ଏହି 4 ଷ୍ଟାର ନିଜ ଅନସ୍କ୍ରିନ ମାତା-ପିତାଙ୍କୁ ହିଁ କରି ବସିଲେ ପ୍ରେମ, 3 ନମ୍ବର ଜୋତି ତ ସମ୍ପର୍କରେ ଥିଲେ ଶାଶୁ-ଜ୍ଵାଇଁ

ନମସ୍କାର ବନ୍ଧୁଗଣ ପ୍ରେମ ର କୌଣସି ବୟସ ନଥାଏ । ବାସ ଖାଲି ଦୁଇ ଭଲ ହୃଦୟ ଦରକାର । ଏହା ଛଡା ଦୁଇ ଜଣ ବ୍ୟକ୍ତି ଙ୍କ ମନ ର ମିଳନ ହେବା ଆବଶ୍ୟକ କାହିଁକି ନା ପ୍ରେମ ଅନ୍ଧ ବୋଲି କୁହାଯାଏ । ପ୍ରେମ କୌଣସି ଜାତି,ଧର୍ମ,ବର୍ଣ୍ଣ,ରଂଗ ଦେଖେ ନାହିଁ । କିମ୍ବା ସିଏ କେମିତି କେତେ ବୟସ କଣ କିଛି ଦେଖା ଯାଏ ନାହିଁ ବାସ ଆପେ ଆପେ ପ୍ରେମ ହୋଇ ଯାଇଥାଏ । ତେବେ ଟିଭି ଇଣ୍ଡଷ୍ଟ୍ରୀ ଏବଂ ସିନେମା ଇଣ୍ଡଷ୍ଟ୍ରୀ ରେ ପ୍ରେମ ର କଥା ପ୍ରାୟତଃ ସବୁବେଳେ ଶୁଣିବାକୁ ମିଳିଥାଏ ।

ତେବେ କିଛି ପ୍ରେମ ସମ୍ପର୍କ ଏପରି କି ଯାହା ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା ଏବଂ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ତେବେ କିଛି କଳାକାର ଏପରି ଅଛନ୍ତି ଯେଉଁମାନେ ନିଜ ଅନସ୍କ୍ରିନ ମାତା ପିତା ଙ୍କ ସହ ପ୍ରେମ କରିଥିଲେ । ତେବେ ଆସନ୍ତୁ ଜାଣିନେବା ସେହି କଳାକାର ମାନେ କିଏ ।

୧- ପ୍ରଥମ ଯୋଡି ହେଉଛି ଅଙ୍କିତ ଗେରା ଏବଂ ମୋନିକା ସିଂହ । ଧାରାବାହିକ ପ୍ରତିଜ୍ଞା ଏବଂ ସପନେ ସୁହାନେ ଲଡକ ପନ କି ରେ ଅଭିନୟ କରି ଲୋକପ୍ରିୟ ହୋଇ ଥିବା ଅଙ୍କିତ ଗେରା ନିଜ ପ୍ରତିଜ୍ଞା ଧାରାବାହିକ ରେ ତାଙ୍କ ମାଆ ଙ୍କ ଭୂମିକା ରେ ଅଭିନୟ କରିଥିବା ମୋନିକା ସିଂହ ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଏହି ପ୍ରେମ ସମ୍ପର୍କ ବହୁତ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟି ଯାଇଥିଲା । ତେ

୨- ଦ୍ଵିତୀୟ ରେ ହେଉଛନ୍ତି ରାମ କପୂର ଏବଂ ଇବା ଗ୍ରୋବର । ଧାରାବାହିକ ବଡେ ଅଛେ ଲଗତେ ହେ ରେ ରାମ କପୂର ଙ୍କ ସାବତ ମାଆ ଭୂମିକା ରେ ଅଭିନୟ କରିଥିଲେ । ତେବେ ଏହି ଧାରାବାହିକ ରେ ହିଁ ତାଙ୍କ ଦୁହିଁ ଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଏହା ବହୁତ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟି ଯାଇଥିଲା ।

୩- ତୃତୀୟ ରେ ହେଉଛନ୍ତି ସିଦ୍ଧାର୍ଥ ଶୁକ୍ଳା ଏବଂ ସ୍ମିତା ବଂସଲ । ତେବେ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଧାରାବାହିକ ବାଳିକା ବଧୂ ରେ ଏହି ଦୁଇ ଜଣ ଶାଶୂ ଏବଂ ଜ୍ବାଇଁ ଭୂମିକାରେ ଅଭିନୟ କରିଥିଲେ । ତେବେ ଏହି ସମୟରେ ଦୁଇ ଜଣଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଏହି ପ୍ରେମ ସମ୍ପର୍କ ସେତେବେଳେ ବହୁତ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟି ଯାଇଥିଲା ଏବଂ ସବୁ ଲୋକମାନେ ଆଶ୍ଚର୍ୟ୍ଯ ମଧ୍ୟ ହୋଇଥିଲେ ଏହି ଯୋଡି କୁ ଦେଖି । ତେବେ ଏହି ଯୋଡି ବହୁତ ଶୀଘ୍ର ଅଲଗା ମଧ୍ୟ ହୋଇ ଯାଇଥିଲେ ।

୪- ଚତୁର୍ଥ ରେ ହେଉଛନ୍ତି ଆଲୋକ ନାଥ ଏବଂ ନିନା ଗୁପ୍ତା । ଆଲୋକ ନାଥ କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ ତାଙ୍କୁ ଅନେକ ଧାରାବାହିକ ରେ ଆପଣ ତାଙ୍କୁ ଏକ ଆଦର୍ଶ ବାପା ଭୂମିକା ରେ ନଜର ଆସିଥିବେ । ତେବେ କିନ୍ତୁ ଆଲୋକ ନାଥ ଙ୍କୁ ତାଙ୍କ ସମୟରେ ଏକ ରୋମାଣ୍ଟିକ ହିରୋ ବୋଲି କୁହାଯାଉ ଥିଲା । କିନ୍ତୁ ତାଙ୍କ ନାମ ନିନା ଗୁପ୍ତା ଙ୍କ ସହ ଯୋଡ଼ା ହୋଇ ଥିଲା ସେମାନେ ଦୁଇଜଣ ଦୂରଦର୍ଶନ ରେ ଏକ ଧାରାବାହିକ ରେ ଶଶୁର ଏବଂ ବୋହୂ ଭୂମିକାରେ ନଜର ଆସିଥିଲେ କିନ୍ତୁ ପରଦା ପଛରେ ଦୁହିଁଙ୍କ ପ୍ରେମ ସମ୍ପର୍କ ବହୁତ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା ।

Leave a Reply

Your email address will not be published. Required fields are marked *