ଟପ ୧୦ ଜଣ ଓଡିଆ ସିରିଏଲ ହିରୋଇନ ମାନଙ୍କ ଭଉଣୀ, ଯାହାଙ୍କୁ ଆପଣ ଆଗରୁ କେବେ ଦେଖି ନଥିବେ

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଅଲିଉଡ ସିରିୟଲରେ କାମ କରୁଥିବା ହିରୋଇନ ମାନଙ୍କ ଭଉଣୀ ବିଷୟରେ କହିବୁ । ଯେଉଁମାନେ ବଲିଉଡ ହିରୋଇନ ମାନଙ୍କ ଠାରୁ କମ ନୁହନ୍ତି । ଅଧିକାଂଶ ଲୋକ ଏହି ଅଲିଉଡ ସିରିଏଲରେ କାମ କରୁଥିବା ହିରୋଇନ ମାନଙ୍କ ଭଉଣୀ ମାନଙ୍କ ବିଷୟରେ ଜାଣି ନାହାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଓଡିଆ ସିରିଏଲରେ କାମ କରୁଥିବା ହିରୋଇନ ମାନଙ୍କ ଭଉଣୀଙ୍କ ବିଷୟରେ ।

୧. ପୁନମ ମିଶ୍ର


ଆମ ଲିଷ୍ଟର ପ୍ରଥମ ନମ୍ବରରେ ଅଛନ୍ତି ପୁନମ ମିଶ୍ର । ପୁନମଙ୍କର ବଡ ଭଉଣୀଙ୍କର ନାମ ହେଉଛି ମୋନାଲିସା ମିଶ୍ର । ମୋନାଲିସା ଦେଖାଯିବା ପାଇଁ ବହୁତ ସୁନ୍ଦର ଓ ଆକର୍ଷିତ ହୋଇଥାନ୍ତି ।

୨. ଶୀତଲ-


ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଶୀତଲ, ଶୀତଲ ରାନୀ ସିରିୟଲ ରୁ ଫେମସ ହୋଇଥିଲେ । ସେ ସେଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଶୀତଲଙ୍କ ସାନ ଭଉଣୀ ସିମ୍ରନ ପଟନାୟକ ଦେଖାଯିବା ପାଇଁ ବହୁତ ସୁନ୍ଦର ଓ ଷ୍ଟାଇଲିସ ଅଟନ୍ତି । ସେ ମଧ୍ୟ ରାନୀ ସିରିୟଲ ରେ ଛୋଟ ରାନୀ ଭାବେ ଅଭିନୟ କରିଥିଲେ ।

୩. ରଞ୍ଜିତା-


ଆମ ଲିଷ୍ଟର ତିନି ନମ୍ବରରେ ଆସୁଛନ୍ତି ତାରା ତାରିଣୀ ସିରିଏଲର ହିରୋଇନ ରଞ୍ଜିତା । ତାଙ୍କ ସାନ ଭଉଣୀଙ୍କର ନାମ ହେଉଛି ତନୁଜା । ସେ ବର୍ତ୍ତମାନ ମଡେଲିଙ୍ଗ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ।

୪. ଶୁଭଶ୍ରୀ- ଆପଣ ମାନେ ସାବିତ୍ରୀ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରୂପେ ଶୁଭଶ୍ରୀଙ୍କୁ ଦେଖିଥିବେ । ଶୁଭଶ୍ରୀଙ୍କ ସାନ ଭଉଣୀ ହେଉଛନ୍ତି ସ୍ଵୀଟି ଯିଏ ନିଜର ପାଠ ପଢା ବର୍ତ୍ତମାନ ଚାଲୁ ରଖିଛନ୍ତି ।

୫. ନିହାରିକା-


ଆପଣମାନେ ନିହାରିକାଙ୍କୁ ବହୁତ ଟିଭି ସିରିଏଲରେ ଦେଖିଥିବେ । ନିହାରିକାଙ୍କର ସାନ ଭଉଣୀ ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି ।

୬. ମିତାଲି-

ଆମ ଲିଷ୍ଟର ଛଅ ନମ୍ବରରେ ଅଛନ୍ତି ମିତାଲି । ଆପଣମାନେ ନୂଆ ବୋହୁ ସିରିଏଲରେ ମିତାଲିଙ୍କୁ ରାଧିକା ଭୂମିକାରେ ନିହାତି ଦେଖିଥିବେ । ମିତାଲିଙ୍କର ସାନ ଭଉଣୀ ଦେଖାଯିବା ପାଇଁ ବହୁତ ସୁନ୍ଦର ।

୭. ମୋନାଲିସା-

ଆପଣ ମାନେ ମୋନାଲିସାଙ୍କୁ ନୂଆ ବୋହୁ ସିରିଏଲରେ ସୁମୀ ଅପା ଭାବେ ନିଶ୍ଚିତ ଭାବରେ ଦେଖିଥିବେ । ମୋନାଲିସାଙ୍କର ଏକ ସାନ ଭଉଣୀ ଅଛନ୍ତି ଯିଏ ଦେଖିବା ମଧ୍ୟ ବହୁତ ସୁନ୍ଦର ।

୮. ଜ୍ୟାକଲିନ-

ଆପଣ ମାନେ ଜ୍ୟାକଲିନ ଓ ଶୋଭାଲିନଙ୍କୁ ଟିଭିରେ ଦେଖିଥିବେ । ରଜ କୁଇନ ମାଧ୍ୟମରେ ଅଲିଉଡ ଇଣ୍ଡଷ୍ଟ୍ରି ରେ ପ୍ରବେଶ କରିଛନ୍ତି ଏହି ଦୁଇ ଭଉଣୀ । ଏହି ଦୁଇ ଭଉଣୀଙ୍କର ବହୁତ ଲୋକପ୍ରିୟତା ଅଛି ।

୯. ପ୍ରିୟାଙ୍କା ରଥ-


ଆପଣ ମାନେ ପ୍ରିୟାଙ୍କାଙ୍କୁ କୁଆଁରୀ ବୋହୁ ସିରିଏଲରେ ଲୀଡ ଆକ୍ଟ୍ରେସ ଭାବେ ନିହାତି ଦେଖିଥିବେ । ଏ ହେଉଛନ୍ତି ତାଙ୍କ ସାନ ଭଉଣୀ । ପ୍ରିୟାଙ୍କାଙ୍କ ସାନ ଭଉଣୀ ବର୍ତ୍ତମାନ ମଡେଲିଙ୍ଗ ଦୁନିଆରେ ପାଦ ଦେଇଛନ୍ତି ।

୧୦. ଅରୁନ୍ଧତୀ

ଆପଣ ମାନେ ଅରୁନ୍ଧତୀ ବା ଦେବିକା ଙ୍କୁ ବହୁତ ଟିଭି ସିରିଏଲରେ ଦେଖିଥିବେ । ତାଙ୍କର ସାନ ଭଉଣୀ ବର୍ତ୍ତମାନ ଇଞ୍ଜିନିୟରିଙ୍ଗ କରୁଛନ୍ତି । ସେ ମଧ୍ୟ ଦେଖିବା ପାଇଁ ବହୁତ ସୁନ୍ଦର ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଅଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *