ଓଡିଆ ଜୋକ୍ସ : ଝିଅଟି ର ଟି ଶର୍ଟ ରେ ଲେଖା ହୋଇଥିଲା, Amul- The Taste of India, ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା…

ବନ୍ଧୁଗଣ ଜୀବନରେ ମନୋରଞ୍ଜନର ବହୁତ ଆବଶ୍ୟକତା ରହିଛି । ମଣିଷ ନିଜ କାମ ସାରି ଆସିବା ପରେ କିଛି ମନୋରଞ୍ଜନ କରିବା ପାଇଁ ଇଛା କରିଥାଏ । ହେଲେ ଆଜିକାଲିର ବ୍ୟସ୍ତ ବାହୁଲତା ଜୀବନରେ ମଣିଷ ନିଜର ମନୋରଞ୍ଜନ କରିପାରେ ନାହିଁ । ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ ।ଏହାକୁ ପଢିବା ଦ୍ଵାରା ଆପଣଙ୍କ ମନୋରଞ୍ଜନ ହୋଇଯିବ । ତେବେ ବନ୍ଧୁଗଣ ଆଉଆ ଅପେକ୍ଷା ନକରି ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

୧. ଦିନେ ଗୋଟିଏ ଝିଅର ବିବାହ ପରେ ତାର ସାଙ୍ଗ ତାକୁ ଦେଖା କରିବାକୁ ଆସିଥିଲା

ଦୁଇ ସାଙ୍ଗ ପରସ୍ପର ମଧ୍ୟରେ କଥା ବାର୍ତ୍ତା ହେଉଥିଲେ, ଝିଅଟି ତାର ସାଙ୍ଗକୁ କହିଲା…

ଝିଅ- ମୋତେ ମୋର ସ୍ଵାମୀ ଉପରେ ସନ୍ଦେହ ଆସୁଛି ଯେ ସେ ସବୁଦିନ କେଉଁ ଝିଅକୁ ଦେଖା କରିବାକୁ ଯାଉଛନ୍ତି ।

ସାଙ୍ଗ- ତା ହେଲେ ତୁ କଣ କରିବୁ ?

ଝିଅ- କାଲି ଠାରୁ ମୁ ମୋର ଦୁଇଜଣ ବୟଫ୍ରେଣ୍ଡଙ୍କୁ ତାଙ୍କ ପଛରେ ଲଗେଇଦେବି ।

 

୨. ପପୁ ନିଜ ବିଲେଇ ଉପରେ ରାଗି ତାକୁ ରାସ୍ତାରେ ଛାଡି ଆସିଲା ହେଲେ ଯେତେବେଳେ ପପୁ ନିଜ ଘରେ ପହଞ୍ଚିଲା ସେତେବେଳେ ବିଲେଇ ଘରକୁ ଆସିଯାଇଥିଲା

ପପୁ ପୁଣି ଥରେ ବିଲେଇକୁ ନେଇ ଏକ ଦୂର ସ୍ଥାନରେ ଛାଡି ଆସିଲା ହେଲେ ପୁଣି ବିଲେଇ ଘରକୁ ଆସିଗଲା

ଶେଷରେ ତୃତୀୟ ଥର ପପୁ ବିଲେଇକୁ ନେଇ ଏକ ଜଙ୍ଗଲରେ ଛାଡି ନିଜ ମା’କୁ ଫୋନ କରିଲା…

ପପୁ- ବିଲେଇ ଘରେ ପହଞ୍ଚିଲା କି ?

ମା- ହଁ ସେ ଆସିଯାଇଛି ତୁ ଶୀଘ୍ର ଆସେ

ପପୁ- ତାକୁ ଶୀଘ୍ର ମୋ ପାଖକୁ ପଠା ମୁ ରାସ୍ତା ଭୁଲିଯାଇଛି

୩. ଜଣେ କଲେକ୍ଟର,ଜଣେ ଏସପି, ଜଣେ ମନ୍ତ୍ରୀ ଓ ଜଣେ ଶିକ୍ଷାକର୍ମୀ ମିଶି କଥା ହେଉଥିଲେ

କଲେକ୍ଟର- ଆମେ ହେଉଛୁ ଏରିଆର ମାଲିକ ଆମେ ଯାହା ଚାହିଁବୁ ତାହା ହେବ ।

ଏସପି- ଆମେ ଯାହାକୁ ଚାହିଁବୁ ତାକୁ ଜେଲରେ ପୁରେଇବୁ ।

ମନ୍ତ୍ରୀ- ଆମେ ଯାହା ଚାହିଁବୁ ତାହା କରିବୁ, ଆମକୁ କେହି କିଛି କହିପାରିବେ ନାହିଁ ।

ଶିକ୍ଷାକର୍ମୀ- ଆମେ ସବୁଦିନ ପିଲା ମାନଙ୍କୁ କୁକୁଡା କରି ପିଟି ଥାଉ ।

ଆଗକୁ ତାଙ୍କ ଇଛା ସେମାନେ କଲେକ୍ଟର ହୁଅନ୍ତୁ, ଏସପି ହୁଅନ୍ତି କିମ୍ବା ନେତା ହୁଅନ୍ତୁ ଆମର କଣ ଅଛି ଆମେ ବର୍ତ୍ତମାନ ଠାରୁ ତାଙ୍କ କଥା ବୁଝି ଦେଉଛୁ

 

 

୪. ପପୁ ନିଜ ମାକୁ ପଚାରିଲା…

ପପୁ- ମା ତମେ ବ୍ଳାଉଜରେ କାହିଁକି ଟଙ୍କା ଲୁଚେଇ ରଖ ?

ମା- କାରଣ ଯେମିତି ତୋ ବାପାଙ୍କୁ ଜଣା ନ ପଡିବ ।

ପପୁ- ତା ହେଲେ ସେଥିପାଇଁ ବାପା ଚାକରାଣୀର ବ୍ଳାଉଜରେ ସବୁଦିନ କିଛି ନା କିଛି ଖୋଜୁଛନ୍ତି ।

୫. ଗୋଲୁ- ଯେଉଁ ଲୋକମାନେ ଅଫିସ ରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରନ୍ତି ସେମାନେ କଣ ଅଧିକ କଷ୍ଟ କରନ୍ତି ?

ପପୁ- ନା ସେମାନେ ନିଜ ସ୍ତ୍ରୀ ପାଇଁ ନ ହେଲେ ଅନ୍ୟ କୌଣସି ମହିଳା ପାଇଁ ଅଧିକ ସମୟ ଅଫିସରେ କାମ କରନ୍ତି ।

୬. ଝିଅଟି ର ଟି ଶର୍ଟ ରେ ଲେଖା ହୋଇଥିଲା

Amul- The Taste of India

ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା

ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା

କୁରକୁରେ – ତେଢା ହେ ପର ମେରା ହେ !!!

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *