Interesting Gk Questions – କେଉଁ ପ୍ରାଣୀ ଉଭୟ କ୍ଷୀର ଏବଂ ଅଣ୍ଡା ଦେଇଥାଏ ?

ଆପଣମାନେ ଏମିତିକା ବହୁତ ପ୍ରଶ୍ନ ଶୁଣିଥିବେ ଯାହାକି ଶୁଣିବାକୁ ସରଳ ଲାଗିଥାଏ ହେଲେ ତାହାର ଉତ୍ତର ଦେବା କଠିନ ହୋଇଯାଇଥାଏ । କହିବାକୁ ଗଲେ ଏହି ପ୍ରଶ୍ନ ଗୁଡିକ ବହୁତ ମଜାଳିଆ ହୋଇଥାଏ ଯାହାର ଉତ୍ତର ମଧ୍ୟ ସେତିକି ମଜାଳିଆ ହୋଇଥାଏ । ଏହା ଦ୍ଵାରା ବୁଦ୍ଧିର ପରୀକ୍ଷା ମଧ୍ୟ ହୋଇଯାଏ । ତେଣୁ ଆଜି ଆମେ କହିବାକୁ ଯାଉଛୁ କିଛି ନୂଆ ପ୍ରଶ୍ନ ଓ ତାହାର ଉତ୍ତର ଯାହା IAS ଇଣ୍ଟରଭିଉରେ ପଚରାଯାଇଥାଏ । ତେବେ ଚାଲନ୍ତୁ ଜାଣିବା ।

ପ୍ରଶ୍ନ-୧

କେଉଁ ଜୀବର ହୃଦୟ ତା ମୁଣ୍ଡରେ ଥାଏ ?

ଉତ୍ତର:- ଚିଙ୍ଗୁଡ଼ି

ପ୍ରଶ୍ନ ୨

ବିଶ୍ଵର ସବୁଠାରୁ ସୁନ୍ଦର ନଗର କଣ ଅଟେ ?

ଉତ୍ତର:- ପ୍ୟାରିସ ବିଶ୍ଵର ସବୁଠାରୁ ସୁନ୍ଦର ନଗର ଅଟେ ।

ପ୍ରଶ୍ନ ୩

ଭାରତର ପ୍ରଥମ କଥା କୁହା ଫିଲ୍ମ୍ କଣ ଥିଲା ?

ଉତ୍ତର:- ଆଲମ ଆରା

ପ୍ରଶ୍ନ-୪

ଭାରତର ସର୍ବକ୍ଷଣ ବିଭାଗ କେଉଁଠାରେ ଅଛି ?

ଉତ୍ତର:- ଦେହେରାଦୁନ

ପ୍ରଶ୍ନ- ୫

କେଉଁ ଦେଶକୁ ତମ୍ବା ର ଦେଶ ବୋଲି କୁହାଯାଏ ?

ଉତ୍ତର:- ଜାମ୍ବିଆ କୁ ତମ୍ବା ର ଦେଶ ବୋଲି କୁହାଯାଏ ।

ପ୍ରଶ୍ନ -୬

ତାହା କେଉଁ ଫୁଲ ଅଟେ ଯାହା ୧୨ ବର୍ଷରେ ଗୋଟିଏ ଥର ଫୁଟିଥାଏ ।

ଉତ୍ତର – ନୀଳ କୁରୁଞ୍ଜି

ପ୍ରଶ୍ନ- ୭

ମନୁଷ୍ୟ ଶରୀରର ତାହା କେଉଁ ଅଙ୍ଗ ଅଟେ ଯାହା ଜନ୍ମ ଠାରୁ ନେଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଏକ ସମାନ ରହିଥାଏ ମାନେ କେବେ ବି ବଢିନଥାଏ ।

ଉତ୍ତର- ଆଖି

ପ୍ରଶ୍ନ ୮

ମଣିଷ ମୁଣ୍ଡରେ ହାରାହାରି କେତେ ବାଳ ଥାଏ ?

ଉତ୍ତର – ୧ ଲକ୍ଷ ରୁ ଦେଢ ଲକ୍ଷ

ପ୍ରଶ୍ନ ୯

ଏମିତି କୌଣସି ଜିନିଷ ଅଛି ଯାହା ପୁରା ମାସରେ ଥରେ ଆସିଥାଏ ଏବଂ ୨୪ ଘଣ୍ଟା ରେ ଚାଲି ଯାଇଥାଏ ?

ଉତ୍ତର:- ଏହି ପ୍ରଶ୍ନ ର ଠିକ୍ ଉତ୍ତର ହେଉଛି “ତାରିଖ” ।

ପ୍ରଶ୍ନ- ୧୦

କେଉଁ ଜିନିଷକୁ ଟାଣିବା ଦ୍ଵାରା ତାହା ଲମ୍ବା ହେବା ପରିବେର୍ତ୍ତେ ଛୋଟ ହୋଇଯାଏ ?

ଉତ୍ତର – ସିଗାରେଟ

ପ୍ରଶ୍ନ -୧୧

କଣ କିନ୍ନରମାନେ ବି ଗର୍ଭବତୀ ହୋଇପାରିବେ ?

ଉତ୍ତର – କିନ୍ନରମାନେ ଗର୍ଭବତୀ ହୋଇପାରିବେ ନାହିଁ । କାହିଁକି ତାଙ୍କ ଶରୀରରେ ଗର୍ଭାଶୟ ନ ଥାଏ । କିନ୍ତୁ ଡାକ୍ତରୀ ପ୍ରକ୍ରିୟା ସାହାଯ୍ୟରେ ତାଙ୍କ ମଧ୍ୟର ଗର୍ଭାଶୟ ଲଗାଯାଇ ପାରିବ । ଏହା ଏକ ଭୟଙ୍କର ପକ୍ରିୟା ଅଟେ । ଯାହାକି କେବେ କେବେ ମୃତ୍ୟୁର କାରଣ ବି ହୋଇପାରେ ।

ପ୍ରଶ୍ନ -୧୨

ଏମିତି କେଉଁ କାମ କରିଲା ବେଳେ ପୁଅ ଓ ଝିଅର ନିଶ୍ଵାସ କିଛି ସମୟ ପାଇଁ ବନ୍ଦ ହୋଇଯାଏ ?

ଉତ୍ତର – ଛିଙ୍କିବା ସମୟରେ

ପ୍ରଶ୍ନ -୧୩

କେଉଁ ପ୍ରାଣୀ ଉଭୟ କ୍ଷୀର ଏବଂ ଅଣ୍ଡା ଦେଇଥାଏ ?

ଉତ୍ତର – billed Platypus

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *