କାର ଦୁର୍ଘଟଣା ଓ ପ୍ଳେନ କ୍ରାସ ହେବା କାରଣରୁ ନିଜ ଜୀବନ ହରେଇ ସାରିଛନ୍ତି Bollywood ର ଏହି ସବୁ ଷ୍ଟାର, ନମ୍ବର ୩ ତ ନିଜ ଜନ୍ମ ଦିନରେ ହିଁ ହାରିଲେ ଜୀବନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରି ଓ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ ।

ବନ୍ଧୁଗଣ ଏହି କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ସଫଳତା ପାଇଥାନ୍ତି । ଏହି ଦୁନିଆର ସବୁଠାରୁ ବଡ ସତ୍ୟ ଏହା ହେଉଛି ଯେ, ଯିଏ ଜନ୍ମ ନେଇଛି ସେ ନିଶ୍ଚୟ ଏହି ଦୁନିଆ ଛାଡି ଚାଲିଯିବ । ହେଲେ ବନ୍ଧୁଗଣ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରି ଓ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ କୌଣସି ନା କୌଣସି ଦୁ-ର୍ଘ-ଟ-ଣାରେ ନିଜ ପ୍ରାଣ ହରାଇଛନ୍ତି ।

ବନ୍ଧୁଗଣ ଏହି କଳାକାର ମାନେ ସଂପୂର୍ଣ୍ଣ ରୂପରେ ନିଜର ଜୀବନକୁ ଅତିବାହିତ କରିପାରିଲେ ନାହିଁ । ଆଜିଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ସୌନ୍ଦର୍ଜ୍ୟ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ସୌନ୍ଦର୍ଜ୍ୟ । ସୌନ୍ଦର୍ଜ୍ୟ ବଲିଉଡ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଅମିତାବ ବଚନଙ୍କ ସହ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରିଥିଲେ । ହେଲେ ବନ୍ଧୁଗଣ ମାତ୍ର ୨୮ ବର୍ଷ ବୟସରେ ସେ ଏହି ଦୁନିଆକୁ ଛାଡି ଚାଲିଯାଇଥିଲେ । ୨୦୦୪ ମସିହାରେ ବେଙ୍ଗେଲୁରୁ ଯାଉଥିବା ପ୍ଳେ-ନ କ୍ରା-ଶ ହୋଇଯାଇଥିଲା ଯେଉଁଠି ସୌନ୍ଦର୍ଜ୍ୟଙ୍କ ସହ ଅନେକ ଯାତ୍ରୀ ମାନେ ନିଜର ପ୍ରାଣ ହରାଇଥିଲେ ।

ଦିବ୍ୟା ଭାରତୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ଦିବ୍ୟା ଭାରତୀ । ସେ ବଲିଉଡ ଇଣ୍ଡଷ୍ଟ୍ରିକୁ କେତେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ହେଲେ ୧୯୯୩ ମସିହାରେ ସେ ବାଲ୍କୁନୀରୁ ତଳେ ପଡିବା କାରଣରୁ ନିଜର ପ୍ରାଣ ହରାଇଥିଲେ । ସେହି ସମୟରେ ତାଙ୍କର ବୟସ ମାତ୍ର ୧୯ ବର୍ଷ ଥିଲା । ଏହାକୁ ଏକ ଦୁ-ର୍ଘ-ଟ-ଣା କହି ପୋ-ଲି-ସ ଏହି କେ-ସ-କୁ କ୍ଳୋଜ କରିଦେଇଥିଲା ।

ତରୁଣୀ ସଚଦେବ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ତରୁଣୀ ସଚଦେବ । ତରୁଣୀ ‘ପା’ ଫିଲ୍ମରେ ଅମିତାବ ବଚନଙ୍କ ସାଙ୍ଗର ଭୂମିକା ପଦର୍ଶନ କରିଥିଲେ । ହେଲେ ବନ୍ଧୁଗଣ ଦୁଃଖଦର କଥା ଏହା ହେଉଛି ଯେ, ତରୁଣୀଙ୍କ ଦେ-ହା-ନ୍ତ ତାଙ୍କର ୧୪ ତମ ଜନ୍ମ ଦିନରେ ହୋଇଥିଲା । ୧୪ ମେ ୨୦୧୨ ମସିହାରେ ଏକ ପ୍ଳେନ କ୍ରା-ସ ହେବା କାରଣରୁ ତାଙ୍କର ଦେ-ହା-ନ୍ତ ହୋଇଯାଇଥିଲା । ତାଙ୍କ ସହିତ କେତେକ ଯାତ୍ରୀ ମାନେ ମଧ୍ୟ ପ୍ରାଣ ତ୍ୟାଗ କରିଥିଲେ ।

ସୋନିକା ଚୌହାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ମଡେଲ ଓ ଟିଭି ହୋଷ୍ଟ ମୋନିକା ଚୌହାନ । ମୋନିକା ମଡେଲିଙ୍ଗ କରିବା ସହ ଅଭିନୟ ମଧ୍ୟ କରିଥିଲେ । ମୋନିକାଙ୍କ ଦେ-ହା-ନ୍ତ ଏକ ଗାଡି ଦୁ-ର୍ଘ-ଟ-ଣା ପାଇଁ ହୋଇଥିଲା । ୨୦୧୭ ମସିହାରେ ଏକ ଗାଡି ଦୁ-ର୍ଘ-ଟ-ଣା ହେତୁ ମୋନିକାଙ୍କର ଦେ-ହା-ନ୍ତ ହୋଇଥିଲା ସେହି ସମୟରେ ସେ କେବଳ ୨୮ ବର୍ଷ ବୟସର ଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *