ମାତ୍ର 16 ବର୍ଷ ବୟସରେ ମା’ ହୋଇଯାଇଥିଲେ ଏହି ଅଭିନେତ୍ରୀ, ଏକୁଟିଆ ପିଲାଙ୍କୁ କଲେ ଲାଳପ ପାଳନ, ଆଜି ଏମିତି କାଟୁଛନ୍ତି ଜୀବନ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଉର୍ବଶୀ ଢୋଲାକିଆ । ଆପଣ ମାନେ କେତେକ ଟିଭି ସିରିଏଲରେ ଉର୍ବଶୀଙ୍କ ଅଭିନୟ ଦେଖିଥିବେ ।

ହେଲେ ଆପଣ ମାନେ କଣ ତାଙ୍କ ପର୍ଶନାଲ ଲାଇଫ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଉର୍ବଶୀଙ୍କର ପର୍ଶନାଲ ଲାଇଫ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକଙ୍କ ବିଷୟରେ ।


ବନ୍ଧୁଗଣ ଆପଣ ମାନେ ସମସ୍ତେ ଉର୍ବଶୀଙ୍କୁ ଫେମସ ଟିଭି ସିରିଏଲ ‘କସୋଟୀ ଜିନ୍ଦେଗୀ କି’ରେ ଅଭିନୟ କରିଥିବାର ଦେଖିଥିବେ । ବନ୍ଧୁଗଣ ଉର୍ବଶୀ କେବଳ ୬ ବର୍ଷ ବୟସରେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ୬ ବର୍ଷ ବୟସରେ ସେ ଏକ ଟିଭି ବିଜ୍ଞାପନରେ ନଜର ଆସିଥିଲେ । ଏହାପରେ ସେ ଟିଭି ସିରିଏଲ ‘ଦେଖ ଭାଇ ଦେଖ’ରେ ନଜର ଆସିଥିଲେ । ଉର୍ବଶୀ ବହୁତ ଟିଭି ସିରିଏଲରେ କାମ କରିଛନ୍ତି ହେଲେ ‘କସୋଟୀ ଜିନ୍ଦେଗିକି’ ସିରିଏଲରେ ତାଙ୍କୁ ତାଙ୍କ ଜୀବନର ସବୁଠାରୁ ବଡ ସଫଳତା ହାସିଲ ହୋଇଛି ।


ଏହି ସିରିଏଲରେ ସେ କୋମୋଲିକାର ଭୂମିକାରେ ନଜର ଆସି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ସିରିଏଲରେ ସେ ନେଗେଟିଭ ଭୂମିକାରେ ନଜର ଆସି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ସିରିଏଲରେ ତାଙ୍କର ଅଭିନୟ ଦେଖି ଅନ୍ୟ ସିରିଏଲରେ ମେକେର୍ଷ ମାନେ ଅଭିନେତ୍ରୀ ମାନଙ୍କୁ ନେଗେଟିଭ ଭୂମିକାରେ ପଦର୍ଶନ କରିଥିଲେ ।

ଉର୍ବଶୀ ଏହି ସିରିଏଲ ବ୍ଯତୀତ ଘର ଏକ ମନ୍ଦିର, କାହାନି ତେରି ମେରି, କହିଁ ତୋ ହୋଗା, କଭି ସେତାନ କଭି ସେହେଲି ଓ ବିଗବସ ଆଇ ସୋରେ ମଧ୍ୟ ନଜର ଆସିଛନ୍ତି । ହେଲେ ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଉର୍ବଶୀ କେବଳ ୧୬ ବର୍ଷ ବୟସରେ ଦୁଇଟି ଛୁଆଙ୍କ ମା ହୋଇଯାଇଥିଲେ । ସେ କେବଳ ୧୫ ବର୍ଷ ବୟସରେ ବିବାହ କରିଥିଲେ ଓ ୧୬ ବର୍ଷ ବୟସରେ ଦୁଇଟି ଛୁଆଙ୍କ ମା ହୋଇଯାଇଥିଲେ ।

ଉର୍ବଶୀ ଓ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା । ଏହାପରେ ଉର୍ବଶୀ ଏକା ନିଜ ଦୁଇ ଛୁଆଙ୍କର ଲାଲନପାଳନ କରିଥିଲେ । ସେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ନିଜ ଦୁଇ ପୁଅଙ୍କୁ ବଡ କରିଛନ୍ତି ତାଙ୍କ ଛୁଆଙ୍କର ନାମ ହେଉଛି ସାଗର ଓ ଶିତିଜ । ଏହି ଦୁଇଜଣ ପୁଅ ମଧ୍ୟ ଟିଭି ସିରିଏଲ ଓ ୱେବ ସିରିଜ ଆଦିରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଉର୍ବଶୀ ନିଜ ଦୁଇ ପୁଅଙ୍କ ସହ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *