Odia Jokes- ଜଣେ ଲେଡି ଟୀଚର ନିଜ ବ୍ଳାଉଜ ରେ ଗୋଲାପ ଖୋସିଥିଲା ଓ ପିଲାଙ୍କୁ ପଚାରିଲା ଗୋଲାପ କୁ ପୋଷଣ କେଉଁଠାରୁ ମିଳେ ? ଆଉ ତା’ ପରେ…

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ନିଜ କର୍ମରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ସେମାନେ ନିଜ ମନୋରଞ୍ଜନ ଉପରେ କୌଣସି ଧ୍ୟାନ ଦେଉ ନାହାନ୍ତି ।

ଯଦି ଆପଣ ମାନଙ୍କର ମନ ଖୁସି ରହିବ ତା ହେଲେ ଆପଣ ନିଜର ସମସ୍ତ କାମ ବହୁତ ଖୁସିରେ କରିବେ । ତେଣୁ ବନ୍ଧୁଗଣ ସମସ୍ତ ମଣିଷଙ୍କୁ ହସଖୁସିରେ ନିଜ ଜୀବନ ଅତିବାହିତ କରିବା ଉଚିତ । ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଏପରି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢି ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଗୋଟେ ପୋ-ଲି-ସ ବାଲା ପାର୍କରେ ବସିଥିବା ଏକ କପଲକୁ ଚାହିଁ ରହିଥିଲା…

ପୋ-ଲି-ସ- କଣ ଭାଇ ରାତି ହେବାକୁ ଆସିଲାଣି ପାର୍କରେ ଏତେ ସମୟ ପର୍ଯ୍ୟନ୍ତ କଣ ପାଇଁ ବସିଛ ।

ପୁଅ-ଆମେ ଦୁଇଜଣ ବିବାହିତ ଅଛୁ ।

ପୋ-ଲି-ସ- ତା ହେଲେ ଘରକୁ କାହିଁକି ଯାଉନ, ଘରେ ଯାଇ ବସ କି ସୁଅ ଆମର କିଛି ଅସୁବିଧା ନାହି ।

ପୁଅ- ଘରେ ଗଲେ କିଛି ନାହି ଯେ, ହେଲେ ତାର ସ୍ଵାମୀ କଣ ଆମକୁ ବସେଇ ଦେବ ଆଉ ମୋ ଘରକୁ ଗଲେ ମୋ ସ୍ତ୍ରୀ ମତେ ଘରୁ ବାହାର କରିଦେବ ।

୨. ଶାଳି- ଆଛା ଜିଜୁ ଗୋଟେ କଥା କହିଲ, ଶଶୁର ଘରେ ଜ୍ଵାଇଁ ମାନଙ୍କୁ ଏତେ ସମ୍ମାନ କାହିଁକି କରନ୍ତି ?

ଜିଜୁ- କାରଣ ଶଶୁର ଘର ଲୋକ ଭଲ ଭାବରେ ଜାଣିଛନ୍ତି ଯେ, ଏ ହେଉଛି ଏହି ମହାନ ମଣିଷ ଯିଏ ଆମ ଘରର ଚିନ୍ତାକୁ ନେଇ ସମ୍ଭାଳୁଛି ।

୩. ସ୍ତ୍ରୀ ଚି-ତ୍କା-ର କରି କହିଲା- ଆଜି ସନ୍ଧ୍ୟା ବେଳେ ଶୀଘ୍ର ଘରକୁ ଆସିଯିବ ।

ସ୍ଵାମୀ- କାହିଁକି କିଛି ଖାସ ଅଛି କି ?

ସ୍ତ୍ରୀ- ବାପ ଘରୁ ସମ୍ପର୍କୀୟ ଆସୁଛନ୍ତି ।

ସ୍ଵାମୀ- ତା ହେଲେ ମୋ ମୁଣ୍ଡ କାହିଁକି ଖାଉଛ, ମୁ ବ୍ୟସ୍ତ ରହୁଛି, କିଏ ସବୁ ଆସୁଛନ୍ତି ?

ସ୍ତ୍ରୀ- ମୋର ଦୁଇ ଛୋଟ ଭଉଣୀ ଆସୁଛନ୍ତି ।

ସ୍ଵାମୀ ଖୁସି ହେଇ- ଆରେ ଡାର୍ଲିଙ୍ଗ ତମ ସମ୍ପର୍କୀୟ ମାନେ ମୋ ସମ୍ପର୍କୀୟ ମୁ ଟାଇମରେ ଘରକୁ ଆସିଯିବି ।

୪. ଦୁଇଟି ମହିଳା ପରସ୍ପର ସହ କଥା ବାର୍ତ୍ତା ହେଉଥିଲେ…

ପ୍ରଥମ ମହିଳା- ବହୁତ ଦିନ ପୂର୍ବରୁ ଜଣେ ବାବା ମତେ କହିଥିଲେ, ଭଗବାନ ତମକୁ ଏତେ ଖୁସି ଦେବେ ଯେ ତମେ ସମ୍ଭାଳି ପାରିବ ନାହିଁ ।

ଦ୍ଵିତୀୟ ମହିଳା- ତ କଣ ହେଲା ?

ପ୍ରଥମ ମହିଳା- ଏବେ ଜଣା ପଡିଲା ଯେ, ସେ ମୋତେ ଓଜନ କଥା କହୁଥିଲା ।

୫. ଲେଡି ଟୀଚର ନିଜ ବ୍ଳାଉଜ ରେ

ଗୋଲାପ ଖୋସିଥିଲା…

ସେ ପିଲା ମାନଙ୍କୁ ପଚାରିଲା

ପିଲାମାନେ ଗୋଲାପ କୁ ପୋଷଣ କେଉଁଥିରୁ ମିଳିଥାଏ ?

ପିଲା-ଦୁଧ ରୁ

ମ୍ୟାଡମ- ନା’ ପିଲାମାନେ, ପାଣି ରୁ…

ହାରାମୀ ପିଲା- ମ୍ୟାଡମ ଆମେ କେମିତି ଜାଣିଲୁ, ଗୋଲାପ ନାଡ ତ…

ଭିତରୁ ଆସିଛି…

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *