Odia Jokes- ଗୋଟିଏ କୁଆଁରୀ ଝିଅ ପ୍ରେଗନେଣ୍ଟ ହେଇଗଲା ତ, ତାର ସାଙ୍ଗ ତାକୁ ପଚାରିଲା- କାହାର ଏହି ପିଲା ? ଝିଅଟି ଉତ୍ତର ଦେଲା, ଟିକେ ଟିକେ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ନିଜ କାମ ପାଇଁ ସବୁବେଳେ ବ୍ୟସ୍ତରେ ରହୁଛନ୍ତି । ନିଜ କାମ ପାଇଁ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କ ମୁହଁରୁ ଖୁସି ଚାଲିଯାଉଛି । ଲୋକମାନେ ନିଜର ବ୍ୟସ୍ତବହୁଳ ଜୀବନରେ ନିଜର ମନୋରଞ୍ଜନ ବିଷୟରେ ଭୁଲିଯାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତବହୁଳ ଜୀବନରେ କିଛି ଖୁସି ନେଇ ଆଜିଆମେ ଆପଣ ମାନଙ୍କ ପାଇଁ ଆସିଛୁ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ମଜାଦାର ଜୋକ୍ସ ଗୁଡିକ ବିଷୟରେ ।

୧. ସ୍ତ୍ରୀ ସ୍ଵାମୀକୁ ପଚାରିଲା…

ସ୍ତ୍ରୀ- ତମର ସେହି ପଡୋଶୀ ମହିଳା ସହିତ ଚକ୍କର ଅଛି ନା ?

ସ୍ଵାମୀ- ନାହିଁ ତା ।

ସ୍ତ୍ରୀ- ମିଛ କୁହନାହିଁ ?

ସ୍ଵାମୀ- କଣ ପ୍ରମାଣ ଅଛି ?

ସ୍ତ୍ରୀ- ତାର ସ୍ଵାମୀ କାଲି ତମର ଗଞ୍ଜି ପିନ୍ଧି ଆସିଥିଲା ।

୨. ପପୁ ନିଜ ମାକୁ କହିଲା…

ପପୁ- ମା ତମେ ସବୁବେଳେ ଶାଢୀରେ କାହିଁକି ଟଙ୍କା ଲୁଚାଇ ରଖନ୍ତି ?

ମା- କାରଣ ତୋ ବାପାଙ୍କୁ ଯେମିତି ଜଣା ନପଡିବ ।

ପପୁ- ଓହୋ ସେଥିପାଇଁ ବାପା ଟେନସନ ଥିଲେ ।

ମା- କଣ ହେଲା ?

ପପୁ- ତମେ ଟଙ୍କାକୁ ଶାଢୀ ଭିତରେ ଲୁଚାଇ ରଖୁଛ ସେଥିପାଇଁ କାଲି ବାପା ଚାକରାଣୀରେ ଶାଢୀ ଖୋଲି ଖୋଜୁଥିଲେ ।

୩. ସ୍ତ୍ରୀ- ହେ ପ୍ରଭୁ ତମ ମୁଣ୍ଡରୁ ରକ୍ତ କେମିତି ବାହାରିଲା ?

ସ୍ଵାମୀ- ଆରେ ମୋର ଗୋଟେ ସାଙ୍ଗରେ ମୋ ମୁଣ୍ଡକୁ ଇଟାରେ ମାରିଲା ।

ସ୍ତ୍ରୀ- ତା ହେଲେ ତମେ ବି ମାରିଥାନ୍ତ, ତମ ହାତରେ କିଛି ନଥିଲା କି ?

ସ୍ଵାମୀ- ହଁ, ମୋ ହାତରେ ତା ସ୍ତ୍ରୀର ହାତ ଥିଲା ।

୪. ପୁଅ ମାକୁ ଖୁସି ଖବର ଜଣାଇଲା…

ପୁଅ- ମା ମୋର ୭ ଜନ୍ମ ପାଇଁ ଚାକିରି ହେଇଗଲା ।

ମା- ଆରେ ବାହ ପୁଅ, ହେଲେ କେମିତି ।

ପୁଅ- ମୋତେ ଷ୍ଟାରପ୍ଲସର ଗୋଟେ ସିରିଏଲରେ କାମ ମିଳିଯାଇଛି ।

୫. ସ୍ଵାମୀ- ଡାର୍ଲିଙ୍ଗ ତମେ ମୋ ଛଡା ଆଉ କାହାକୁ କେବେ କିସ୍ କରିନ ତ ?

ସ୍ତ୍ରୀ -ନାହିଁ ଡାର୍ଲିଙ୍ଗ କେବେବି କରି ନାହିଁ ।

ସ୍ଵାମୀ- ଯାହା ହଉ ମୁ ବି ତମ ଉପରେ ଏହି ଆଶା ରଖିଥିଲି ।

ସ୍ତ୍ରୀ- ମୁ ତ କେବେ କାରି ନାହିଁ ହେଲେ ମୋ ବୟଫ୍ରେଣ୍ଡ ସବୁବେଳେ କରୁଥିଲା ।

୭. ଗୋଟିଏ କୁଆଁରୀ ଝିଅ ପ୍ରେଗନେଣ୍ଟ ହେଇଗଲା ତ

ତାର ସାଙ୍ଗ ତାକୁ ପଚାରିଲା-

କାହାର ଏହି ପିଲା ?

ଝିଅଟି ଉତ୍ତର ଦେଲା

ଟିକେ ଟିକେ ରିଚାର୍ଜ କରୁଥିଲି

ଜାଣି ନି କିଏ ଲାଇଫ ଟାଇମ ଭାଉଚର ପକେଇ ଦେଲା

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *