Odia Jokes- ଶାଶୁ ନିଜର 3 ଜ୍ଵାଇଁଙ୍କର ଭଲ ପାଇବା ଦେଖିବା ପାଇଁ ନଈକୁ ଡେଇଁ ପଡିଲା, ଗୋଟିଏ ଜ୍ଵାଇଁ ତାକୁ ବଞ୍ଚେଇଲା ତ ଶାଶୁ ତାକୁ …

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହେଇଯାଉଛନ୍ତି ଯେ, ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ସବୁବେଳେ ସେମାନଙ୍କ ମନରେ ଚିନ୍ତା ରହୁଛି । ହେଲେ ବନ୍ଧୁଗଣ ଯଦି ମଣିଷର ମନ ଖୁସି ରହିବ ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜରେ ଓ ଖୁସିରେ କରିଦେବ । ସେଥିପାଇଁ ମଣିଷର ମନୋରଞ୍ଜନ ହେବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆମେ ଆସିଛୁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢି ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ମଜାଦାର ଓଡିଆ ଜୋକ୍ସ ବିଷୟରେ ।

୧. ସରଦାରର ମୁଣ୍ଡ ଫାଟି ଗଲା…

ଡାକ୍ତର- ଆରେ ଏ କେମିତି ହେଲା ?

ସରଦାର- ମୁ ଇଟାରେ ପଥର ଭାଙ୍ଗୁ ଥିଲି ହେଲେ ସେହି ସମୟରେ ଗୋଟେ ଲୋକ ଆସି କହିଲା

ଲୋକ- ଆରେ ଭାଇ… ଇଟାରେ କଣ ପଥର ଭାଙ୍ଗୁଛ ଟିକେ ମୁଣ୍ଡର ବ୍ୟବହାର କର

୨. ଶାଶୁ ନିଜ ଜ୍ଵାଇଁକୁ ଫୋନରେ ପଚାରିଲା…

ଶାଶୁ- ପୁଅ, ବାତ୍ୟା ଖବର କଣ ଅଛି ?

ଜ୍ଵାଇଁ- ବର୍ତ୍ତମାନ ତ ଭଲ ଅଛି, କୁଲର ଲଗେଇ ଆରାମ ସେ ଶୋଇଛି !!

୩. ସ୍ଵାମୀ କହିଲା ସ୍ତ୍ରୀ କୁ…

ସ୍ଵାମୀ- ମୋ ଛାତିରେ ବହୁତ କଷ୍ଟ ହେଉଛି । ତମେ ଶୀଘ୍ର ଆମ୍ବୁଲାନ୍ସକୁ ଫୋନ ଲଗାଅ

ସ୍ତ୍ରୀ- ହଁ ଲଗଉଛି ତମେ ତମ ଫୋନର ପା-ସ-ୱା-ର୍ଡ କୁହ ?

ସ୍ଵାମୀ- ନାହିଁ ମ ଛାଡ ଏବେ ଟିକେ ଠିକ ଲାଗୁଛି ।

୪. ସ୍ତ୍ରୀ ଉପରେ ରାଗି ଯାଇ ସ୍ଵାମୀ ଛାତ ଉପରୁ ଡେଇଁବାକୁ ଯାଉଥିଲା…

ସେହି ସମୟରେ ସ୍ତ୍ରୀ ଘର ଭିତରୁ ଆବାଜ ଦେଲା…

ସ୍ତ୍ରୀ- ଆରେ ଶୁଣୁଛ ମୋ ସାଙ୍ଗ ମାନେ ଆସିଛନ୍ତି । ଶୀଘ୍ର ଆସ ଦେଖା କରିବ ।

ସ୍ଵାମୀ- ହଁ ହଁ, ମୁ ସଙ୍ଗେ ସଙ୍ଗେ ଆସିଲି ।

୫. ମହିଳା ନିଜ ସମସ୍ଯା ବିଷୟରେ ବାବାଙ୍କୁ କହିଲା…

ମହିଳା- ବାବା ମୁ ମୋ ସ୍ଵାମୀଙ୍କ ପାଇଁ ବହୁତ ଟେନସନରେ ଅଛି ।

ବାବା- କାହିଁକି ଝିଅ କଣ ହେଇଛି ?

ମହିଳା- ବାବା ସେ ସବୁଦିନ ରାତିରେ କୁଆଡେ ଯାଉଛନ୍ତି ଓ ସଖାଳେ ଘରକୁ ଫେରୁଛନ୍ତି ।

ବାବା- ସୁନ୍ଦରୀ, ତମେ ପ୍ରଥମେ ମୋତେ କୁହ ଏଇଟା ତମର ସମସ୍ଯା ନା ମୋ ପାଇଁ ଆମନ୍ତ୍ରଣ

୬. ଗୋଟେ ସାର ନିଜ କଲେଜ କଥା ମନେ ପକାଇ କହିଲା…

ସାର- ସେହି ପୁରୁଣା ରୁମ, ସେହି ପୁରୁଣା ଫର୍ନୀଚର, ସେହି ପୁରୁଣା ଆଲମାରି…

ସେହି ସମୟରେ ରମେଶ ସାରଙ୍କୁ ରୋକିବାକୁ ଯାଉଥିଲା ହେଲେ ସାର ଆଲମାରି ଖୋଲିଦେଲା ।

ଆଲମାରି ଭିତରେ ରମେଶର ଗାର୍ଲଫ୍ରେଣ୍ଡ ଲୁଚି ରହିଥିଲା ।

ସେହି ସମୟରେ ରମେଶ କହିଲା…

ରମେଶ ଡରିଯାଇ- ସାର ଏ ହେଉଛି ମୋର ସେହି ଭଉଣୀ ।

ସାର- ପୁଅ ମୁ ଜାଣିଛି ଏଇଟା ତୋର ସେହି ପୁରୁଣା ବାହାନା

୭. ଶାଶୁ ନିଜର 3 ଜ୍ଵାଇଁଙ୍କର ଭଲ ପାଇବା ଦେଖିବା ପାଇଁ

ନଈକୁ ଡେଇଁ ପଡିଲା

ଗୋଟିଏ ଜ୍ଵାଇଁ ତାକୁ ବଞ୍ଚେଇଲା ତ

ଶାଶୁ ତାକୁ ମାରୁତି କାର ଦେଲା

ତା ପର ଦିନ ଶାଶୁ ପୁଣି ନଈକୁ ଡେଇଁ ପଡିଲା

ପୁଣି ଆଉ ଜଣେ ଜ୍ଵାଇଁ ତାକୁ ବଞ୍ଚେଇଲା ତ

ଶାଶ ତାକୁ ବାଇକ ଦେଲା

ତୃତୀୟ ଦିନ ଶାଶୁ ପୁଣି ନଈକୁ ଡେଇଁ ପଡିଲା

ତୃତୀୟ ଜ୍ଵାଇଁ ଭାବିଲା ଏବେ ତ ଖାଲି ସାଇକେଲ ହିଁ ବଞ୍ଚିଛି, ଛାଡ କାହିଁକି ବଞ୍ଚେଇବି !!

ଶାଶୁ ବୁଡି କି ମ-ରି-ଗ-ଲା

କିନ୍ତୁ ଚତୁର୍ଥ ଦିନ ଜ୍ଵାଇଁ କୁ BMW କାର ମିଳିଲା

ପଚାର କେମିତି ?

ଶଶୁର ଦେଲା !!

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *