8 ଟି ହଟ ଗର୍ଲଫ୍ରେଣ୍ଡ ପଟେଇ ସାରିଛନ୍ତି Bollywood ର ପ୍ଲେବୟ Ranbir Kapoor, ଯେଉଁମାନେ ହଟନେସ ରେ କେହି କାହାଠୁ ନୁହନ୍ତି କମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡର ଏହି କଳାକାର ମାନେ ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକାଉ ଯାଉଛୁ ସେ ନିଜ ଲାଇଫରେ ବହୁତ ହଟ୍ ଅଭିନେତ୍ରୀ ମାନଙ୍କ ସହ ଲାଭ ରିଲେସନରେ ରହିଛନ୍ତି । ସେହି ଅଭିନେତା ଜଣକ ହେଉଛନ୍ତି ରଣବିର କପୁର । ବନ୍ଧୁଗଣ ରଣବିର ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି ।

ରଣବିର ଅଧିକାଂଶ ସମୟ ନିଜ ଲଭ ଲାଇଫ ପାଇଁ ବହୁତ ଚର୍ଚାରେ ରୁହନ୍ତି । ରଣବିର ବଲିଉଡ ଇଣ୍ଡଷ୍ଟ୍ରିକୁ ଆସିବା ପରେ ବହୁତ ଅଭିନେତ୍ରୀଙ୍କ ସହ ଲଭ ରିଲେସନରେ ରହିଥିଲେ । ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ପ୍ରିୟଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଫେମସ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା । ଫିଲ୍ମ ‘ଅଞ୍ଜନା ଅଞ୍ଜାନି’ର ଶୁଟିଙ୍ଗ ସମୟରେ ଏହି ଦୁଇଜଣ ପରସ୍ପରକୁ ଡେଟ କରିଥିଲେ ଓ ସେତେବେଳେ ଏମାନଙ୍କ ଲଭ ଅଫେୟାର ବହୁତ ଚର୍ଚାରେ ଥିଲା । ହେଲେ ବନ୍ଧୁଗଣ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା ।


ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ସେକସି ଅଭିନେତ୍ରୀ ଦୀପିକା ପାଦୁକୋନ ଦୀପିକା ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ୨୦୦୮ ମସିହାରେ ଏହି ଦୁଇଜଣ ନିଜ ଲଭ ଅଫେୟାର ବିଷୟରେ ମିଡିଆ ସାମ୍ନାରେ କହିଥିଲେ । ଏମାନେ ବହୁତ ସମୟ ପର୍ଯ୍ୟନ୍ତ ଲଭ ରିଲେସନରେ ରହିଥିଲେ ଓ ଏହା ବ୍ଯତୀତ ଏମାନେ ଲିଭିଙ୍ଗ ରିଲେସନରେ ରହିବାର ନିଷ୍ପତ୍ତି ମଧ୍ୟ ନେଇଥିଲେ । ସେହି ସମୟରେ ଦୀପିକା ରଣବିରଙ୍କ ନାମର ଟାଟୁ ନିଜ ବେକରେ କରି ବହୁତ ଚର୍ଚାରେ ରହିଥିଲେ । ହେଲେ ରଣବିରଙ୍କ ଜୀବନରେ କାଟ୍ରିନା କୈଫ ଆସିବାରୁ ଏହି ଦୁଇଜଣଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

କାଟ୍ରିନା କୈଫ – ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କାଟ୍ରିନା କୈଫ । ଆପଣ ମାନେ ସମସ୍ତେ କାଟ୍ରିନାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ଏହି ଦୁଇଜଣ ପରସ୍ପର ସହ ବହୁତ ସ୍ମାୟ ପର୍ଯ୍ୟନ୍ତ ଲିଭିଙ୍ଗ ରିଲେସନସିପରେ ରହିଥିଲେ । ଏହା ମଧ୍ୟ ଖବର ଆସିଥିଲା ଯେ, ଏହି ଦୁଇଜଣ ୨୦୧୫ରେ ବିବାହ କରିବାକୁ ଯାଉଛନ୍ତି । ହେଲେ ବନ୍ଧୁଗଣ ୨୦୧୬ରେ ଏମାନଙ୍କର ବ୍ରେକଅପ୍ ହୋଇଯାଇଥିଲା ।


ଅବନ୍ତିକା ମଲିକ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅବନ୍ତିକା ମଲିକ । ରଣବିରଙ୍କର ପ୍ରଥମ ଗାର୍ଲଫ୍ରେଣ୍ଡ ହେଉଛନ୍ତି ଅବନ୍ତିକା ମଲିକ । ଶିଶୁ କଳାକାର ରୂପେ ଫେମସ ହୋଇଥିବା ଅଭିନେତ୍ରୀ ଅବନ୍ତିକା ମଲିକ ବର୍ତ୍ତମାନ ଅଭିନେତା ଇମରାନ ଖାନଙ୍କ ପତ୍ନୀ ହୋଇସାରିଛନ୍ତି । ହେଲେ ଗୋଟେ ସମୟରେ ଅବନ୍ତିକା ଓ ରଣବିର ଲଭ ରିଲେସନରେ ଥିଲେ । ହେଲେ ପାଞ୍ଚ ବର୍ଷ ରିଲେସନ ପରେ ରଣବିର ବ୍ରେକଅପ୍ କରିଦେଇଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ରଣବିର ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ଲିଭିଙ୍ଗ ରିଲେସନରେ ଅଛନ୍ତି ଓ ଖବର ମିଳିଛି ଯେ ଏମାନେ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ଏହା ସହିତ ରଣବୀର କପୂର ଙ୍କର ସୋନମ କପୂର, ପାକିସ୍ଥାନୀ ଆକ୍ଟ୍ରେସ ମାହିରା ଖାନ, ନର୍ଗିସ ଫାକ୍ରି, ଆଲିଆ ଭଟ୍ଟଙ୍କ ସହିତ ମଧ୍ୟ ଲଭ ରିଲେଶନସିପ ରହିଛି । ବର୍ତ୍ତମାନ ଖବର ଅଛି କି ଜଲ୍ଦି ଆଲିଆ ଭଟ୍ଟ ଓ ରଣବିର କପୂର ବିବାହ କରି ପାରନ୍ତି ।

Leave a Reply

Your email address will not be published. Required fields are marked *