ଓଡିଶାର ହାସ୍ୟ ଅଭିନେତା Braja Singh ଙ୍କ ଫ୍ୟାମିଲି ଆଲବମ ଆଗରୁ କେବେ ଦେଖିନଥିବେ

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆପଣମାନେ ତ ଓଡିଶାର ହାସ୍ୟ ଅଭିନେତା ବ୍ରଜ ସିଂହ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଆଜି ଆମେ ଏହି ଲେଖା ମାଧ୍ୟମରେ ହାସ୍ୟ ଅଭିନେତା ବ୍ରଜ ସିଂହ ଙ୍କ ଜୀବନୀ ଓ ପରିବାର କିଛି ଅଜଣା କଥା ଜାଣିବା ଯାହା ଆଗରୁ ଆପଣ ମାନେ କେବେ ବି ଜାଣି ନଥିବେ । ବ୍ରଜ ସିଂହ ଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲେଖାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

ତେବେ ଫ୍ରେଣ୍ଡ୍ସ ଆପଣମାନେ ଓଡିଶାର ଫେମସ ହାସ୍ୟ ଅଭିନେତା ବ୍ରଜ ସିଂହ ଙ୍କୁ ଭଲ ଭାବେ ଜାଣିଥିବେ ଓ ତାଙ୍କୁ ଆପଣମାନେ ଫିଲ୍ମ ରେ ଅଭିନୟ କରୁଥିବାର ଭଲ ଭାବେ ଦେଖିଥିବେ । ତାଙ୍କ କମେଡି ମାଧ୍ୟମରେ ସେ ଲୋକମାନଙ୍କୁ ଖୁବ ହସାଇ ଥାଆନ୍ତି । ତାଙ୍କ କମେଡି ମାଧ୍ୟମରେ ଲୋକମାନେ ମଧ୍ୟ ଖୁବ ଖୁସି ହୋଇଥାନ୍ତି ।

ସେ ନିଜର କମେଡି ମାଧ୍ୟମରେ ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ହାସ୍ୟ ଅଭିନେତା ବ୍ରଜ ସିଂହ ପିଲା ଦିନରୁ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରୁଥିଲେ । ସେ ପିଲା ଦିନରୁ ହିଁ ଡ୍ରାମା ରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ସିନେମା ଜଗତ କୁ ପ୍ରବେଶ କରିଥିଲେ ।

ସେ ଓଡିଆ ସିନେମା ରେ ଏକ କମେଡିଆନ ଭାବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେହି ସମୟରେ ଲୋକମାନେ ତାଙ୍କ କମେଡି କୁ ମଧ୍ୟ ଦେଖିବାକୁ ବହୁତ ଭଲ ପାଉଥିଲେ । ବ୍ରଜ ସିଂହ ଙ୍କ ପରିବାର କଥା କହିବା ତ ତାଙ୍କ ପରିବାରରେ ତାଙ୍କ ବାପା, ସ୍ତ୍ରୀ ଆଉ ତାଙ୍କର ଏକ ମାତ୍ର ଝିଅ ଅଛନ୍ତି ।

ସେ ବର୍ତ୍ତମାନ ତାଙ୍କ ପରିବାର ସହ କଟକ ରେ ରହୁଛନ୍ତି । ବ୍ରଜ ବହୁତ ଗୁଡିଏ ଫିଲ୍ମ ରେ ଅଭିନୟ କରିଛନ୍ତି । ତାଙ୍କ ସୁନ୍ଦର ଅଭିନୟ ବା ତାଙ୍କର କମେଡି ମାଧ୍ୟମରେ ସେ ଓଡିଶାରେ ବହୁତ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କ ଅଭିନୟର ଜାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କ ହାସ୍ୟ ଅଭିନେତା ବ୍ରଜ ସିଂହ କିପରି ଲାଗନ୍ତି ବା ତାଙ୍କ କମେଡି ଗୁଡିକ ଆପଣଙ୍କୁ କେମିତି ଲାଗେ ଆମକୁ ନିଶ୍ଚିତ ଭାବରେ କମେନ୍ଟ କରନ୍ତୁ ଓ ଆଗକୁ ଅଲିଉଡ ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *