ଓଡିଆ ସିରିଏଲ Dibyadrusti ର ହିରୋଇନ Ananya dash ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଅନନ୍ୟା ଦାସଙ୍କ ବିଷୟରେ କହିବାକୁ ଯାଉଛୁ । ଅନନ୍ୟା ହେଉଛନ୍ତି ଏକ ଲୋକପ୍ରିୟ ଟିଭି ଅଭିନେତ୍ରୀ । ଆପଣ ମାନେ ସମସ୍ତେ ଅନନ୍ୟାଙ୍କୁ ଓଡିଆ ସିରିଏଲ ‘ଦିବ୍ୟଦୃଷ୍ଟି’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି । ଅନନ୍ୟା ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଅନନ୍ୟାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅନନ୍ୟା ଦାସଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଅନନ୍ୟା ଦାସ ୨୦୦୨ ମସିହା ନଭେମ୍ବର ୧୩ ତାରିଖରେ ଓଡିଶା ରାଜଧାନୀ ଭୁବନେଶ୍ଵରରେ ଜନ୍ମ ଗ୍ରହଣ କରିଥିଲେ ।

ପିଲା ଦିନରୁ ହିଁ ଅନନ୍ୟାଙ୍କର ପାଠ ପଢା ସହ ଅଭିନୟରେ ବହୁତ ରୁଚି ଥିଲା । ଅନନ୍ୟା ନିଜ ଅଭିନୟ କାରିୟରର ଆରମ୍ଭ ୨୦୨୦ ମସିହାରେ ‘ଦିବ୍ୟଦୃଷ୍ଟି’ ସିରିଏଲରୁ ଆରମ୍ଭ କରିଥିଲେ । ଅନନ୍ୟାଙ୍କ ପରିବାରରେ ତାଙ୍କ ବାପା, ମା ଓ ତାଙ୍କର ଏକ ଭଉଣୀ ଅଛନ୍ତି । ତାଙ୍କ ବାପାଙ୍କ ନାମ ହେଉଛି ମନୋଜ ଦାସ ଓ ତାଙ୍କ ମାଙ୍କ ନାମ ହେଉଛି ରଶ୍ମୀ ରେଖା ମିଶ୍ର । ଅନନ୍ୟାଙ୍କ ସାନ ଭଉଣୀଙ୍କ ନାମ ହେଉଛି ଅପୂର୍ବା ଦାସ ଯିଏ କି ବର୍ତ୍ତମାନ ସମୟରେ ନିଜ ପାଠ ପଢା ଜାରି ରଖିଛନ୍ତି ।

ବନ୍ଧୁଗଣ ଅନନ୍ୟା ବର୍ତ୍ତମାନ ସିଙ୍ଗଲ ଅଛନ୍ତି ତାଙ୍କର କେହି ବୟଫ୍ରେଣ୍ଡ ନାହାନ୍ତି ଓ ସେ ବିବାହ ମଧ୍ୟ କରିନାହାନ୍ତି । ଅନନ୍ୟାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ଅନନ୍ୟା ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି ।

‘ଦିବ୍ୟଦୃଷ୍ଟି’ ସିରିଏଲରେ ସେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ଅନନ୍ୟା ହେଉଛନ୍ତି ଏକ ଏପରି ଅଭିନେତ୍ରୀ ଯିଏ ବହୁତ କମ ବର୍ଷ ବୟସରେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *