ଓଡିଆ ସିରିଏଲ ‘ସିନ୍ଦୁରର ଅଧିକାର’ ର ଆରବ (Sanoj Kumar) ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସନୋଜ କୁମାର ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ସନୋଜ କୁମାରଙ୍କୁ ଓଡିଆ ଟିଭି ସିରିଏଲ ‘ସିନ୍ଦୁରର ଅଧିକାର’ ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ଆରଭ ତଥା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ତାଙ୍କ ଜବରଦସ୍ତ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି ଓ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସନୋଜ ସୁନାମ ଅର୍ଜନ କରିଛନ୍ତି । ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ସନୋଜ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ସୋସିଆଲ ମିଡିଆରେ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ହେଲେ ବନ୍ଧୁଗଣ ଆପଣ ମାନେ କଣ ସନୋଜ କୁମାରଙ୍କ ପରିବାର ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସନୋଜଙ୍କ ପରିବାର ସଦସ୍ୟ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସନୋଜଙ୍କ ପ୍ରକୃତ ଘର ହେଉଛି ବ୍ରହ୍ମପୁର । ପିଲା ଦିନରୁ ସନୋଜଙ୍କର ପାଠ ପଢିବା ସହିତ ଅଭିନୟରେ ରୁଚି ଥିଲା । ସେ ନିଜ ଅଭିନୟ କାରିୟରର ଆରମ୍ଭ ୨୦୨୧ ମସିହାରେ ‘ସିନ୍ଦୁରର ଅଧିକାର’ ସିରିଏଲରୁ ଆରମ୍ଭ କରିଥିଲେ । ସନୋଜ ବହୁତ କମ ସମୟ ମଧ୍ୟରେ ଚମତ୍କାରୀ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ।

ନିଜ ଅଭିନୟ ପାଇଁ ତାଙ୍କୁ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ବନ୍ଧୁଗଣ ସନୋଜଙ୍କ ଘରେ ତାଙ୍କ ମା, ବାପା ଓ ନିଜ ଭାଇଙ୍କ ସହ ରହୁଛନ୍ତି । ସନୋଜଙ୍କ ବାପାଙ୍କ ନାମ ହେଉଛି ରଞ୍ଜିତ କୁମାର ଓ ତାଙ୍କ ଭାଇଙ୍କ ନାମ ହେଉଛି ବିବେକାନନ୍ଦ ସାହୁ । ବର୍ତ୍ତମାନ ସନୋଜ ସିଙ୍ଗଲ ଅଛନ୍ତି ଓ ସେ ବିବାହ କରିନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ସନୋଜ କୁମାର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *