ଲୋକପ୍ରିୟ ଓଡିଆ କମେଡିଆନ Jogesh (Jojo) ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଯୋଗେସ ଜୋଜୋ । ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଯୋଗେସ ଜୋଜୋଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଯୋଗେସ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ନିଜର ଜବରଦସ୍ତ ଅଭିନୟ ପାଇଁ ସେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ଆଜି ଆମେ ଆପଣ ମାନଙ୍କୁ ଯୋଗେସ ଜୋଜୋଙ୍କ ପରିବାର ଓ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜୋଜୋ ପ୍ରଥମେ ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ । ସେ ପେଟ୍ରୋଲ ପମ୍ପରେ ମାତ୍ର ୫ ହଜାର ଟଙ୍କା ପାଉଥିଲେ ।

ହେଲେ ସେଠି ତାଙ୍କର ପାଣି ପ୍ରାଜ୍ଞ ସାରଙ୍କ ସହ ଦେଖା ହେଇଥିଲା । ସେହି ସମୟରେ ତାଙ୍କର ଅଭିନୟ କାରିୟର ଆରମ୍ଭ ହୋଇଥିଲା । ସେବେଠାରୁ ସେ କମେଡି ଶିଖିବା ଆରମ୍ଭ କରିଥିଲେ । ବନ୍ଧୁଗଣ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଯୋଗେସ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ଆଜିର ସମୟରେ ତାଙ୍କର ଦୁଇଟି ବଡ ବଡ ୟୁଟ୍ଯୂବ ଚ୍ଯାନେଲ ମଧ୍ୟ ଅଛି । ଯୋଗେସ ପତ୍ନୀଙ୍କ ନାମ ହେଉଛି ଶିବାନୀ ପୌଲ । ଜୋଜୋ ଓ ଶିବାନୀ ସ୍କୁଲ ବେଳରୁ ପରସ୍ପର ସହ ପ୍ରେମ କରୁଥିଲେ ।

ବନ୍ଧୁଗଣ ଯୋଗେସ ଜୋଜୋ ମାସକୁ ଦେଢ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ଅର୍ଜନ କରନ୍ତି । ସେ ଗୋଟେ ଫିଲ୍ମରେ ଅଭିନୟ କରିବାକୁକୁ ୨ ରୁ ଅଢେଇ ଲକ୍ଷ ଟଙ୍କା ନେଇଥାନ୍ତି । ଯୋଗେସ ଅନେକ ସାରା ବ୍ରାଣ୍ଡ ପ୍ରମୋଶନ ଓ ସ୍ଟେଜ ସୋ କରି ମଧ୍ୟ ଟଙ୍କା ଅର୍ଜନ କରନ୍ତି । ବନ୍ଧୁଗଣ ଯୋଗେସଙ୍କର ଗୋଟେ ଆଲିଶାନ ଘର ଓ ଗୋଟେ ବଡ କାର ଅଛି । ଏହା ସହିତ ତାଙ୍କର ଦୁଇଟି ବାଇକ ମଧ୍ୟ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ହାସ୍ୟ ଅଭିନେତା ଯୋଗେସ ଜୋଜୋ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *