65 ବର୍ଷୀୟ ଏହି ଓଡିଆ ଅଭିନେତ୍ରୀ ଙ୍କ ସହ ରୋମାନ୍ସ କରିବେ ହୀରୋ Sambit Mohapatra, ଯାହାଙ୍କ ନାଁ ଜାଣିଲେ ଆପଣ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଓଡିଆ କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସାଧାରଣତଃ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ହିରୋ ଓ ହିରୋଇନ ମାନଙ୍କର ବୟସ ସୀମା ବହୁତ ଅଧିକ ରହିଥାଏ ହେଲେ ଏହା ବଲିଉଡରେ ସାଧାରଣ ହୋଇଯାଇଛି । କିନ୍ତୁ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ବଲିଉଡ ପରି ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏକ ଫିଲ୍ମ ଆସିବାକୁ ଯାଉଛି ।

ଯେଉଁଥିରେ ଅଭିନେତାଙ୍କ ଠାରୁ ଅଭିନେତ୍ରୀଙ୍କ ବୟସ ବହୁତ ଅଧିକ ରହିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଫିଲ୍ମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଫିଲ୍ମ ବିଷୟରେ ।

ବନ୍ଧୁଗଣ ତରଙ୍ଗ ସିନେ ପ୍ରଡ଼କ୍ସନର ଏକ ନୂଆ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ନାମ ହେଉଛି ‘ଚୁମୁକି ମାଇଁ ଡାର୍ଲିଂ’ । ଏହି ଫିଲ୍ମର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ହେଉଛି ଏଥିରେ ଜଣେ ୨୫ ବର୍ଷୀୟ ଯୁବ ଅଭିନେତା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ବିପକ୍ଷରେ ଜଣେ ୫୨ ବର୍ଷୀୟ ଅଭିନେତ୍ରୀ ନାୟିକା ସାଜିଛନ୍ତି ।

ବନ୍ଧୁଗଣ ଏହି ୨୫ ବର୍ଷୀୟ ଯୁବ ଅଭିନେତା ହେଉଛନ୍ତି ସମ୍ବିଦ ମହାପାତ୍ର ଓ ତାଙ୍କ ବିପକ୍ଷରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ନାମ ହେଉଛି ମହେଶ୍ଵତା ରାୟ । ଏହି ଫିଲ୍ମରେ ସମ୍ବିଦ ଭବାନୀ ଭୂମିକାରେ ଅଭିନୟ କରୁଥିବା ବେଳେ ମହେଶ୍ଵତା ଚୁମୁକି ତଥା ମୁଖ୍ୟ ଅଭିନେତ୍ରୀଙ୍କ ଭୂମିକାରେ ନଜର ଆସିବେ । ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଓଡିଆ ଲଭ ଷ୍ଟୋରି ଫିଲ୍ମ ଦେଖିଥିବେ ଯେଉଁଠି ହିରୋ ନିଶ୍ଚୟ ହିରୋଇନଙ୍କ ଠାରୁ ବୟସରେ ବଡ ହୋଇଥିବେ ।

ହେଲେ ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଥମ ଥର ପାଇଁ ‘ଚୁମୁକି ମାଇଁ ଡାର୍ଲିଂ’ ଫିଲ୍ମରେ ଅଭିନେତାଙ୍କ ଠାରୁ ଅଭିନେତ୍ରୀଙ୍କ ବୟସ ସୀମା ବହୁତ ଅଧିକ ରହିଛି । ବନ୍ଧୁଗଣ ଏହି ଫିଲ୍ମର ସୁଇଟିଙ୍ଗ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି ହେଲେ ବହୁତ ଶୀଘ୍ର ଏହାର ସୁଇଟିଙ୍ଗ ଶେଷ ହେବାକୁ ଯାଉଛି ଓ ଏହି ଫିଲ୍ମଟି ଥିଏଟରରେ ରିଲିଜ ହେବାକୁ ଯାଉଛି ।

ବନ୍ଧୁଗଣ ଗୋଟେ ସମୟରେ ମହେଶ୍ଵତା ମଧ୍ୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ବୟସ ଅଧିକ ହେବାରୁ ସେ ବର୍ତ୍ତମାନ କେତେକ ଫିଲ୍ମରେ ମାର ଭୂମିକାରେ ନଜର ଆସୁଛନ୍ତି ହେଲେ ଗୋଟେ ସମୟରେ ସେ ମଧ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଥିଲେ । ଦର୍ଶକ ମାନେ ମହେଶ୍ଵତାଙ୍କର ପୁରୁଣା ଲୁକ୍ କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଓ ସୋସିଆଲ ମିଡିଆରେ ଏହି ଫିଲ୍ମର ଚର୍ଚା ବହୁତ ମାତ୍ରାରେ ହେଉଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *