ମାତ୍ର ୩ ଦିନ ଖାଇ ନିଅନ୍ତୁ, ୯୦ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମର ଅଭାବ ହେବ ନାହିଁ, ଆଣ୍ଠୁ ଗଣ୍ଠି ସମସ୍ୟା ବି ରହିବ ନାହିଁ – Baba Ramdev Health Tips

ବନ୍ଧୁଗଣ ସାଧାରଣତଃ ଯେତେବେଳେ ମଣିଷ ଶରୀରରେ କ୍ୟାଲସିୟମର ଅଭାବ ହୋଇଥାଏ ସେତେବେଳେ ସେମାନଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା ଓ ଦୁର୍ବଳତା ଆଦି ସମସ୍ଯା ଦେଖା ଦେଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ରାମବାଣ ଉପାୟ କହିବୁ । ଯାହାକୁ କେବଳ ଆପଣ ତିନି ଥର ବ୍ୟବହାର କରିଲେ ୯୦ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଶରୀରରେ ଏହି ସବୁ ସମସ୍ଯା ହେବ ନାହିଁ । ଆପଣଙ୍କ ଶରୀରରେ କେବେ ହେଲେ କ୍ୟାଲସିୟମର ଅଭାବ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଆମର ଏହି ଉପାୟକୁ ସେମାନେ ମଧ୍ୟ ବ୍ୟବହାର କରିପାରିବେ ଯେଉଁମାନଙ୍କର କେଶ ଜନିତ ସମସ୍ୟା ଦେଖାଯାଉଛି । ଯେଉଁ ମାନଙ୍କର କେଶ ବହୁତ କମ ବର୍ଷରେ ଧଳା ହେଇଯାଉଛି ବା ଉପୁଡୁଛି, ଏହି ସମସ୍ତ ସମସ୍ଯାକୁ ଦୂର କରିବା ପାଇଁ ମଧ୍ୟ ଆପଣ ଏହି ଉପାୟକୁ ବ୍ୟବହାର କରିପାରିବେ ।

ଆମର ଏହି ଉପଚାରକୁ ବନେଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଓ ଏହାକୁ ଗ୍ୟାସରେ ବସେଇ ଗ୍ୟାସ ଅନ୍ କରି ଦିଅନ୍ତୁ । ପାତ୍ର ଗରମ ହେବା ପରେ ଆପଣ ସେହି ପାତ୍ରରେ ଏକ ଚାମଚ ଦେଶୀ ଗାଈ ଘିଅ ପକାନ୍ତୁ । ଘିଅ ଗରମ ହେବା ପରେ ଆପଣ ଏଥିରେ ଏକ ଚାମଚ ପୋସ୍ତ ପକାଇ ଭଲ ଭାବରେ ଏହାକୁ ଭାଜି ଦିଅନ୍ତୁ ।

ପୋସ୍ତକୁ ଭାଜିବା ପରେ ଆପଣ ଏଥିରେ ଏକ ଗ୍ଳାସ କ୍ଷୀର ପକାଇ ଦିଅନ୍ତୁ । କ୍ଷୀର ଗରମ ହେବା ପରେ ଆପଣ ଏଥିରେ ଏକ ମୁଠା ପଦ୍ମ ମଞ୍ଜି ପକାନ୍ତୁ । ଏହାକୁ ହିନ୍ଦୀ ରେ ମଖନା ଓ ଇଂରାଜୀ ରେ ଫକ୍ସ ନଟ କୁହାଯାଏ । ପଦ୍ମ ମଞ୍ଜି ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଯେଉଁ ଲୋକମାନଙ୍କର ହାଡ ଦୁର୍ବଳ ଥାଏ ଓ ଆଣ୍ଠୁ ଗଣ୍ଠିରେ କଷ୍ଟ ହେଉଥାଏ, ସେମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ । ପୋସ୍ତ ମଧ୍ୟ ଏହି କାମ କରିଥାଏ ଓ ଏହି ଦୁଇଟି ଜିନିଷକୁ ସେବନ କରିଲେ ଆମ ଶରୀରରେ ଥିବା ବିଭିନ୍ନ ରୋଗ ଦୂର ହୋଇଯାଏ ।

ପଦ୍ମ ମଞ୍ଜି ସେହି ମିଶ୍ରଣରେ ପକାଇବା ପରେ ଆପଣ ଏହାକୁ ଭଲ ଭାବରେ ମିକ୍ସ କରି ଗରମ କରନ୍ତୁ । ଅଳ୍ପ ଗରମ ହେବା ପରେ ଆପଣ ନିଜ ଇଛା ଅନୁସାରେ ଖଣ୍ଡେ ମିଶ୍ରି ଏହି ମିଶ୍ରଣରେ ମିଶାନ୍ତୁ । ମିଶ୍ରି ମଧ୍ୟ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ବନ୍ଧୁଗଣ କମ ସେ କମ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ।

ଗରମ ହେବା ପରେ ଆପଣ ଏହାକୁ ଏକ ଗ୍ଳାସରେ ଭର୍ତି କରି ଦିଅନ୍ତୁ । ବନ୍ଧୁଗଣ ଆପଣ ସକାଳ ସମୟରେ ଖାଲି ପେଟରେ ଏହି ମିଶ୍ରଣର ସେବନ କରିପାରିବେ ଓ ଏହା ବ୍ୟତୀତ ଆପଣ ରାତିରେ ଶୋଇବାର ୧ ଘଣ୍ଟା ପୂର୍ବରୁ ଏହି ମିଶ୍ରଣର ସେବନ କରିପାରିବେ । କମ ସେ କମ ୩ ଦିନ ଏହାର ସେବନ କରନ୍ତୁ ଓ ୯୦ ବର୍ଷ ପର୍ଯ୍ୟନ୍ତ ଆଣ୍ଠୁ ଗଣ୍ଠି ଓ ଦୁର୍ବଳତା ଆଦି ସମସ୍ୟାକୁ ଦୂର କରନ୍ତୁ ।

ଏହି ଟିପ୍ସଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *