ଓଡିଆ ଅଭିନେତ୍ରୀ Upasana (ମାନିନୀ) ଙ୍କ Family & Biography, ଏତେ ବର୍ଷ ପରେ ବର୍ତ୍ତମାନ କଣ କରୁଛନ୍ତି ମାନିନୀ

ନମସ୍କାର ବନ୍ଧୁଗଣ ତେବେ ଯଦି ଆପଣ ଧାରାବାହିକ ପ୍ରେମୀ ହୋଇଥିବେ ତେବେ ଧାରାବାହିକ ଦେଖିବା ପ୍ରତି ଆପଣଙ୍କର ଏକ ସ୍ଵତନ୍ତ୍ର ଆଗ୍ରହ ରହିଥିବ । ତେବେ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ହେଉଛି ମାନିନୀ । ତେବେ ଏହି ଧାରାବାହିକରେ ମୁଖ୍ୟ କଳାକାର ଭାବରେ ନଜର ଆସୁଥିବା ମାନିନୀ କିପରି ଅଛନ୍ତି ଏବଂ କେମିତି ଦେଖା ଯାଉଛନ୍ତି ତାହା ଜାଣିବା ପାଇଁ ସମସ୍ତଂକ ମନରେ ନିଶ୍ଚିତ ଭାବରେ ଉତ୍କଣ୍ଠା ରହିଥିବ ।


ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ସିରିଏଲ ଜଗତର ଏହି ଚୁଲବୁଲି ସୁନ୍ଦରୀ ନାୟିକା ମାନିନୀ ଅର୍ଥାତ ଉପାସନା । ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ । ତେବେ ସୁନ୍ଦରତା ପାଇଁ ସେ ହଜାର ହଜାର ପ୍ରଶଂସକ ଙ୍କ ପ୍ରଶଂସା ସାଉଁଟି ଛନ୍ତି । ଜଣେ ଭଲ ଏବଂ ସୁନ୍ଦର ଅଭିନେତ୍ରୀ ଭାବରେ ସମସ୍ତଙ୍କ ହୃଦୟରେ ସେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି ।

ଆପଣ ଜାଣିଛନ୍ତି ନିଜର ଟାଲେନ୍ଟ ଯୋଗୁଁ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କର ଅଭିନୟ ର ଢାଞ୍ଚା ଏବଂ ବେଶଭୂଷା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ । ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିବାରେ ମାହିର ଅଟନ୍ତି । ତାଙ୍କର ଅଭିନୟ ର ଢାଞ୍ଚା ମଧ୍ଯ ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ ।


ତାଙ୍କର ଭିନ୍ନ ସ୍ୱାଦର ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ସହ ସେ ବହୁତ୍ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କୁ ସମସ୍ତେ ବହୁତ୍ ଭଲ ପାଆନ୍ତି । ତେବେ ଏହି ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ଅଭିନୟ ପାଇଁ ହେଉ କି ସେମାନଙ୍କ ବୋଲ୍ଡ ଅନ୍ଦାଜ ପାଇଁ ହେଉ ଚର୍ଚ୍ଚାରେ ରହି ଆସିଥାନ୍ତି । କିନ୍ତୁ କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ସେମାନଙ୍କ ଅଭିନୟ ପାଇଁ ଏବଂ ଚୁଲବୁଲି ଗୁଣ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ ।

ସେହିପରି ଏହି କଳାକାର ଜଣଙ୍କ ତାଙ୍କର ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ବେଶି ଲୋକପ୍ରିୟ ଅଟନ୍ତି । ମାନୀନି କିମ୍ବା ଉପାସନା ଏବେ ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଥିବା ଏହି କଳାକାର ଜଣଙ୍କ ଘରେ ଘରେ ବେଶ୍ ପରିଚିତ ହୋଇ ପାରିଛନ୍ତି ।

ତେବେ ସେ ବର୍ତ୍ତମାନ ଏହି ଲାଇମ ଲାଇଟ ଦୁନିଆ ରୁ ଦୁରେଇ ରହିଛନ୍ତି ସେ ବିବାହ ପରେ ସିରିୟଲ ଛାଡି ଦେଇଥିଲେ । ତେବେ ସେ ଜଣେ ଧାରାବାହିକ ପ୍ରଯୋଜକ ଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟିଏ ସୁନ୍ଦର ପୁଅ ମଧ୍ୟ ଅଛି । ବର୍ତ୍ତମାନ ସେ ଖୁସିରେ ନିଜ ସଂସାର ରେ ଅଛନ୍ତି । ତେବେ ଆପଣ ତାଙ୍କ ପରିବାର ର ଫୋଟୋ ଦେଖି ପାରୁଥିବେ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *