ଓଡିଆ ଜୋକ୍ସ: ଚଉଠି ରାତିରେ, ସ୍ଵାମୀ- ତମେ ଅଣ୍ଡରୱିୟର କାହିଁକି ପିନ୍ଧିନ ? ସ୍ତ୍ରୀ- କାରଣ ମୁ ମମି ଙ୍କୁ ପ୍ରମିଜ କରିଥିଲି ଯେ…

ଆଜିକାଲିର ଦୁନିଆରେ ସମସ୍ତେ ନିଜ କର୍ମ ପାଇଁ ବ୍ୟସ୍ତରେ ରହୁଛନ୍ତି । ଯାହାଫଳରେ ସେମାନେ ନିଜ ଖୁସି ଉପରେ ଧ୍ୟାନ ଦେଇପାରୁ ନାହାନ୍ତି । ବନ୍ଧୁଗଣ ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣମାନେ ନିଶ୍ଚୟ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

୧. ଜଣେ ଲୋକ ଜଙ୍ଗଲରେ ଯାଉଥିଲା, ସେହି ସମୟରେ ସେ ଏକ ସିଂହକୁ ଦେଖିଦେଲା

ସିଂହକୁ ଦେଖିବା ପରେ ଅତି ଚତୁରତାର ସହ ଲୋକଟି ଘାସ ମଧ୍ୟରେ ଚୁପ ଚାପ ସୋଇ ପଡିଲା

ସେହି ସମୟରେ ସିଂହଟି ତାକୁ ଦେଖିଦେଲା

ଦେଖିବା ପରେ ସିଂହ ତାର ପାଖକୁ ଆସି କହିଲା- କରୋନା ଚାଲିଛି ବୋଲି ତୁ ମୋ ସାମ୍ନାରେ ସିନା ଚତୁରତା ଦେଖଉଛୁ,

ଯଦି କରୋନା ନଥାନ୍ତା ତାହାଲେ ତୁ ମୋର ପେଟରେ ଥାନ୍ତୁ ।

୨. ୧୨୫ ବର୍ଷର ଜଣେ ବୃଦ୍ଧ ମଣିଷ ମୃତ୍ୟୁ ହେବା ପରେ ସ୍ଵର୍ଗରେ ପହଞ୍ଚିଲେ

ସ୍ଵର୍ଗରେ ପହଞ୍ଚି ବୃଦ୍ଧ ଜଣକ ଅପସରା ମାନଙ୍କୁ ଦେଖି ବହୁତ କାନ୍ଦିଲେ

କାନ୍ଦି କାନ୍ଦି ବୃଦ୍ଧ ଜଣକ କହିଲେ- ଶଳା ଯଦି ରାମଦେବ ବାବା କଥାରେ ମୁ ପଡି ନଥାନ୍ତି ତା ହେଲେ, କେବେ ଠାରୁ ଏହି ସୁଖ ପାଇ ସାରିଥାନ୍ତି

୩. ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେଇଗଲା

ଏହାପରେ ବହୁତ ଦିନ ପର୍ଯ୍ୟନ୍ତ ସେମାନେ ପରସ୍ପର ସହ କଥା ବାରତା ହେଲେ ନାହିଁ

ଏହା ଦେଖି ସ୍ତ୍ରୀ ସ୍ଵାମୀ ପାଖକୁ ଆସି କହିଲା…

ସ୍ତ୍ରୀ- ଏହିପରି ଝଗଡା କରିବାକୁ ଭଲ ଲାଗୁ ନାହିଁ

ଚାଲ ଗୋଟେ କାମ କରିବା, ଆମେ ପରସ୍ପର ମଧ୍ୟରେ ଆପସ ବୁଝାବଣା କରିନେବା

ସ୍ଵାମୀ- ଠିକ ଅଛି ତା ହେଲେ କୁହ କଣ କରିବା ?

ସ୍ତ୍ରୀ- ତମେ ମତେ କ୍ଷମା ମାଗିଦିଅ ଆଉ ମୁ ତୁମକୁ କ୍ଷମା କରିଦେବି ।

୪. ଗୋଟେ ଉଡାଜାହାଜ ପବନର ଚପେଟର ଆସିଗଲା

ପାଇଲଟ- ଯାତ୍ରୀମାନେ କାହାକୁ ବଞ୍ଚିବାର ପାର୍ଥନା ଆସୁଛି ଯଦି ବୋଲ ?

ଏହା ଶୁଣି ଜଣେ ବୃଦ୍ଧ ଲୋକ କହିଲେ ଆଜ୍ଞା ମତେ ଜଣା ଅଛି ।

ପାଇଲଟ- ଠିକ ଅଛି ବାବା ତମେ ବଞ୍ଚିବାର ପ୍ରାର୍ଥନା ଭଗବାନଙ୍କୁ କର, କାରଣ ଗୋଟେ ପାରାଚ୍ୟୁଟ କମ ଅଛି

ସେହି ସମୟରେ ବାବା ବେହୋସ

୫. ଡାକ୍ତର- ଆପଣଙ୍କ ଗୋଡ ଖରାପ ହୋଇଯାଇଛି

ଝିଅ- କଣ ମୋ ଗୋଡ ଠିକ ହୋଇ ପାରିବ ନାହିଁ ?

ଡାକ୍ତର- ହବନି ଝିଅ, ତୁମ ଗୋଡକୁ କାଟିବାକୁ ହେବ

ଝିଅ- ହେ ପ୍ରଭୁ, ଏବେ ମୁ କଣ କରିବି ?

ଡାକ୍ତର- ଧୈର୍ଯ୍ୟ ରଖା ଝିଅ ଭଗବାନ ସବୁ ଠିକ କରିଦେବେ

ଝିଅ- ଆରେ ମୋତେ ମୋର ଗୋଡର ଚିନ୍ତା ନାହିଁ,

ମୁ କାଲି ଏକ ନୂଆ ସ୍ୟାଣ୍ଡେଲ କିଣି ଥିଲି ଓ ସେହି ଦୋକାନରେ ଲେଖା ହୋଇଥିଲା ବିକ୍ରି ହେବା ମାଲ ଫେରସ୍ତ ହେବ ନାହିଁ

ମୁ କଣ କରିବି ସେ ସ୍ୟାଣ୍ଡେଲ ର !!

୬. ଚଉଠି ରାତିରେ

ସ୍ଵାମୀ- ତମେ ଅଣ୍ଡରୱିୟର କାହିଁକି ପିନ୍ଧିନ ?

ସ୍ତ୍ରୀ- କାରଣ ମୁ ମମି ଙ୍କୁ ପ୍ରମିଜ କରିଥିଲି ଯେ, ମୁ କାହା ସାମ୍ନାରେ ମୋର ଅଣ୍ଡରୱିୟର ବାହାର କରିବି ନାହିଁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *