ନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ନିଜ କାମ ପାଇଁ ସବୁବେଳେ ବ୍ୟସ୍ତରେ ରହୁଛନ୍ତି । ନିଜ କାମ ପାଇଁ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କ ମୁହଁରୁ ଖୁସି ଚାଲିଯାଉଛି ।
ଲୋକମାନେ ନିଜର ବ୍ୟସ୍ତବହୁଳ ଜୀବନରେ ନିଜର ମନୋରଞ୍ଜନ ବିଷୟରେ ଭୁଲିଯାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତବହୁଳ ଜୀବନରେ କିଛି ଖୁସି ନେଇ ଆଜିଆମେ ଆପଣ ମାନଙ୍କ ପାଇଁ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ମଜାଦାର ଜୋକ୍ସ ଗୁଡିକ ବିଷୟରେ ।
୧. ପପୁ ନିଜ ମାକୁ କହିଲା…
ପପୁ- ମା ତମେ ସବୁବେଳେ ଶାଢୀରେ କାହିଁକି ଟଙ୍କା ଲୁଚାଇ ରଖନ୍ତି ?
ମା- କାରଣ ତୋ ବାପାଙ୍କୁ ଯେମିତି ଜଣା ନପଡିବ ।
ପପୁ- ଓହୋ ସେଥିପାଇଁ ବାପା ଟେନସନ ଥିଲେ ।
ମା- କଣ ହେଲା ?
ପପୁ- ତମେ ଟଙ୍କାକୁ ଶାଢୀ ଭିତରେ ଲୁଚାଇ ରଖୁଛ ସେଥିପାଇଁ କାଲି ବାପା ଚାକରାଣୀରେ ଶାଢୀ ଖୋଲି ଖୋଜୁଥିଲେ ।
୨. ସ୍ତ୍ରୀ ସ୍ଵାମୀକୁ କହିଲା…
ସ୍ତ୍ରୀ- ଖିଡିକିରେ ନୂଆ ପରଦା ଲଗେଇ ଦିଅ,
ଆସିଥିବା ନୂଆଁ ପଡୋଶୀ ତମକୁ ବାରମ୍ବାର ଦେଖିବା ପାଇଁ ଚେଷ୍ଟା କରୁଛି !
ସ୍ଵାମୀ- ଆରେ ତମେ ଟେନସନ ନିଅ ନାହିଁ ତାକୁ ଗୋଟେ ଥର ଭଲ ସେ ଦେଖିବାକୁ ଦିଅ
ତା ପରେ ସେ ନିଜେ ହିଁ ତା ଖିଡିକିରେ ପରଦା ଲଗେଇଦେବ !!
୩. ମୋଦୀ ଗର୍ଭବତୀ ମହିଳା ମାନଙ୍କୁ ୬୦୦୦ ଟଙ୍କା ଦେବାର ଗଣପ୍ରଚାର କରିଲେ… ସେହି ସମୟରେ ଗୋଟେ ଗାଁରେ
ଶାଳି- ଭୀଣେଇ ଭାଇ ଆମେ ତମ ଜୋତାକୁ ଲୁଚାଇ ଦେଇଛୁ ।
ଭିଣେଇ- ଆରେ ତା ହେଲେ ଏବେ ଜୋତା ତ ଫେରେଇ ଦିଅ ।
ଶାଳି- ନାହିଁ, ମତେ ଦୁଇ ହଜାର ଟଙ୍କା ଦିଅ ତାପରେ ଦେବି ।
ଭିଣେଇର ସାଙ୍ଗ- ଆରେ ୨ ହଜାର ନେଇ କଣ କରିବ, ଯଦି କହିବ ତା ହେଲେ ସରକାର ଦେଉଥିବା ୬ ହଜାର ଟଙ୍କା ତମର ହେଇପାରିବ
୪. ଗୋଟେ ଲୋକ ବର୍ଷାରେ ଓଦା ହେଇ ରାସ୍ତାରେ ଧୀରେ ଧୀରେ ଯାଉଥିଲା
ସେହି ସମୟରେ ଗୋଟେ ଝିଅ ଛତା ନେଇ ଆସୁଥିଲା…
ଝିଅ କହିଲା- ଆପଣ ଚାହିଁଲେ ମୋ ଛତା ତଳକୁ ଆସିପାରିବେ !
ଲୋକ- ନାହିଁ ଭଉଣୀ ମୁ ଠିକ ଅଛି… କହି ଆଗକୁ ବଢିଗଲା !
ଆପଣ ଚିନ୍ତା କରୁଥିବେ କେତେ ଭଦ୍ର ବ୍ୟକ୍ତି ଜଣକ ଥିଲା ହେଲେ ଅସଲରେ ସେହି ଲୋକର ସ୍ତ୍ରୀ ପଛେ ପଛେ ଆସୁଥିଲା !!
୫. ଭିକାରି- ବୁଝିଲ ବାବୁ ମତେ ମାମୁଲି ଭିକାରି ବୋଲି ଭାବ ନାହିଁ, ମୁ ଟଙ୍କା ରୋଜଗାର କରିବାର ୧୦୦ଟି ଉପାୟ ବିଷୟରେ ଏକ ବହି ଲେଖିଛି…
ସାନ୍ତା- ତା ହେଲେ ତମେ କାହିଁକି ଭିକ ମାଗୁଛ ?
ଭିକାରି- କାରଣ ସେହି ବହିରେ ଦିଆଯାଇଥିବା ସବୁଠାରୁ ସହଜ ଉପାୟ ଭିକ ମାଗିବା !!!
୬. ଝିଅର ବିଦାୟ ସମୟରେ ଝିଅ ବାପା ବରକୁ କହିଲା…
ଝିଅ ବାପା- ପୁଅ, ତମର ୱାଟସପ୍ ମେସେଜ ମିଳିଥିଲା… ତୁମର ଡିମାଣ୍ଡକୁ ଦେଖି ମୁ ବହୁତ ଆଶ୍ଚର୍ଯ୍ୟ ହେଲି
ହେଲେ ମୁ ତୁମର ସବୁ ଡିମାଣ୍ଡକୁ ପୂରଣ କରିଛି ।
ନିଅ ତମ ଡିମାଣ୍ଡର ଜିନିଷ “four underwear in red colour” ତୁମ ପସନ୍ଦର ନାଲି ରଙ୍ଗର ଚଡି !
ବର ମନେ ମନେ ଭାବିଲା- ଶଳା ମୁ କଣ କହିଥିଲି ଆଉ ମତେ କଣ ମିଳିଲା, ମୁ କହିଥିଲି, ”ford endeavour in red colour” ର ଡିମାଣ୍ଡ କରିଥିଲି ।
୭. ଚାକରାଣୀ କହିଲା- ମେମ ସାହାବ
ମୁଁ ଗର୍ଭବତୀ ଅଛି,
ମତେ ଲାମ୍ବା ଛୁଟି ଦରକାର
ମାଲିକାଣୀ- ଆରେ ! ବାଃ ବହୁତ ବଢିଆ
ଯାଆ…ଆଉ ନିଜ ଧ୍ୟାନ ରଖ
ଚାକରାଣୀ- ଧ୍ୟାନ ତ ତୁମେ ନିଜର ରଖ, ମେମ ସାହବ
ଆଜିକାଲି ସାହବ ଙ୍କ ନସବନ୍ଦି ଅପରେଶନ ଫେଲ ଯାଇଛି
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ