ଓଡିଆ ଜୋକ୍ସ: ଶାଳି ନିଜର ସିଧା ସାଧା ସରଳିଆ ଭିଣେଇକୁ କହିଲା, ଜିଜୁ, ଲାଇଫ ରେ ଏତେ ବି ସାଧା ସିଧା ହେଇ ରୁହ ନାହିଁ, କିଛି କାଣ୍ଡ ତ କରି ଦେଖାଅ, ଆଉ ତା’ ପରେ…

 

ନମସ୍କାର ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ବହୁତ ହସିବେ । ହସିବା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଯେଉଁମାନେ ଜୋକ୍ସ ପଢୁ ନାହାନ୍ତି ସେମାନେ ମଧ୍ୟ ଏହି ଜୋକ୍ସକୁ ପାଢୀ ନିଶ୍ଚୟ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

୧. ଏକ ପଠାଣ ନିଜ ସ୍ତ୍ରୀକୁ ଗୁଳି ମାରିଦେଲା ।

ପଠାଣର ସ୍ତ୍ରୀ କେବଳ ଏତିକି କହିଥିଲା ମୁଁ ମୋର ଜୀବନକୁ ସୁଖ ଓ ସମୃଦ୍ଧି ସହିତ ବିତାଇବାକୁ ଚାହୁଁଛି ।

ବର୍ତ୍ତମାନ ପଠାଣ ସୁଖ ଓ ସମୃଦ୍ଧିକୁ ଗୁଳି ମାରିବା ପାଇଁ ଖୋଜୁଛି ।

୨. ଆମେ ପୁଅ ମାନେ ବହୁତ କଷ୍ଟ କରି ନିଜ ଜୀବନରେ ଯେତେବେଳେ ସଫଳ ହୋଇ ନିଜ ଗୋଡରେ ଛିଡା ହୋଇଥାଉ,

ସେତିକି ସମୟ ମଧ୍ୟରେ ତ ଆମ ସ୍କୁଲର ଝିଅ ମାନଙ୍କ ପିଲା ମାନେ ନିଜ ଗୋଡରେ ଚାଲିବାକୁ ଲାଗନ୍ତି

୩. ଦୁଇଟି ସାଙ୍ଗ ବହୁତ ଦିନ ପରେ ଦେଖା ହେଲେ

ପ୍ରଥମ ସାଙ୍ଗ- ପୁଅ ମାନଙ୍କ ଉପରେ ମୋର ଆଉ ତିଳେ ମାତ୍ର ବିଶ୍ଵାସ ନାହିଁ ।

ଦ୍ଵିତୀୟ ସାଙ୍ଗ- କାହିଁକି, ଏମିତି କଣ କରିଲେ ପୁଅ ମାନେ ତୋର ?

ପ୍ରଥମ ସାଙ୍ଗ- ଆରେ ସାଙ୍ଗ ଆଉ କଣ କହିବି, କାଲି ମୋର ବୟଫ୍ରେଣ୍ଡ ମତେ ଧୋକା ଦେଇଦେଲା ।

ଦ୍ଵିତୀୟ ସାଙ୍ଗ- କେମିତି ?

ପ୍ରଥମ ସାଙ୍ଗ- କାରଣ କାଲି ମୋର ବୟଫ୍ରେଣ୍ଡ ମୋର ଦ୍ଵିତୀୟ ବୟଫ୍ରେଣ୍ଡ ସହ ମତେ ଦେଖିଦେଲା ।

୪. ପୁଅ (ମା ସହିତ)- ମା ପ୍ରେଗନେଣ୍ଟ ମାନେ କଣ ?

ମା ରାଗି ଯାଇ ପୁଅକୁ ଦେଖିଲା ।

ପୁଅ ଭାବିଲା ରାଗ କୁ ପ୍ରେଗନେଣ୍ଟ କୁହନ୍ତି ।

ଗୋଟେ ଦିନ ପୁଅ ଏକ ଝିଅ ସହ ପିଟି ହୋଇଗଲା

ଝିଅର ମା- ଅନ୍ଧ ତତେ ଦେଖା ଯାଉନାହିଁ ?

ପୁଅ- ମୁଁ ପିଟି ହେଲି ତୁମ ଝିଅ ସହ ଆଉ ତମେ ପ୍ରେଗନେଣ୍ଟ ହେଇ ଯାଉଛ ।

୫. ଆଜିକାଲି ଝିଅ ମାନେ ସେହି ସବୁ ପୁଅ ମାନଙ୍କ ସହ ଫିଲ୍ମ ଦେଖିବା ପାଇଁ ଥିଏଟରକୁ ଗଲେଣି

ଯେଉଁମାନେ ପିଲା ବେଳରେ ନିଜ ପଡୋଶୀ ଘରେ ବସି ଶକ୍ତିମାନ ଦେଖୁଥିଲେ ।

୬. ଜଣେ ଲୋକ ଦୌଡି କି ହୋଟେଲ ମ୍ୟାନେଜର ପାଖକୁ ଆସି କହିଲା…

ଲୋକ- ମୋ ସହିତ ଶୀଘ୍ର ଆସ ମୋ ସ୍ତ୍ରୀ ଆତ୍ମହତ୍ୟା କରିବାକୁ ଚାହୁଁଛି

ମ୍ୟାନେଜର- ତା ହେଲେ ମୁ କଣ କରିବି ?

ଲୋକ- ଆରେ ଭାଇ ବୁଝାଇବାକୁ କହୁ ନାହିଁ,  ତମ ହୋଟେଲର ଖିଡିକି ଖୋଲୁ ନାହିଁ

୭. ଦିନେ ସ୍ତ୍ରୀ ଇଂରାଜୀ ବହି ପଢୁଥିଲା ଓ ନିଜ ସ୍ଵାମୀକୁ ପଚାରିଲା complete ଏବଂ finish ରେ କଣ ଫରକ ଥାଏ ?

ସ୍ଵାମୀ- ଆରେ ଶୁଣ ଯେମିତି ମୁଁ ତମକୁ ମିଳିଗଲି ତମେ complete ହେଇଗଲ । ସେମତି ତମେ ମୋ ଜୀବନକୁ ଆସିଲ ମୁ finish ହେଇଗଲି, ବୁଝିଲ ତ

୮. ଯେଉଁ ଯେଉଁ ଝିଅ ମାନେ ବଡ ବଡ ନଖ ରଖନ୍ତି ସେମାନଙ୍କୁ ବିନା ଲାଇସେନ୍ସ ଅବୈଧ ହତିଆର ରଖିବାର ଦଣ୍ଡ ମିଳିବା ଉଚିତ ।

୯. ଶାଳି ନିଜର ସିଧା ସାଧା ସରଳିଆ ଭିଣେଇକୁ କହିଲା

ଶାଳି – ଜିଜୁ, ଲାଇଫ ରେ ଏତେ ବି ସାଧା ସିଧା ରୁହ ନାହିଁ,

କିଛି କାଣ୍ଡ ତ କରି ଦେଖାଅ

ଭିଣେଇ – ଏମିତି କାହିଁକି କହୁଛୁ ?

ଶାଳି – କାହିଁକି ନା, ବୁଢାପା ରେ ଗଙ୍ଗା ଯାଇ କଣ ଧୋଇବ ?

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *