ମହିଳାଙ୍କର ଏହି 1 ଜିନିଷ କେବେ ବି ଦେଖନ୍ତୁ ନାହିଁ, ହୋଇଥାଏ ବିନାଶର କାରଣ – Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ ଯାହା ମଣିଷ ଜୀବନକୁ ସୁଖମୟ ଓ ସଫଳମୟ କରିବା ପାଇଁ ବହୁତ ସହାୟତା କରିଥାଏ । ବନ୍ଧୁଗଣ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଏପରି କିଛି ନୀତି ବିଷୟରେ ଲେଖିଛନ୍ତି ଯାହା ସମସ୍ତ ମଣିଷଙ୍କ ଜୀବନରେ ବହୁତ ସାହାର୍ଯ୍ୟ କରିପାରେ । ଯଦି ମଣିଷ ଚାଣକ୍ୟଙ୍କର ଏହି ନୀତି ଗୁଡିକୁ ମାନି ଚଳିବ ତା ହେଲେ ସେ ନିଜ ଜୀବନରେ କେବେହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବ ନାହିଁ ।

ଚାଣକ୍ୟ ଉଭୟ ରାଜନୀତି ଓ ନୈତିକ ଜୀବନ ଉପରେ ବହୁତ କିଛି ପ୍ରମୁଖ ବାର୍ତା ଦେଇଛନ୍ତି । ଏହି ସବୁ ନୀତି ନିୟମର ପାଳନ କରିଲେ ଜୀବନରେ ନିଶ୍ଚୟ ସଫଳତା ମିଳିବ । ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେଉଁ ପୁରୁଷ ମହିଳାର ଏହି ଅଙ୍ଗକୁ ଦେଖିଥାଏ ସେହି ପୁରୁଷର ମୃତ୍ୟୁ ଯେକୌଣସି ମୁହୂର୍ତରେ ହୋଇପାରେ ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏହି ମଣିଷ ମାନଙ୍କୁ ମହାପାପୀ ମନା ଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ସେହି ଅଙ୍ଗ ବିଷୟରେ କହିବାକୁ ଯାଉଛୁ । ଯାହାକୁ ପୁରୁଷ ମାନେ ଦେଖିବା ଉଚିତ ନୁହେଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ମହିଳା ମାନଙ୍କର ଏହି ଅଙ୍ଗ ଗୁଡିକ ବିଷୟରେ ।


୧. ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳା ନିଜ ଛୁଆକୁ ସ୍ତନ୍ୟପାନ କରାଉଥିବା ସମୟରେ କୌଣସି ପୁରୁଷ ତାହା ଦେଖି ନିଜ ମନରେ ଖରାପ ଚିନ୍ତା କରିଥାଏ ତା ହେଲେ ସେହି ପୁରୁଷ ଏକ ମହାନ ପାପୀ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେଉଁ ପୁରୁଷ ଏହି ମହିଳା ମାନଙ୍କ ଉପରେ ଖରାପ ଚିନ୍ତାଧାରା କରିଥାଏ ସେହି ମଣିଷ ନିଜ ମୃତ୍ୟୁ ପାଇଁ ନିଜେ ଦାୟୀ ହୋଇଥାଏ ।


୨. ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳା ଗାଧେଇବା ସମୟରେ ତାକୁ କୌଣସି ପରୁଷ ଲୁଚି ଦେଖିଥାଏ ତା ହେଲେ ସେହି ମଣିଷ ଏକ ମହାନ ପାପୀ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଲୁଚି ରହି କୌଣସି ମହିଳାକୁ ସ୍ନାନ କରିବା ସମୟରେ ଦେଖିବା ଦ୍ଵାରା ବହୁତ ବଡ ପାପ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ କେବେହେଲେ ଏହି ଭୁଲ କରନ୍ତୁ ନାହିଁ ।

୩. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କୌଣସି ପୁରୁଷକୁ କୌଣସି ମହିଳାଙ୍କ ସ୍ତନକୁ ଦେଖିବା ଉଚିତ ନୁହେଁ । କାରଣ ଏହି ଦୁନିଆର ସମସ୍ତ ମଣିଷଙ୍କ ପାଳନ ପୋଷଣ ମହିଳାଙ୍କ ସ୍ତନରୁ ହୋଇଥାଏ । ତେଣୁ ଯଦି ଆପଣ କୌଣସି ମହିଳାର ସ୍ତନକୁ ଦେଖି ନିଜ ମନରେ ଖରାପ ଚିନ୍ତଧାରା କରିବେ ତା ହେଲେ ଆପଣ ବହୁତ ବଡ ପାପର ଭାଗୀଦାର ହେବେ ।

ଶାସ୍ତ୍ର ଅନୁସାରେ ଏହି ପାପ କରୁଥିବା ମଣିଷ ପୁନର୍ବାର ମଣିଷ ଜନ୍ମ ନେଇନଥାଏ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହି ତିନୋଟି ପାପକୁ କରନ୍ତୁ ନାହିଁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *