ସରିଲା ଓଡିଆ ସିଙ୍ଗର Dipti Rekha ଙ୍କ ରିସେପ୍ସନ, ଦେଖନ୍ତୁ ରିସେପ୍ସନ ର ଫୁଲ ଆଲବମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଇଣ୍ଡଷ୍ଟ୍ରିର କେତେକ ଗାୟକ ଓ ଗାୟିକା ମାନଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ ଥିବା ସିଙ୍ଗର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମ ଅଲିଉଡ ଇଣ୍ଡଷ୍ଟ୍ରିର ଜଣେ ଫେମସ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ସିଙ୍ଗର ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଲିଉଡ ସିଙ୍ଗର ଦୀପ୍ତି ରେଖା । ବନ୍ଧୁଗଣ ଏହି କିଛି ଦିନ ହେବ ଦୀପ୍ତି ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି, କାରଣ ଏହି କିଛି ଦିନ ତଳେ ତାଙ୍କର ବିବାହ ହୋଇଛି ।

ବିବାହ ପାଇଁ ଦୀପ୍ତିଙ୍କୁ ବଲିଉଡର ବଡ ବଡ ଷ୍ଟାର ମାନେ ଶୁଭ କାମନା ଜଣାଇଛନ୍ତି ଓ ଏହା ସହିତ ଦୀପ୍ତିଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଖୁସି ନଜର ଆସୁଛନ୍ତି । ବନ୍ଧୁଗଣ ଦୀପ୍ତି ଆମ ଅଲିଉଡ ଇଣ୍ଡଷ୍ଟ୍ରିର ବହୁତ ସୁପର ହିଟ ଫିଲ୍ମରେ ଗୀତ ଗାଇଛନ୍ତି ଓ ତାଙ୍କର ଗୀତ ପାଇଁ ମଧ୍ୟ ଦର୍ଶକ ମାନେ ଫିଲ୍ମକୁ ଅଧିକ ପସନ୍ଦ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଦୀପ୍ତିଙ୍କ ବିବାହ ସହ ଜଡିତ କିଛି ଫଟୋ ଓ କିଛି ତଥ୍ୟ ବିଷୟରେ କହିବୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଦୀପ୍ତିଙ୍କ ବିବାହ ବିଷୟରେ ।

ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଦୀପ୍ତିଙ୍କ ବିବାହ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଦୀପ୍ତି ନିଜ ରିସେପ୍ସନ ପାର୍ଟିରେ ନିଜ ସ୍ଵାମୀ ସୋମ୍ୟରଞ୍ଜନଙ୍କ ସହ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସୁଥିଲେ । ଖୋର୍ଦାର ପ୍ରଫୁଲ ପ୍ୟାଲେସରେ ଏହି ଦୁଇଜଣଙ୍କ ରିସେପ୍ସନ ର ସେଲିବ୍ରେସନ ହୋଇଥିଲା । ଏହି ବିବାହରେ ବହୁତ ବଡ ବଡ କଳାକାରଙ୍କ ସହ ପୁଅ ବାଲା ଲୋକ ଯୋଗ ଦେଇଥିଲେ ।


ବନ୍ଧୁଗଣ ଗତ ୧୧ ତାରିଖରେ ଦୀପ୍ତି ରେଖା ବିଜନେସ ମ୍ୟାନ ସୋମ୍ୟରଞ୍ଜନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇଜଣଙ୍କ ବିବାହ ଖୋର୍ଦାରେ ହୋଇଥିଲା । କାରଣ ସୋମ୍ୟଙ୍କ ଘର ହେଉଛି ଖୋର୍ଦାରେ । ବନ୍ଧୁଗଣ ଖବର ମିଳିଛି ଯେ, ଏହି ଦୁଇଜଣ ପରସ୍ପରକୁ ପୂର୍ବରୁ ଜାଣିଥିଲେ । ୧୧ ତାରିଖରେ ବିବାହ କରିବା ପରେ ସେ ନିଜ ରିସେପ୍ସନ ପାର୍ଟିକୁ ସେଲିବ୍ରେଟ କରିଥିଲେ ।


ତାଙ୍କର ରିସେପ୍ସନ ପାର୍ଟିରେ ଅନେକ କଳାକାର ଓ ପରିବାର ସଦସ୍ୟ ଯୋଗ ଦେଇଥିଲେ । ବିବାହ ପାଇଁ ଅନେକ ବାରିଷ୍ଟ ଲୋକମାନେ ଦୀପ୍ତି ଓ ସୋମ୍ୟଙ୍କୁ ଆଶୀର୍ବାଦ ଦେଇଥିଲେ । ଖବର ମିଳିଛି ଯେ, ଦୀପ୍ତି ବିବାହ ପରେ ମଧ୍ୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇବେ । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଏମାନଙ୍କ ଫଟୋରେ ଫ୍ୟାନ୍ସ ମାନେ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଆମେମାନେ ମଧ୍ୟ ଦୀପ୍ତିଙ୍କୁ ତାଙ୍କ ଆଗାମୀ ଜୀବନ ପାଇଁ ଶୁଭ କାମନା ଜଣାଉଛୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *