ରାଶିଫଳ 25 ଜୁଲାଇ 2020- ଶନିବାର, ଶନିଦେବଙ୍କ କୃପାରୁ ଆଜି ଏହି 4ଟି ରାଶି ବ୍ୟକ୍ତିଙ୍କ ବଦଳିବ ଭାଗ୍ୟ, ବାକି ରାଶି ମଧ୍ୟ ଜାଣନ୍ତୁ ନିଜର ଅବସ୍ଥା

ଆଜି 25 ଜୁଲାଇ 2020 ଶନିବାର । ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ ।

ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ

ଆଜି କାରୋବାରରେ ଅବସ୍ଥା ସାମାନ୍ୟ ରହିବ । ଛୋଟ ସମସ୍ୟା ଆପଣଙ୍କୁ ଘେରି ରହିବ । କିଛି ସମସ୍ୟା ଆପଣଙ୍କୁ କାମ କରିବା ପାଇଁ ପ୍ରେରିତ କରିବ । ଏହା ଉର୍ଣ୍ଣତି ପାଇଁ ମଧ୍ୟ ଗୁରୁତ୍ଵ ରଖୁଛି । ଆର୍ଥିକ ସ୍ତରରେ ଆଜିର ଦିନ ଲାଭଦାୟକ ଦିନ ଅଟେ । ବ୍ୟବସାୟୀ କୌଣସି ପାଖ ସମ୍ପର୍କୀୟଙ୍କ ସହିତ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ । ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଭଲ ଦିନ ଅଟେ । ଆପଣ ନିଜ ବେପାରରେ ନିବେଶ କରି ଆଜି ଆପଣ ଦିନର ଲାଭ ଉଠାଇ ପାରିବେ ।

ବୃଷ

ଆଜି ଆପଣଙ୍କ ବ୍ୟବସାୟୀକ ସ୍ଥିତିରେ ସୁଧାର ଆସିବ । ଆପଣ ଏକ ପାରିବାରିକ ଆୟୋଜନରେ ଆପଣ ସମସ୍ତଙ୍କର ଧ୍ୟାନର କେନ୍ଦ୍ର ହେବେ । ଆପଣଙ୍କୁ ଆପଣଙ୍କ ପ୍ରିୟଙ୍କ ସହିତ ଅହଂକାରର ସୃଷ୍ଟି ହୋଇ ପାରେ । ଆପଣ ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନେଇ ପାରନ୍ତି ଯେଉଁଥି ପାଇଁ ଆପଣଙ୍କୁ ଭବିଷ୍ୟତରେ ଅନୁତାପ କରିବାକୁ ପଡିବ । ବୈବାହିକ ସୁଖ କୋଣରୁଆଜି ଆପଣଙ୍କୁ କିଛି ଉପହାର ମିଳିପାରେ । ଆଜି ଆପଣଙ୍କର ସକାରାତ୍ମକ ଭାବନା ମଧ୍ୟ ବହୁତ ସାହାଯ୍ୟକାରୀ ପ୍ରମାଣିତ ହେବ । ଆଜି ପରିବାର ସଦସ୍ୟଙ୍କ ସହିତ ଉତ୍ତମ ଭୋଜନର ପ୍ରାପ୍ତି ହେବ ।

ମିଥୁନ

ଆଜି ପାରିବାରିକ ଜୀବନ ସୁଖମୟ ରହିବ । ଆପଣଙ୍କ ଜୀବନସାଥୀ କୌଣସି ଗୁରୁତ୍ଵପୂର୍ଣ ସମସ୍ୟାରେ ଆପଣଙ୍କୁ ସାହାଯ୍ୟ କରିବେ । ଧାର୍ମିକ କାମରେ ଆପଣ ବ୍ୟସ୍ତ ରହିବେ । ଆଜି ଭାବି ବିଚାରୀ ପଦକ୍ଷେପ ନେବା ଜରୁରୀ ଅଟେ। ଯେଉଁଠାରେ ମନ ବଦଳରେ ବୁଦ୍ଧିର ଅଧିକ ବ୍ୟବହାର କରିବା ଦରକାର । ଚାକିରି ଏବଂ ବ୍ୟବସାୟରେ ଅନୁକୂଳ ପରିସ୍ଥିତି ରହିବ । ଯାତ୍ରା ପାଇଁ ଦିନଟି ଅଧିକ ଭଲ ନାହିଁ । ସାମାଜିକ କାମରେ ଭାଗ ନେବା ଦ୍ଵାରା ମନ ଖୁସି ରହିବ ।

କର୍କଟ

ଆଜି ଆପଣଙ୍କ ମନରେ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାର ବିଚାର ଆସୁଛି ତାହେଲେ ଏଥିପାଇଁ ଆଜିର ଦିନ ଶୁଭ ଅଟେ । ପରିବାର ସଦସ୍ୟଙ୍କ ସହିତ ମତଭେଦ ନହେଉ ଏହାର ଧ୍ୟାନ ରଖନ୍ତୁ । ଆପଣଙ୍କୁ କ୍ୟାରିୟରରେ କିଛି ବଡ ନିଷ୍ପତ୍ତି ନେବାକୁ ପଡିବ । ସେଥିରେ ଆପଣଙ୍କୁ ଲାଭ ହୋଇ ପାରେ । ଆପଣଙ୍କର କିଛି ପୁରୁଣା ସମସ୍ୟା ଶେଷ ହୋଇ ପାରେ । କାମରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ । ନିୟମିତ ବ୍ୟାୟାମ ଦ୍ଵାରା ଓଜନକୁ ନିୟତ୍ରରେ ରଖନ୍ତୁ ।

ସିଂହ

ଏହି ରାଶିର ଲୋକ ଛୋଟ ସମସ୍ୟା ପାଇଁ ଚାପ ନିଅନ୍ତୁ ନାହିଁ । ବ୍ୟବସାୟୀକ ମାକରେ ଉତ୍ତମ ଲାଭ ହେବାର ସମ୍ଭାବନା ଅଛି । ଚାକିରିରୁ ଅବସର ନେବାର ଯୋଗ ଅଛି । ଭାଇ ବନ୍ଧୁଙ୍କ ସହିତ ଜମିବାଡିକୁ ନେଇ ବିବାଦ ହୋଇ ପାରେ । ଏହାଦ୍ୱାରା ଆପଣଙ୍କ ଜୀବନଶୈଳୀରେ ମଧ୍ୟ ସୁଧାର ଆସିବ । ପିଲା ମାନଙ୍କ ସହିତ ଯୋଡି ହୋଇଥିବା ସମସ୍ୟାର ସମାଧାନ ପାଇଁ କିଛି ଅଲଗା ସମୟ ବାହାର କରନ୍ତୁ ।

କନ୍ୟା

ଆଜିର ଦିନ ଭଗବାନଙ୍କ ସ୍ମରଣରେ କଟିବ । ମାନ ସଂମ୍ମାନ ଏବଂ ଆୟରେ ବୃଦ୍ଧି ହେବ । ଆପଣଙ୍କୁ ଆପଣଙ୍କ ପୁରୁଣା କର୍ଜରୁ ମଧ୍ୟ ବହୁତ ଶୀଘ୍ର ମୁକ୍ତି ମିଳିବ । ଯଦି କୋର୍ଟରେ କୌଣସି ମାମଲା ବିଚାରାଧୀନ ଅଛି ଏବଂ ଫଳାଫଳକୁ ଆଶା ଅଛି ତାହେଲେ ଏହି ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସି ନପାରେ । ନିଜକୁ କିଛି ସୃଜନଶୀଳ କାମରେ ଲଗାନ୍ତୁ । ମାନସିକ ଶାନ୍ତି ପାଇଁ ଆପଣଙ୍କର ଖାଲି ବସିବାର ଅଭ୍ୟାସ ହାନିକାରକ ପ୍ରମାଣିତ ହୋଇ ପାରେ । ବୈବାହିକ ଜୀବନରେ ଖରାପ ସମୟ ଆଜି ଆପଣଙ୍କୁ ଦେଖିବାକୁ ମିଳିବ ।

ତୁଳା

ଆଜି ବ୍ୟବସାୟର କୌଣସି ବଡ ସୁଯୋଗ ଆପଣଙ୍କୁ ମିଳିବ । ଯଦି ଆପଣ ବ୍ୟବସାୟରେ ଅଂଶୀଦାର କରନ୍ତି ତାହେଲେ ତାହା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହେବ । ମା ଲକ୍ଷ୍ମୀଙ୍କ ନାମ ନେଇ ଆରମ୍ଭ କରାଯିବା ବେପାର ଦୃତ ଗତିରେ ଆଗକୁ ବଢିବାର ଯୋଗ ଅଛି । ପାଣି ଠାରୁ ଦୂରେଇ ରୁହନ୍ତୁ । ନିଦ ଅସମ୍ପୂର୍ଣ ରହିବା ଦ୍ଵାରା ମାନସିକ ଚିନ୍ତା ରହିବ । ଆପଣଙ୍କୁ ଆପଣଙ୍କ ବ୍ୟବସାୟ ସବନ୍ଧରେ ଏକ ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି । ଆପଣଙ୍କର କୌଣସି ପରିଚିତଙ୍କ ସହିତ ଯୋଡି ହେବାର ସମ୍ଭାବନା ଅଛି, ଯାହା ଲାଭଦାୟକ ପ୍ରମାଣିତ ହେବ ।

ବିଛା

ଆଜି ଆପଣଙ୍କ ସବନ୍ଧରେ ବାସ୍ତବବାଦୀ ହେବାକୁ ଚେଷ୍ଟା କରିବେ । ମାନ ସଂମ୍ମାନ ମିଳିବ । କୌଣସି ବି କାମରେ ଭାବି ଶୀଘ୍ର ନିଷ୍ପତ୍ତି ନିଅନ୍ତୁ । ଏକ ଉଦାର ପ୍ରସ୍ତାବ ଉପରେ ସାବଧାନରେ ବିଚାର କରିବା ଆବଶ୍ୟକ ଅଟେ । ନିୟମିତ ବ୍ୟାୟାମ ଦ୍ଵାରା ନିଜ ଓଜନକୁ କାବୁରେ ରଖିବାର ଆବଶ୍ୟକତା ଅଛି । ତେଲ ମସଲା ଜିନିଷ ଠାରୁ ଦୂରେଇ ରୁହନ୍ତୁ । ବ୍ୟକ୍ତିଗତ ସୂଚନା କିମ୍ବା ରହସ୍ୟ ପ୍ରକାଶ କରନ୍ତୁ ନାହିଁ । ଆଜି ଆପଣଙ୍କ ପ୍ରିୟ ଆପଣଙ୍କ ସହିତ ସମୟ ବିତାଇବା ପାଇଁ ଏବଂ ଉପହାର ପାଇବା ପାଇଁ ଆଶା କରି ପାରନ୍ତି ।

ଧନୁ

ଆଜି ଆପଣଙ୍କ ପାଇଁ ଆୟର ନୂଆ ସ୍ରୋତ ହେବ । ନିଜର ବିଚାରକୁ ବିସ୍ତାର କରିବା ଏବଂ ଏକ ସୃଜନାତ୍ମକ ସ୍ଵପକୁ ପୁରା କରିବା ପାଇଁ ଏକ ରାସ୍ତା ଖୋଜିବେ । ଏହି କଥାର ବିଶେଷ ଧ୍ୟାନ ରଖିବେ କି ଆପଣଙ୍କ ନିଷ୍ପତ୍ତିରେ ଏମିତି କୌଣସି ବ୍ୟକ୍ତିଙ୍କୁ ଦୁଖଃ ନହେଉ ଯିଏ ଆପଣଙ୍କ ଉପରେ ଭାବନାତ୍ମକ ରୂପରେ ନିର୍ଭର ଅଟନ୍ତି । ଆକଳନ କ୍ଷତିକାରକ ବୋଲି ପ୍ରମାଣିତ ହୋଇ ପାରେ ଏଥିପାଇଁ ସବୁ ପ୍ରକାରର ନିବେଶ କରିବା ସମୟରେ ସମ୍ପୂର୍ଣ ସାବଧାନ ରୁହନ୍ତୁ । ପରିବାର ସହିତ ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଦ୍ଵାରା ମାନସିକ ଚାପ ସୃଷ୍ଟି ହୋଇ ପାରେ ।

ମକର

ଆଜି ସ୍ନେହ ସମ୍ପର୍କକୁ ସ୍ତିର ରଖିବା ପାଇଁ ଆପଣଙ୍କୁ ପରସ୍ପରର ସଂମ୍ମାନ ଏବଂ ବିଶ୍ଵାସ ସୃଷ୍ଟି କରିବାର ଆବଶ୍ୟକତା ଅଛି । ଆଜି ଆପଣଙ୍କର ସବୁ କାମ ସରଳ ଭାବରେ ପୁରା ହେବ । ଏମିତି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ଯିଏ ଦାୟିତ୍ଵ ବିଷୟରେ ସଚୋଟ ନୁହଁନ୍ତି । ଶିକ୍ଷା କ୍ଷେତ୍ରରେ ପ୍ରଗତି ହେବ । ସ୍ଥାୟୀ ସମ୍ପତ୍ତି ମାମଲାରେ ଆଜି ସଂଯମରେ କାମ କରନ୍ତୁ । ଭାଗୀଦାରୀ ଆପଣଙ୍କ ଯୋଜନା ଏବଂ ବ୍ୟବସାୟୀକ ଚିନ୍ତାଧାରା ପାଇଁ ଉତ୍ସାହିତ ହେବେ । ସହର ବାହାରେ ଯାତ୍ରା କରିବା ଅଧିକ ଆରାମଦାୟକ ହେବ ନାହିଁ ।

କୁମ୍ଭ

ଆଜି ଆପଣଙ୍କ କାମ ଅଧୁରା ରହି ପାରେ । ସୃଜନାତ୍ମକ ଏବଂ କଳ୍ପନାଶକ୍ତି ଆପଣଙ୍କର ଭଲ ଅଭ୍ୟାସ ଅଟେ ଏଥିପାଇଁ ଆବଶ୍ୟକ ଅନୁସାରେ ସହଯୋଗ ନିଅନ୍ତୁ । ବ୍ୟକ୍ତିଗତ ଉପଲବ୍ଧିକୁ ନିଜର ପ୍ରାଥମିକତା ଦିଅନ୍ତୁ । ଆପଣ ନିଜ ଚାକିରି ସହିତ ଯୋଡି ହୋଇ ରୁହନ୍ତୁ ଏବଂ ଅନ୍ୟ ଠାରୁ ସାହାଯ୍ୟ ପାଇବା ପାଇଁ ଆଶା କରନ୍ତୁ ନାହିଁ । ଉପଭୋଗ ପରିସ୍ଥିତି ଏବଂ ଅତ୍ୟଧିକ ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ । ଛାତ୍ର ନିଜର କ୍ୟାରିୟର ବିଷୟରେ ଭ୍ରମିତ ହେବେ ଏବଂ ନିଜ ବାପା ମାଆଙ୍କ ଠାରୁ ପରାମର୍ଶ ନେବେ ।

ମୀନ

ଆଜି ଆପଣ ଅନ୍ୟ ମାନଙ୍କ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ, ଖାସକରି ଆପଣଙ୍କ ପାର୍ଟନରଙ୍କ ନିଷ୍ପତ୍ତିରେ । ସାଥିଙ୍କର କୌଣସି କଥା ଅଜାଡି ଆପଣଙ୍କୁ ଭଲ ନ ଲାଗୁଛି ତାହେଲେ ତାଙ୍କୁ ଭଲରେ ବୁଝାନ୍ତୁ । ବ୍ୟକ୍ତିଗତ ସୁଧାର ଉପରେ ଧ୍ୟାନ ଦିଅନ୍ତୁ, ଅନ୍ୟ କାହାରିକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ନିଜ ଜୀବନକୁ ସରଳ ରଖନ୍ତୁ । ପ୍ରବାସ ପାଇଁ ଆଜିର ଦିନ ପ୍ରତିକୂଳ ଅଟେ । ଆପଣଙ୍କ ଜୀବନରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଆଇନ ମାମଲାରେ ଯୋଡି ହୋଇଥିବା ଲୋକଙ୍କ ପାଇଁ ଆଜିର ଦିନ ବହୁତ କଠିନ ଅଟେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *