ଭାଇରାଲ ହେବାରେ ଲାଗିଛି Puspa ର ଟ୍ରାନ୍ସଫର୍ମେସନ ଭିଡିଓ, Allu Arjun ଏମିତି ନେଇଥିଲେ ପୁଷ୍ପା ଅବତାର, ଦେଖନ୍ତୁ ମେକପ ରୁମ Video

ବନ୍ଧୁଗଣ ସାଉଥ ଫିଲ୍ମ ‘ପୁଷ୍ପା’ ରିଲିଜ ହେବା ପରେ ଧମାଲ କରିବାକୁ ଲାଗିଛି ଏହି ଫିଲ୍ମଟି । ସାଉଥ ଫିଲ୍ମ ‘ପୁଷ୍ପା’ଟି ସମସ୍ତ ବଡ ବଡ ବ୍ଲକବଷ୍ଟର ଫିଲ୍ମକୁ ପଛରେ ଛାଡି ଦେଇଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥର ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା ନିଜର ଆସିଛନ୍ତି । ଫିଲ୍ମରେ ଅଲ୍ଲୁ ଅର୍ଜୁନ ନିଜ ଦମଦାର ଅଭିନୟର ପଦର୍ଶନ କରି ଦର୍ଶକ ମାନଙ୍କ ମନ ଜିତି ନେଇଛନ୍ତି । ଏହି ଫିଲ୍ମର ଡାଇଲଗ ହେଉ ବା ଗୀତ ସମସ୍ତେ ଏହି ଫିଲ୍ମରେ ଝୁମୁ ଛନ୍ତି ।

ବନ୍ଧୁଗଣ ଏହି ଫିଲ୍ମଟି ସୁପର ହିଟ ହେବା ପଛରେ ଅଲ୍ଲୁ ଅର୍ଜୁନଙ୍କ ବହୁତ ବଡ ଭୂମିକା ରହିଛି କାରଣ ଏହି ଫିଲ୍ମରେ ଅଲ୍ଲୁ ମୁଲିଆରୁ ରାଜା ହୋଇଛନ୍ତି । ଏହି ଫିଲ୍ମର କାହାଣୀ, ଆକ୍ସନ, ଡ୍ରାମା ଓ ସମସ୍ତ କଳାକାରଙ୍କ ଦମଦାର ଅଭିନୟ ଲୋକମାନଙ୍କୁ ବେସ ଅଧିକ ପସନ୍ଦ ଆସିଛି । ବନ୍ଧୁଗଣ ସାରା ଯୁବପିଢି ଏବେ ପୁଷ୍ପା ଫିଲ୍ମର ଡାଇଲଗ ଓ ଗୀତରେ ଝୁମୁ ଛନ୍ତି ।

କେବଳ ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରେଟି ମାନେ ମଧ୍ୟ ଏହି ଫିଲ୍ମର ଗୀତରେ ରିଲ୍ସ ଭିଡିଓ ବନାଉ ଛନ୍ତି । ଏହି ଫିଲ୍ମଟି ରିଲିଜ ହେବାର ଅନେକ ଦିନ ହୋଇ ସାରିଛି ଓ ଏହି ଫିଲ୍ମଟି ଏବେ ଓଟିଟି ପ୍ଲାଟଫର୍ମକୁ ମଧ୍ୟ ଆସ ସାରିଛି ବନ୍ଧୁଗଣ କହିବାକୁ ଗଲେ ସମସ୍ତ ଲୋକ ଏହି ଫିଲ୍ମଟିକୁ ଦେଖି ଖୁସି ହୋଇଛନ୍ତି । ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟ ର କଥା ଏହା ହେଉଛି ଯେ, ଅଲ୍ଲୁ ଅର୍ଜୁନଙ୍କ ଭଳି ହ୍ୟାଣ୍ଡସମ ହିରୋ ପୁଷ୍ପା ଅବତାରରେ ଆସିଲେ କେମିତି ।

କାରଣ ପୁଷ୍ପା ଫିଲ୍ମରେ ଅଲ୍ଲୁଙ୍କ ଲୁକ୍ ବହୁତ ଅଧିକ ବଦଳି ଯାଇଛି । ତେବେ ଅଲ୍ଲୁଙ୍କ ଲୁକ୍ କୁ ନେଇ ତାଙ୍କର ଏକ ଟ୍ରାନ୍ସଫରମେସନ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓଟି ଦେଖିଲେ ଆପଣ ମାନେ ବି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଟ୍ରାନ୍ସଫରମେସନ ଭିଡିଓକୁ ଦେଖିଲେ ଆପଣ ଜାଣିପାରିବେ ପୁରା ଟିମ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ଲୁକ୍ ପାଇଁ କେତେ ଅଧିକ କଷ୍ଟ କରିଛି । ଏହି ଭିଡିଓ ଦେଖିଲେ ଆପଣ ନିଶ୍ଚୟ କହିବେ ଏକ ଭଲ ଅଭିନେତା ହେବା ସହଜ ନୁହେଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *