ଓଡିଆ ଜୋକ୍ସ: ସ୍ତ୍ରୀ- ମୋ ସାଙ୍ଗ କହୁଥିଲା କି ମତେ ବି ତୋ ପୁଅ ଭଳିଆ ପୁଅ ଟେ ଦରକାର…ସ୍ବାମୀ – ତ କଣ ହେଲା, ରାତିରେ ତାକୁ ଡାକି ଦେ…

ବନ୍ଧୁଗଣ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । ଆପଣମାନେ ସବୁବେଳେ ନିଜ କାମରେ ବ୍ୟସ୍ତ ରହୁଛନ୍ତି । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ବହୁତ ହସିବେ । ଏହି ଜୋକ୍ସ ବିଷୟରେ ଆପଣ ନିଜ ସାଙ୍ଗ ଓ ପରିବାର ଲୋକଙ୍କୁ ମଧ୍ୟ କହିପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

୧. ଝିଅ ନିଜ ବୟଫ୍ରେଣ୍ଡକୁ ଡରି ଡରି କହିଲା

ଝିଅ- ଜାନୁ ମୁ ତୁମକୁ ଗୋଟେ କଥା ଲୁଚେଇଛି, ଗତ ମାସରେ ମୋର ନିର୍ବନ୍ଧ ହୋଇଯାଇଛି । ମତେ କ୍ଷମା କରିଦବ ।

ପୁଅ- ଆରେ ପାଗେଳି ଏତିକି କଥା ପାଇଁ ଏତେ ଟେନସନ । ତୁ ଆଜି ମୋ ଘରକୁ ଆସେ ମୁ ମୋ ସ୍ତ୍ରୀ ଓ ପିଲା ଛୁଆଙ୍କ ସହ ତତେ ଦେଖା କରେଇବି ।

୨. ଜଣେ ବୁଢା ମଣିଷ ଫିଲ୍ମ ହଲରେ ଅଳ୍ପ ଅଳ୍ପ କରି କୋଲ୍ଡଡ୍ରିଙ୍କ ପିଉଥିଲା

ବୁଢା ମଣିଷ ଜଣକ କେତେବେଳେ ୧୫ ମିନିଟ ତ କେତେବେଳେ ୨୦ ମିନିଟ ପରେ କୋଲ୍ଡଡ୍ରିଙ୍କ ପିଉଥିଲା ।

ବୁଢା ମଣିଷ ପାଖରେ ଅନ୍ୟ ଏକ ଲୋକ ବସିଥିଲା, ବୁଢା ଲୋକର ଏହି ହରକତକୁ ଦେଖି ସେହି ଲୋକଟି ଚିଡି ଯାଇଥିଲା ।

ଏହା ପରେ ଲୋକଟି ବୁଢା ମଣିଷ ହାତରୁ କୋଲ୍ଡଡ୍ରିଙ୍କ ଛଡାଇ ଆଣି ଗୋଟେ ଥରକରେ ସବୁ ପିଇ ଦେଲା ଓ କହିଲା

ଦେଖ ମଉସା ଏମିତି ପିଅନ୍ତି କୋଲ୍ଡଡ୍ରିଙ୍କକୁ ଆଉ ତମେ ଟିକେ ଟିକେ କରି କଣ ପିଉଛ ।

ବୃଦ୍ଧ ମଣିଷ ଲୋକଟିକୁ ଉତ୍ତର ଦେଇ କହିଲା- ପୁଅ ମୁ କୋଲ୍ଡଡ୍ରିଙ୍କ ପିଉ ନଥିଲି, ମୁ ପାନ ଛେପ ବୋତଲରେ ପକାଉଥିଲି ।

 

୩. ଗାର୍ଲଫ୍ରେଣ୍ଡ- ମୋ ମା ତମକୁ ବହୁତ ପସନ୍ଦ କରୁଛନ୍ତି ।

ବୟଫ୍ରେଣ୍ଡ- ଆରେ ପାଗେଳି… କିଛି ବି ହେଇଯାଉ ମୁଁ ତମକୁ ହିଁ ବାହା ହେବି, ତମ ମା’ଙ୍କୁ କହିଦେବ ସେ ମୋତେ ଭୁଲିଯାନ୍ତୁ ।

୪. ଗୋଟେ ଗାଁରେ ସବୁ ଲୋକ ବିଜୁଳି ଆସିବା ଖୁସିରେ ନାଚୁ ଥିଲେ

ସେହି ସମୟରେ କୁକୁର ମାନେ ମଧ୍ୟ ଲୋକମାନଙ୍କ ସହ ନାଚିଲେ…

ଗୋଟେ ଲୋକ କୁକୁର ମାନଙ୍କ ଏହି ହରକତକୁ ଦେଖି କୁକୁରକୁ ପଚାରିଲା

ଆରେ ଆମେ ମାନେ ତ ବିଜୁଳି ଆସିବା ଖୁସିରେ ନାଚୁଛୁ, ହେଲେ ତମେ ମାନେ କାହିଁକି ନାଚୁଛ ।

କୁକୁର ଏହାର ଉତ୍ତର ଦେଇ କହିଲା- ଗାଁରେ ବିଜୁଳି ଆସିବ ତା ହେଲେ ଗାଁ ରେ ଖୁଣ୍ଟ ବି ଲାଗିବ

୫. ସ୍ତ୍ରୀ – ମୋ ସାଙ୍ଗ କହୁଥିଲା କି

ମତେ ବି ତୋ ପୁଅ ଭଳିଆ ପୁଅ ଟେ ଦରକାର…

ସ୍ଵାମୀ – ତ କଣ ହେଲା, ରାତିରେ ତାକୁ ଡାକି ଦେ

ରୁମ ଏକଦମ ଶାନ୍ତ ହେଇଗଲା

ସ୍ତ୍ରୀ – କିନ୍ତୁ ମୁଁ ତ ତାକୁ ଶର୍ମା ଜି ଙ୍କ

ପାଖକୁ ପଠେଇ ଦେଇଛି !!!

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *