ଫେମସ ଓଡିଆ ଆକ୍ଟର, ଡାଇରେକ୍ଟର ଓ ପ୍ରଡ୍ୟୁସର Prashant Nanda ଙ୍କ Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି କଳାକାର ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ପ୍ରଶାନ୍ତ ନନ୍ଦ । ପ୍ରଶାନ୍ତ ଜଣେ ଅଭିନେତା ହେବା ସହିତ ଜଣେ ପ୍ରଡ୍ୟୁସର ଓ ଜଣେ ଡାଇରେକ୍ଟର ମଧ୍ୟ ଅଟନ୍ତି । ଆପଣ ମାନେ ପ୍ରଶାନ୍ତଙ୍କର ବହୁତ ଫିଲ୍ମ ଦେଖିଥିବେ । ତାଙ୍କର ସମସ୍ତ ଫିଲ୍ମ ଅଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟ ହୋଇଛି ।

ବନ୍ଧୁଗଣ ଆପଣ ମାନେ ପ୍ରଶାନ୍ତ ନନ୍ଦଙ୍କୁ ତ ଦେଖିଥିବେ ହେଲେ ଆପଣ ମାନେ କଣ ତାଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପ୍ରଶାନ୍ତ ନନ୍ଦଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପ୍ରଶାନ୍ତ ନନ୍ଦଙ୍କ ଜନ୍ମ ଓଡିଶାରେ ୨ ମେ ୧୯୪୭ ମସିହାରେ ହୋଇଥିଲା । ବନ୍ଧୁଗଣ ପିଲା ଦିନରୁ ପ୍ରଶାନ୍ତଙ୍କୁ ଅଭିନୟରେ ବହୁତ ରୁଚି ଥିଲା । ତାଙ୍କର ପ୍ରଥମ ଫିଲ୍ମ ଥିଲା ୧୯୬୨ ମସିହାରେ ଆସିଥିବା ଫିଲ୍ମ ‘ନୂଆ ବୋହୁ’ । ବନ୍ଧୁଗଣ ଏହି ଫିଲ୍ମଟି ତାଙ୍କର ବହୁତ ଲୋକପ୍ରିୟ ହୋଇଥିଲା ।

ଏହି ଫିଲ୍ମ ପରେ ସେ ୧୯୯୧ ମସିହାରେ ମା, ୧୯୮୯ ମସିହାରେ ଯା ଦେବୀ ସର୍ବ ଭୂତେଷୁ, ୧୯୮୯ ମସିହାରେ ନ୍ୟାୟ ଚକ୍ର, ୧୯୮୮ ମସିହାରେ ଲାଲ ପାନ ବିବି, ୧୯୮୭ ମସିହାରେ ଗୋଲାମଗିରି।, ୧୯୮୬ ମସିହାରେ ବଗୁଳା ବଗୁଲି, ୧୯୮୬ ମସିହାରେ ପକା କମ୍ବଳ ପୋଟ ଛୋଟ, ୧୯୮୪ ମସିହାରେ ଡର ଓ ୧୯୮୪ ମସିହାରେ ଗ୍ରହସ୍ତି ଆଦି ଫିଲ୍ମ କରି ବହୁତ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ ।

ସେ ୨୦୧୫ ମସିହାରେ ଓଡିଶା ଫିଲ୍ମ ଫେୟାର ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ବନ୍ଧୁଗଣ ପ୍ରଶାନ୍ତ ଜଣେ ଆକ୍ଟର ହେବା ସହିତ, ଗାୟକ, ରାଜନୀତିଜ୍ଞ, ଲେଖକ ଓ ଡାଇରେକ୍ଟର ମଧ୍ୟ ଅଟନ୍ତି । ତାଙ୍କ ପତ୍ନୀଙ୍କ ନାମ ହେଉଛି ଅନୁପମା ନନ୍ଦ । ସେ ରାଜନୀତି ଦଳ ବିଜେଡିର ଅଧିକାରୀ ଅଟନ୍ତି ।

୧୯୮୩ ମସିହାରେ ଆସିଥିବା ତାଙ୍କ ଫିଲ୍ମ ‘ସ୍ଵପ୍ନ ସାଗର’ ସୁପର ହିଟ ହୋଇଥିଲା । ଏହା ବ୍ଯତୀତ ୧୯୭୬ ମସିହାରେ ଆସିଥିବା ଫିଲ୍ମ ‘ଶେଷ ଶ୍ରାବଣ’ ଆଇ ଫିଲ୍ମରେ ସେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ପ୍ରଶାନ୍ତ ନନ୍ଦଙ୍କ ଅଭିନୟ ଭଲ ଲାଗିଥାଏ ତା ହେଲେ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *