍ତି। ଫିଲ୍ମ ଗୀତ ସହିତ କେତେକ ଓଡିଆ ଆଲବମରେ ମଧ୍ୟ ଇରା କଣ୍ଠ ଦାନ କରିଛନ୍ତି । ତାଙ୍କର ସବୁ ଓଡିଆ ଆଲବମ ମଧ୍ୟ ସୁପର ହିଟ ହୋଇଥାଏ ।

ସେ ଅଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଇରାଙ୍କର ଗୀତ ଶୁଣିବା ପାଇଁ ଓଡିଶାର ସବୁ ଲୋକଙ୍କୁ ବହୁତ ଭଲ ଲାଗିଥାଏ । ସେଥିପାଇଁ ଇରାଙ୍କୁ ସମସ୍ତେ ବହୁତ ପସନ୍ଦ କରନ୍ତି । ଅଲିଉଡ ଇଣ୍ଡଷ୍ଟ୍ରି ରେ ଇରା ନିଜର ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛନ୍ତି ଓ ନିଜ କଷ୍ଟରେ ସେ ଅଲିଉଡରେ ସଫଳତା ମଧ୍ୟ ପାଇଛନ୍ତି ।

ଇରାଙ୍କ ବାପାଙ୍କ ନାମ ଜିତେନ୍ଦ୍ର ମହାନ୍ତି ଓ ମାତାଙ୍କ ନାମ କଳ୍ପନା ମହାନ୍ତି । ଇରାଙ୍କ ବାପା ବାଳକାଟି, ଖୋର୍ଦ୍ଧା’ର ବାସିନ୍ଦା ଅଟନ୍ତି । ତାଙ୍କ ବାପା ଓଡ଼ିଶା ବିଧାନ ସଭାର ଅଧକ୍ଷ ଥିଲେ। ସେ ଭୁବେନଶ୍ବର ସ୍ଥିତ ସୁଭଦ୍ରା ମହତାବ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ବେଳେ ବିଜେବି ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ।

ସେ ବିଜେବିରେ ପାଠ ପଢ଼ିବବେଳେ ସଂଗୀତ ଶିକ୍ଷାକୁ ନିଜର ଏକ ବିଷୟ ଭାବେ ନେଇଥିଲେ। ତାଙ୍କ ମାଆ କଳ୍ପନା ମହାନ୍ତି ଗୀତ ଗାଇବା ପାଇଁ ତାଙ୍କୁ ବହୁତ ପ୍ରେରିତ କରନ୍ତି। ସଂଗୀତ ନିର୍ଦ୍ଦେଶକ ବାଳକୃଷ୍ନ ଦାଶଙ୍କ ସଂଗୀତା ତାଙ୍କୁ ବହୁତ ପ୍ରେରିତ କରିଥିଲା । ସେ ‘ହୃଦୟର ଏହି ଶୁନ୍ୟତାକୁ’ ଗୀତଟିକୁ ମାତ୍ର ଚାରି ବର୍ଷ’ ବୟସରେ ବିନା କୌଣସି ବାଧାରେ ଗାଇ ସମସ୍ତଙ୍କୁ ଆଶ୍ଚଯ୍ୟ’ କରି ଦେଇଥିଲେ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *