ଓଡ଼ିଆ ସିରିଏଲ ର ହିରୋଇନ ମାନଙ୍କ ସ୍ୱାମୀ ମାନେ କଣ କରନ୍ତି ? ଜଲ୍ଦି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆଜି ଆମେ କିଛି ଧାରାବାହିକ ରେ କାମ କରୁଥିବା ଅଭିନେତ୍ରୀ ମାନଙ୍କ ସ୍ୱାମୀ ଏବଂ ତାଙ୍କ ପାରିବାରିକ ଜୀବନ ବିଷୟ ରେ ଆଲୋଚନା କରିବା । ତେବେ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଏବଂ ସେ କାହାକୁ ବିବାହ କରିଛନ୍ତି ସେ ବିଷୟରେ ଜାଣିନେବା ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ବିଦୁସ୍ମିତା । ବିଦୁସ୍ମିତାଙ୍କୁ ଆପଣ ଅନେକ ଆଲବମ ରେ ମଧ୍ୟ ଦେଖିଥିବେ ଏବଂ ଅନେକ ସିନେମା ରେ ମଧ୍ୟ ଦେଖିଥିବେ ଏବଂ ପରେ ସେ କିଛି ଧାରାବାହିକ ରେ ମଧ୍ୟ ନଜର ଆସିଲେ ତେବେ ବର୍ତ୍ତମାନ ସେ ଝିଅ ଆମର ନୂଆବୋହୁ ଧାରାବାହିକ ରେ ନଜର ଆସିଛନ୍ତି । ତେବେ ତାଙ୍କ ସ୍ୱାମୀ ହେଉଛନ୍ତି ଜଣେ ରାଜନେତା ଏବଂ ଆପଣ ତାଙ୍କୁ ଏହି ଫୋଟୋ ରେ ଦେଖି ପାରିବେ ।

୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ମାହି । ମାହି ଙ୍କୁ ଆପଣ କିଛି ସିନେମା ଏବଂ ଧାରାବାହିକ ରେ ଦେଖିଥିବେ ତେବେ ମୁଁ ବି ଅର୍ଧଙ୍ଗିନୀ ରେ ଆପଣ ମାହି ଙ୍କୁ ନିଶ୍ଚିତ ଭାବେ ଦେଖିଥିବେ ତେବେ ସେ ଅଭିନେତା ତୁଷାର ଙ୍କୁ ବାହା ହୋଇଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି ।

୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଅର୍ପିତା । ଅର୍ପିତା ଙ୍କୁ ଆପଣ ଦୁର୍ଗା ଧାରାବାହିକ ରେ ଦେଖିଥିବେ ଏବଂ ବର୍ତ୍ତମାନ ସେ ମହାଦେବୀ ଧାରାବାହିକ ରେ ନଜର ଆସିଛନ୍ତି ତେବେ ଏହି ଫୋଟୋ ରେ ଆପଣ ତାଙ୍କ ସ୍ୱାମୀ କୁ ଦେଖି ପାରୁଥିବେ ତେବେ ସେ ଜଣେ ଜିମ ଟ୍ରେନର ।

୪- ଚତୁର୍ଥ ରେ ହେଉଛି ଜାଙ୍କଲିନ । ଜାଙ୍କଲିନ କୁ ଆପଣ ଜେଜେମାଆ ଧାରାବାହିକ ରେ ନିଶ୍ଚିତ ଦେଖିଥିବେ ତେବେ ସେ ରଜ କୁଇନ ମଧ୍ୟ ହୋଇଥିଲେ । ତେବେ ସେ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଛନ୍ତି ।

୫- ପଞ୍ଚମ ରେ ହେଉଛନ୍ତି ସୋନାଲି । ସୋନାଲି ଙ୍କୁ ଆପଣ ସିନେମା ତଥା ଅନେକ ଧାରାବାହିକ ରେ ଦେଖିଥିବେ ସେ ସ୍ୱାଭିମାନ ଧାରାବାହିକ ରେ ମଧ୍ୟ ନଜର ଆସିଥିଲେ ତେବେ ସେ ଜଣେ ଇଞ୍ଜିନିୟର ଙ୍କୁ ବିବାହ କରିଛନ୍ତି ଯାହା ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *