ଓଡ଼ିଆ Singer କିଏ କେତେ ଟଙ୍କା ନିଅନ୍ତି ? ଗୋଟିଏ ଗୀତ ଗାଇବା ପାଇଁ , ଜାଣନ୍ତୁ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏମାନଙ୍କ ଇନ୍କମ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଅମୃତା ନାୟକ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଗାୟିକା ଅମୃତା ନାୟକ । ଅମୃତା ଅନେକ ସୁପର ହିଟ ଗୀତ ଗାଇ ସଫଳତା ହାସଲ କରିଛନ୍ତି । ଅମୃତା ନିଜ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଅମୃତା ଗୋଟେ ଗୀତ ଗାଇବା ପାଇଁ 8 ରୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି ।

ମଣ୍ଟୁ ଛୁରିଆ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଶାର ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆ । ଆପଣ ମାନେ ସମସ୍ତେ ମଣ୍ଟୁଙ୍କ ଅନେକ ସୁପର ହିଟ ଗୀତ ନିଶ୍ଚୟ ଶୁଣିଥିବେ । ମଣ୍ଟୁଙ୍କ ଗୀତ ଶୁଣିବା ପାଇଁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ମଣ୍ଟୁ ଗୋଟେ ଗୀତ ଗାଇବା ପାଇଁ 8 ହଜାର ରୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି ।

ଦୀପ୍ତି ରେଖା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଗାୟିକା ଦୀପ୍ତି ରେଖା । ଦୀପ୍ତି ଅନେକ ଓଡିଆ ଫିଲ୍ମରେ ଗୀତ ଗାଇ ସଫଳତା ହାସଲ କରିଛନ୍ତି । ତାଙ୍କର ଅଧିକାଂଶ ଗୀତ ସୁପର ହିଟ ହୋଇଛି । ସେ ଗୀତ ଗାଇବା ସହ ଭଲ ଅଭିନୟ ମଧ୍ୟ କରନ୍ତି । ଦୀପ୍ତି ଗୋଟେ ଗୀତ ଗାଇବା ପାଇଁ 8 ହଜାର ରୁ 12 ହଜାର ଟଙ୍କା ଚାର୍ଜ କରିଥାନ୍ତି ।

ହ୍ୟୁମାନ ସାଗର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଲିଉଡ ଗାୟକ ହ୍ୟୁମାନ ସାଗର । ଆପଣ ମାନେ ସମସ୍ତେ ହ୍ୟୁମାନଙ୍କ ଅନେକ ସୁପର ହିଟ ଗୀତ ଶୁଣିଥିବେ । ଇମୋସନାଲ ବା ସ୍ୟାଡ ଗୀତ ଗାଇ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହ୍ୟୁମାନ ସାଗର ଗୋଟେ ଗୀତ ଗାଇବା ପାଇଁ 10 ରୁ 15 ହଜାର ଟଙ୍କା ନେଇଥାନ୍ତି ।

ଅସୀମା ପଣ୍ଡା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅସୀମା ପଣ୍ଡା । ଅସୀମା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଗୀତ ଦେଇଛନ୍ତି । ଅସୀମାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ଅସୀମା ନିଜ ସୁନ୍ଦରତା ଓ ନିଜ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଅସୀମା ଫିଲ୍ମ ଗୀତ ପାଇଁ 20 ହଜାର ଓ ଆଲବମ ଗୀତ ପାଇଁ 15 ହଜାର ଟଙ୍କା ନେଇଥାନ୍ତି ।

Leave a Reply

Your email address will not be published. Required fields are marked *