ଡାହାଣୀ ପାଲଟିଗଲା ନିଜ ଜନ୍ମକଲା ମା’, ନିଜ ପିଲା 2 ଜଣ ଙ୍କ ସହ କରିଲା ଏମିତି କାମ, ଶୁଣିଲେ କହିବେ ଛିଃ…ଛିଃ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ନିଜ ଜନ୍ମ କଲା ଛୁଆ କୁ ହ-ତ୍ୟା କରିଲା ମାଆ । ମିଳିଥିବା ସୂଚନା ଅନୁସାରେ ପାରିବାରିକ କ-ଳ-ହ କାରଣରୁ ନିଜ ଛୁଆ ଙ୍କୁ କୂଅ ଭିତରକୁ ଫି-ଙ୍ଗି ଦେଇଛି ମାଆ ।

କନ୍ଧମାଳ ଜିଲ୍ଲା ରେ ଘ-ଟି-ଛି ଏଭଳି ଅଭାବନୀୟ ଘ-ଟ-ଣା । ସ୍ୱାମୀ ଙ୍କ ସହିତ ଝ-ଗ-ଡ଼ା ପରେ ଉଭୟ ଝିଅ ଓ ପୁଅ ଙ୍କୁ ଏକ କୂଅ ଭିତରକୁ ଠେ-ଲି ଦେଇଛି ମାଆ । ସାଇ ପଡ଼ିଶା ଶିଶୁ ଦୁହିଁଙ୍କୁ ଉ-ଦ୍ଧା-ର କରି ହସ୍ପିଟାଲ ନେଇଥିଲେ । କିନ୍ତୁ ଡାକ୍ତର ଉଭୟ ଙ୍କୁ ହସ୍ପିଟାଲରେ ମୃ-ତ ବୋଲି ଘୋଷଣା କରିଛନ୍ତି । ଅତ୍ୟନ୍ତ ସୁନ୍ଦର ଡଉଲ ଡାଉଲ ଛୁଆ ଦୁଇଟି ଙ୍କୁ ଦେଖି ସ୍ଥାନୀୟ ପରିବେଶ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ଏହା ଶୁଣିବାକୁ ମିଳିଛି ଯେ, ନିଜ ଛୁଆ ଦୁଇ ଜଣ ଙ୍କୁ କୂଅ ରେ ଫି-ଙ୍ଗି-ବା ପରେ ମାଆ ନିଜେ ମଧ୍ୟ ଆ-ତ୍ମ-ହ-ତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭୟ ରେ ନିଜେ ଆ-ତ୍ମ-ହ-ତ୍ୟା କରିପାରି ନଥିଲା । ତେବେ ନିଜ ଜନ୍ମ କଲା ଛୁଆ ଙ୍କୁ କୂଅ ରେ ମାଆ ଫି-ଙ୍ଗି ଦେବା ପରେ ଏହି ବିଷୟ ଚର୍ଚ୍ଚା ରେ ଆସିଛି ।

ସୂଚନା ଅନୁସାରେ, ଗତ କାଲି ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କ-ଳ-ହ ସୃଷ୍ଟି ହୋଇଥିଲା । ଯାହାର ପରିଣାମ ଏଭଳି କରୁଣ ଦୃଶ୍ୟ ହେବ ବୋଲି କେହି ବି ଭାବି ନଥିଲେ । ଝଗଡ଼ା ପରେ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ଘରୁ ନି-ଖୋ-ଜ ହୋଇ ଯାଇଥିଲେ ।

ପରେ ଆଜି ସକାଳେ ଆସି ନିଜର ଦୁଇ ସନ୍ତାନ କୁ କୂଅ ରେ ଠେ-ଲି ଦେଇ ଥିବାର ଜଣା ପଡ଼ିଛି ଏବଂ ସେହି କୂଅ ନିକଟରେ ହିଁ ମାଆ କୁ କାନ୍ଦୁ ଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ଏହା ପରେ ସ୍ଥାନୀୟ ଲୋକ ଅ-ଗ୍ନି-ଶ-ମ ବିଭାଗ କୁ ଫୋନ କରି ଡକାଇ ଥିଲେ ଏବଂ ସେମାନେ ଦୁଇ ଛୁଆ ଙ୍କୁ ଉ-ଦ୍ଧା-ର କରିଥିଲେ ।

ପରେ ଉଭୟ ପୁଅ ଓ ଝିଅ କୁ ହସ୍ପିଟାଲ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟ ଙ୍କୁ ମୃ-ତ ବୋଲି ଘୋଷଣା କରିଛନ୍ତି । ତ ଅହେଲେ ଏଭଳି ମା କୁ ଆପଣ ମାନେ କଣ କହିବେ ? ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *