ପବିତ୍ର ଜନ୍ମାଷ୍ଟମୀରେ ମହାସଙ୍ଗମ, ଏହି ୫ ଟି ରାଶିଙ୍କ ଉପରେ ରହିବ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଦୃଷ୍ଟି, ହେବ ଧନ ବର୍ଷା

 

ହିନ୍ଦୁଧର୍ମରେ ଜନ୍ମାଷ୍ଟମୀ ପର୍ବକୁ ବହୁତ ଧୁମ ଧାମରେ ପାଳନ କରାଯାଇଥାଏ । ଏହି ଦିନରେ ପ୍ରଭୁ ଶ୍ରୀ କୃଷ୍ଣ ଜନ୍ମ ଗ୍ରହଣ କରିଥିଲେ । ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ ହୋଇଥାଏ । ଜନ୍ମାଷ୍ଟମୀ ଅଗଷ୍ଟ ୧୧ ତାରିଖରେ ସକାଳ ୯.୦୭ ଟା ରେ ଆରମ୍ଭ ହୋଇ ପରଦିନ ସକାଳ ୧୧.୧୭ ପର୍ଯ୍ୟନ୍ତ ରହିବ । ଏହି ଜନ୍ମାଷ୍ଟମୀରେ ଗ୍ରହମାନଙ୍କର ମହା ସାଙ୍ଗମା ହେବାକୁ ଯାଉଛି ଯେଉଁ କାରଣରୁ ଜନ୍ମାଷ୍ଟମୀ ପରଠାରୁ ୫ ଟି ରାଶି ହେବେ ଧନବାନ । ଜନ୍ମାଷ୍ଟମୀରେ ପ୍ରଭୁ ଶ୍ରୀକୃଷ୍ଣ ଏହି ୫ ଟି ରାଶି ଉପରେ କୃପା ଦ୍ରୁଷ୍ଟି ପକାଇବେ । ଏହି ୫ ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ୫ ଟି ରାଶିଙ୍କ ବିଷୟରେ ।

ମେଷ ରାଶି

ମେଷ ରାଶିର ଲୋକମାନଙ୍କ ଉପରେ ଭଗବାନ ଶ୍ରୀ କୃଷ୍ଣଙ୍କର ବିଶେଷ ଆଶୀର୍ବାଦ ରହିବ । ଏହି ରାଶିର ଲୋକମାନଙ୍କୁ ସଫଳତା ହାସଲ ହେବ । ଏହି ଲୋକ ମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଏମାନେ କାର୍ଯ୍ୟକ୍ଷେତ୍ରରେ ଉତ୍ତମ ଫଳ ପ୍ରାପ୍ତି କରିବେ । ଆମଦାନୀ ବୃଦ୍ଧି ହେବ ଆପଣଙ୍କର ସମସ୍ତ ଚିନ୍ତା ଦୂର ହେବ । ବୈବାହିକ ଜୀବନରେ ଆନନ୍ଦ ଅନୁଭବ କରିବେ ଏବଂ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧିର ବୃଦ୍ଧି ହେବ ।

ମିଥୁନ ରାଶି

ଏହି ରାଶିର ଲୋକମାନଙ୍କ ଉପରେ ଭଗବାନ ଶ୍ରୀ କୃଷ୍ଣଙ୍କର ବିଶେଷ କୃପାଦୃଷ୍ଟି ରହିବ । ଭବିଷ୍ୟତ ପାଇଁ ଉତ୍ତମ ଯୋଜନା ମାନ କରିବେ । ଆପଣ ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ ।  ପରିବାରର ସମସ୍ତ ଆବଶ୍ୟକତାକୁ ଆପଣ ପୂର୍ଣ୍ଣ କରିବେ,ବିଦ୍ୟାର୍ଥୀ ମାନଙ୍କ ମନ ପାଠ ପଢାରେ ଲାଗିବ । ଧର୍ମ କର୍ମରେ ଅଧିକ ରୁଚି ରଖିବେ । ଆପଣଙ୍କ ମନ ପ୍ରସନ୍ନ ରହିବ ।

କନ୍ୟା ରାଶି

ଏହି ରାଶିର ଲୋକମାନଙ୍କ ଉପରେ ଶ୍ରୀ କୃଷ୍ଣଙ୍କର ଆଶୀର୍ବାଦ ରହିବ । ଆପଣଙ୍କ ଘରେ ଲାଗି ରହିଥିବା ବାଦବିବାଦ ଦୂର ହେବ । ଆପଣ ନିଜ ଅଧୁରା ଇଛାକୁ ପୂରଣ କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ଆପଣ କୌଣସି ପୁରୁଣା ମିତ୍ରକୁ ସାକ୍ଷାତ କରିବେ । ଆପଣ ନିଜର ସମସ୍ତ କାର୍ଯ୍ୟକୁ ପୂରଣ କରିବା ସହ ସଫଳତା ମଧ୍ୟ ହାସଲ କରିବେ ।

ଧନୁ ରାଶି

ଧନୁ ରାଶିର ଲୋକମାନଙ୍କ ଉପରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପାଦୃଷ୍ଟି ପ୍ରାପ୍ତି ହେବ । ଚାକିରି କ୍ଷେତ୍ରରେ ଆପଣ ଉନ୍ନତି ହାସଲ କରିବେ । ନୂତନ ଦାଇତ୍ଵ ମାନ ହାତକୁ ନେଇ ପାରନ୍ତି । ଆଗାମୀ ଜୀବନ ହସ ଖୁସିରେ ଅତିବାହିତ ହେବ । ଜନ୍ମାଷ୍ଟମୀ ପରେ ଆପଣ ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଆପଣଙ୍କ ଭାଗ୍ୟର ପୂର୍ଣ୍ଣ ସମର୍ଥନ ଆପଣ ପାଇବେ । ପରିବାରରେ ଉତ୍ତମ ସମୟ ବ୍ୟତୀତ କରିବେ ।

ସିଂହ ରାଶି

ଏହି ରାଶିର ଲୋକମାନେ ଜନ୍ମାଷ୍ଟମୀ ପରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପା ପ୍ରାପ୍ତି କରିବେ । ଏହି ରାଶିର ଲୋକମାନେ ବହୁତ ପରିଶ୍ରମୀ ଅଟନ୍ତି । ଏହି ପରିଶ୍ରମର ଉତ୍ତମ ଫଳ ଆପଣ ପ୍ରାପ୍ତି କରିବେ । ପ୍ରଭୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପରଠାରୁ ଆପଣଙ୍କ ଉପରେ କୃପା କରିବାକୁ ଯାଉଛନ୍ତି । ଯେଉଁ କାରଣରୁ ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳ ହେବେ । ଆପଣଙ୍କ ଘର ପରିବାରରେ ହସ ଖୁସିର ଆଗମନ ହେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *