ଓଡିଆ ଅଭିନେତ୍ରୀ Naina Dash ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଓ ଓଡିଆ ଆଲବମ ନିଶ୍ଚୟ ଦେଖିଥିବେ । ଏହି ଓଡିଆ ଫିଲ୍ମ ବା ଆଲବମ ଆଦିର ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଏହି କଳାକାର ମାନେ ଦର୍ଶକ ମାନଙ୍କ ମନୋରଞ୍ଜନ କରି ନିଜର ଲୋକପ୍ରିୟତାକୁ ବୃଦ୍ଧି କରାଇ ପାରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହାଙ୍କର ଅଭିନୟ ଓ ଡ୍ୟାନ୍ସ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଓଡିଆ ଅଭିନେତ୍ରୀ ଓ ଆଲବମ କ୍ଵିନ ନୈନା ଦାସ । ନୈନା ଦାସ ନିଜ କଷ୍ଟ ଓ ସଂଘର୍ଷରେ ଏହି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇ ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି ।

ନିଜର ସୁନ୍ଦର ଡ୍ୟାନ୍ସ ଓ ଅଭିନୟ ଦ୍ଵାରା ସେ ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ଓଡିଶାରେ ନୈନାଙ୍କର ଲୋକପ୍ରିୟତା ବହୁତ ଅଧିକ । ଆଜି ଆମେ ଆପଣ ମାନଙ୍କୁ ନୈନା ଦାସଙ୍କ ଜୀବନ ସହ ଜଡିତ କିଛି କଥା ବିଷୟରେ କହିବାକୁ ଯାଉଛୁ, ଯାହା ବହୁତ କମ ଲୋକ ଜାଣିଛନ୍ତି । ତେବେ ଆସନ୍ତୁ ଜାଣିବା ନୈନାଙ୍କ ବିଷୟରେ ।

ବନ୍ଧୁଗଣ ନୈନାଙ୍କ ଜନ୍ମ ୧୯୮୪ ମସିହା ଜୁନ ମାସରେ ଓଡିଶାରେ ହୋଇଥିଲା । ପିଲା ଦିନରୁ ନୈନାଙ୍କୁ ଅଭିନୟ କରିବାର ବହୁତ ଇଛା ଥିଲା । ଏହାପରେ ନୈନା ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ପ୍ରଥମେ ସେ କିଛି ଓଡିଆ ଆଲବମରେ ଅଭିନୟ କରିଥିଲେ ଓ ଏହା ପରେ ସେ କିଛି ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ ।

ନୈନାଙ୍କର ଫିଲ୍ମ ଗୁଡିକ ହେଉଛି ‘ଆ ଜନ୍ହରେ ଲେଖିବା ନା, ମୋ ମନ ଖାଲି ତୋରି ପାଇଁ, ମୁନା, ପୂଜା ପାଇଁ ଫୁଲଟିଏ, ଶାଶୁ ଘର ଚାଲିଜିବି ଓ ବାହୁଡିବେ ମୋ ଜାଗା ବଳିଆ’ । ଏହି ସବୁ ଫିଲ୍ମରେ ଅଭିନୟ କରି ସେ ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି ଓ ଏହି ଫିଲ୍ମ ଗୁଡିକ ସୁପର ହିଟ ମଧ୍ୟ ହୋଇଛି ।


କେବଳ ଓଡିଆ ଫିଲ୍ମ ନୁହେଁ ନୈନା ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଦର୍ଶକ ମାନେ ନୈନାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ଫିଲ୍ମ ବ୍ଯତୀତ ନୈନାଙ୍କର ଆଲବମ ଗୁଡିକ ମଧ୍ୟ ସୁପର ହିଟ ହୋଇଛି । ନୈନା ଦାସ ସିଦ୍ଧାର୍ଥ ତିଵାରୀଙ୍କ ସହ ବିବାହ କରିଛନ୍ତି । ବର୍ତ୍ତମାନ ସେ ନିଜ ପରିବାର ଲୋକଙ୍କ ସହ ବହୁତ ଖୁସିରେ ଜୀବନ ଜାପନ କରୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଓଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *