ଓଡିଆ ଜୋକ୍ସ: 1980ର ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ ଚିଲ୍ଲେଇବୁ ନାହିଁ….ସିଏ ଯାହା କରିବାକୁ ଚାହିଁବ ତା’କୁ କରିବାକୁ ଦେବୁ କିନ୍ତୁ 2020 ର ଚଉଠି ରାତି ପୂର୍ବରୁ

ନମସ୍କାର ବନ୍ଧୁଗଣ ମଣିଷ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । କିଛି ଖୁସି ପାଇଁ ମଣିଷ ନିଜ ଜୀବନରେ ବହୁତ କଷ୍ଟ କରୁଛି । ହେଲେ ଏହି କଷ୍ଟ କରିବା ଦ୍ଵାରା ମଣିଷ କେବଳ ଚିନ୍ତାରେ ରହୁଛି । ଆପଣଙ୍କର ଚିନ୍ତାପୂର୍ଣ୍ଣ ଜୀବନରେ ଆପଣଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ମଜାଦାର ଜୋକ୍ସ ବିଷୟରେ ।

ସାନ୍ତା ଡାକ୍ତର ପାଖକୁ ଗଲା…
ସାନ୍ତା- ଡକ୍ଟର ଚଷମା ଲାଗିବା ପରେ ମୁଁ ପଢି ତ ପାରିବି ନା…?
ଡକ୍ଟର- ହଁ, ବିଲକୁଲ ପଢି ପାରିବ
ସାନ୍ତା- ତେବେ ଠିକ ଅଛି ଡକ୍ଟର, ନହେଲେ ଅପାଠୁଆ ମଣିଷର ଜୀବନ କି ଜୀବନ ଅଟେ …!!

ଥରେ ସ୍ଵାମୀ ସ୍ତ୍ରୀ ବୁଲିବାକୁ ଯାଉଥିଲେ …
ରାସ୍ତାରେ ଗୋଟିଏ ଗଧ ଦେଖା ହେଲା, ସ୍ତ୍ରୀ ଥଟ୍ଟା କରି କହିଲା
ସ୍ତ୍ରୀ- ତୁମ ସମ୍ପର୍କୀୟ, ନମସ୍କାର କର
ସ୍ଵାମୀ ବି ବହୁତ କମିନା ଥିଲା
କହିଲା, ‘ଶଶୁର ଜି ନମସ୍ତେ’

ସ୍ତ୍ରୀ ନିଜ ମଦୁଆ ସ୍ଵାମିକୁ ସୁଧାରିବା ପାଇଁ ରାତିରେ
କଳା କପଡା ପିନ୍ଧି ଠିଆ ହେଇଗଲା….
ସ୍ଵାମୀ- କିଏ ତୁମେ ?
ସ୍ତ୍ରୀ- ଚୁଡେଲ….!
ସ୍ଵାମୀ- ଚାଲ ହାତ ମିଳା…ମୁଁ ତୋ ଭଉଣୀର ସ୍ଵାମୀ

ଗୋଟିଏ କଞ୍ଜୁସ ସ୍ଵାମୀ ନିଜ ସ୍ତ୍ରୀ ସହିତ ଗୋଟିଏ ଜାଗାକୁ ବୁଲିବାକୁ ଗଲା
ସ୍ତ୍ରୀ- ଶୁଣ ନା, ମତେ ବହୁତ ଶୋଷ ଲାଗୁଛି
ପାଣି ର ବୋତଲ ଗୋଟିଏ କିଣି ଦିଅ ନା…
ସ୍ଵାମୀ- ଦହି କଚୋରି ଖାଇବୁ କି ?
ସ୍ତ୍ରୀ- ଏ ଜି ଏମିତି କୁହନି, ମୋ ପାଟିରେ ତ ପାଣି ଆସିଗଲା
ସ୍ଵାମୀ- ବାସ, ତୁ ସେଇଆକୁ ପିଇ ଦେ…ବୋତଲ ରେ କଣ ବୁଡି କି ମରିବୁ….!!

ପପୁ- ଭାଇ, ତୁମ ହାତ ଗୋଡ କେମିତି ଭାଙ୍ଗିଗଲା ?
ଗପୁ- ଝିଅର ଫୋନ ରିଚାର୍ଜ କରିବା ଚକର ରେ…
ପପୁ- କଣ ଭାଇ, ରିଚାର୍ଜ ର ପଇସା ଦେଇନ କି ?
ଗପୁ- ଆରେ ଭାଇ ଯେଉଁ ଦୋକାନକୁ ରିଚାର୍ଜ କରିବାକୁ ଯାଇଥିଲି,
ସେହି ଦୋକାନୀ ଝିଅର ଭାଇ ଥିଲା ….!!!

ସାନ୍ତା ବହୁତ କଠୋର ତପସ୍ୟା କଲା….
ପ୍ରସନ୍ନ ହେଇ ଭଗବାନ କହିଲେ- ମାଗ ବତ୍ସ କଣ ଦରକାର ?
ସାନ୍ତା- ସିଷ୍ଟମ ରେ ଚାଲନ୍ତୁ ପ୍ରଭୁ…
ପ୍ରଥମେ ତପସ୍ୟା ଭଙ୍ଗ କରିବାକୁ ଅପ୍ସରା ଆସନ୍ତି,
ସେମାନେ କୁଆଡେ ଗଲେ….!!!!

1980
ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ
ଚିଲ୍ଲେଇବୁ ନାହିଁ….ସିଏ ଯାହା କରିବାକୁ ଚାହିଁବ ତା’କୁ କରିବାକୁ ଦେବୁ
2020
ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ
ଜୋର-ଜୋର ରେ ଚିଲ୍ଲେଇବୁ….ଯେମିତି କି ତାକୁ ଲାଗିବ ସେ ହିଁ ଓପେନିଂ ବ୍ଯାଟ୍ସମ୍ୟାନ ଅଟେ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *