ମହିଳାମାନେ ମଲା ପର୍ଯ୍ୟନ୍ତ କେବେ ବି ନିଜ ସ୍ଵାମିଙ୍କୁ କୁହନ୍ତି ନାହିଁ ନିଜର ଏହି ରାଜ, ବିବାହିତ ପୁରୁଷମାନେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନରେ ମାନ୍ୟତା ଦିଆଯାଇଛି । କାରଣ ବିବାହ ପରେ ଉଭୟ ସ୍ଵାମୀ ସ୍ତ୍ରୀ ପରସ୍ପରର ଦୁଃଖ ଓ ସୁଖର ଭାଗୀଦାର ହୁଅନ୍ତି । ବିବାହ କେବଳ ଦୁଇଟି ମନର ମିଳିନ ନୁହେଁ ଏହା ଦୁଇଟି ପରିବାରର ମିଲନ । ହେଲେ ବନ୍ଧୁଗଣ ପ୍ରାଚୀନ କାଳରୁ ହିଁ କୁହାଯାଇଛି ଯେ, ମହିଳା ମାନଙ୍କୁ ବୁଝିବା ବହୁତ କଷ୍ଟକର ଅଟେ । ମହିଳାଙ୍କ ମନରେ କେବେ କଣ ଚାଲିଥାଏ ତାହା ବିଷୟରେ ଜାଣିବା ବହୁତ କଷ୍ଟକର ଅଟେ ।

ଏକ ମହିଳା ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରିପାରେ । ଏପରି କିଛି କଥା ରହିଛି ଯାହାକୁ ମହିଳା ମାନେ ନିଜ ସ୍ଵାମୀ ମାନଙ୍କ ଠାରୁ ଲୁଚାଇ ଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ମହିଳା ମାନେ କେବେବି ତାଙ୍କ ସ୍ଵାମୀ ମାନଙ୍କୁ କୁହନ୍ତି ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । 


୧. ବନ୍ଧୁଗଣ ବିବାହ ପୂର୍ବରୁ ସମସ୍ତ ସ୍ତ୍ରୀଙ୍କ ଜୀବନରେ କୌଣସି ନା କୌଣସି ପୁରୁଷ ଆସିଥାଏ । ହେଲେ ସ୍ତ୍ରୀର ଏକ ବଡ କର୍ତ୍ତବ୍ୟ ଅଛି ଯେ ସେ ସେହି ପୁରୁଷ ସହ ଶା-ରୀ-ରି-କ ସ-ମ୍ବ-ନ୍ଧ ନରଖିବ । ଦୁନିଆରେ କୌଣସି ମହିଳା ନିଜ ଅତୀତ ପ୍ରେମ ବିଷୟରେ ନିଜ ସ୍ଵାମୀକୁ କୁହେ ନାହିଁ । ଯଦି ଏହା ବିଷୟରେ ସ୍ଵାମୀ ଜାଣିବେ ତା ହେଲେ ମହିଳା ପ୍ରତି ଥିବା ପ୍ରେମ ଓ ସମ୍ମାନ କମିବାର ସମ୍ଭାବନା ଅଛି ଏହା ବିଷୟରେ ମହିଳା ମାନେ ଜାଣି ଥାନ୍ତି । ହେଲେ ଯେଉଁ ସ୍ତ୍ରୀ ବିବାହ ପରେ ମଧ୍ୟ ନିଜ ପୁରୁଣା ପ୍ରେମୀ ସହ ସ-ମ୍ବ-ନ୍ଧ ରଖେ ସେ ନିଜର ଓ ତା ସ୍ଵାମୀର ଜୀବନ ବରବାଦ କରିଥାଏ । 


୨. ବିବାହ ପରେ କେବେବି ମହିଳା ନିଜ ମନର ଇଛା ବିଷୟରେ ସ୍ଵାମୀକୁ କହିନଥାଏ । ବିବାହ ପରେ କୌଣସି ବଡ ନିଷ୍ପତ୍ତି ପାଇଁ ଉଭୟ ସ୍ଵାମୀ ସ୍ତ୍ରୀଙ୍କର ସହମତିର ଆବଶ୍ୟକତା ରହିଥାଏ । ହେଲେ ମହିଳା ନିଜ ମନର ଇଛାକୁ ଲୁଚାଇ ସ୍ଵାମୀର କଥାର ସହମତ ହୋଇଥାଏ । କିନ୍ତୁ ସ୍ଵାମୀ ମାନଙ୍କୁ ନିଜ ସ୍ତ୍ରୀର ମନର ଇଛାକୁ ପୂରଣ କରିବା ନିହାତି ଆବଶ୍ୟକ । ଯଦି ସ୍ଵାମୀ ମାନେ ସ୍ତ୍ରୀ ମନର ଇଛାକୁ ବୁଝି ପାରିବେ ନାହିଁ ତା ହେଲେ ସେମାନଙ୍କ ଜୀବନରେ ତୃତୀୟ ମଣିଷର ଆଗମନ ହୋଇପାରେ । 


୩. ବନ୍ଧୁଗଣ ସ୍ତ୍ରୀ ସବୁବେଳେ ନିଜ ରୋଗକୁ ଲୁଚାଇ ରଖେ । ସେ ନିଜ ସ୍ଵାମୀକୁ ନିଜ ପୀଡା ଓ ରୋଗ ବିଷୟରେ କହିନଥାଏ । ମହିଳା ମାନେ ଚାହାନ୍ତି ନାହିଁ ଯେ ଏହି ସବୁ କଥା ପାଇଁ ତାଙ୍କ ସ୍ଵାମୀ ଚିନ୍ତାଗ୍ରସ୍ତ ହୁଅନ୍ତୁ । ସେଥିପାଇଁ ସେ ନିଜ ରୋଗ ବିଷୟରେ କିଛି କଥା କୁହନ୍ତି ନାହିଁ । ହେଲେ ଗୋଟେ ସ୍ଵାମୀର କର୍ତ୍ତବ୍ୟ ଅଟେ ନିଜ ସ୍ତ୍ରୀର ଧ୍ୟାନ ରଖିବା । ତା ହେଲେ ବନ୍ଧୁଗଣ ମହିଳା ମାନେ ନିଜ ସ୍ଵାମି ମାନଙ୍କୁ ଏହି ସବୁ କଥା ଲୁଚାଇ ରଖନ୍ତି । ଆପଣ ମାନଙ୍କୁ ଆମର ଏହି ପୋଷ୍ଟ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *