ଦେଖନ୍ତୁ ବିବାହର ୬ ମାସ ପରେ ହନିମୁନରେ ଗଲେ Archita ଓ Sabysachi, ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ବିଷୟରେ କହିବାକୁ ଯାଉଛୁ । 


ବନ୍ଧୁଗଣ ଏହି ଦୁଇଜଣ ହେଉଛନ୍ତି ପ୍ରସିଦ୍ଧ କଳାକାର । ଉଭୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଗତ କିଛି ମାସ ତଳେ ସବ୍ୟ ଓ ଅର୍ଚ୍ଚିତା ପରସ୍ପର ସହ ବିବାହ କରିଥିଲେ । ବନ୍ଧୁଗଣ ବିବାହ ପରେ ଏହି ଦୁଇଜଣ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛନ୍ତି । ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସୁଛି ଯେ, ସବ୍ୟ ଓ ଅର୍ଚ୍ଚିତା ବିବାହ ପରେ ହନିମୁନକୁ ଯାଇଛନ୍ତି । ବନ୍ଧୁଗଣ ସବ୍ୟ ଓ ଅର୍ଚ୍ଚିତା ବିବାହର ୬ ମାସ ପରେ ହନିମୁନକୁ ଯାଇଛନ୍ତି । 

କରୋନା ମହାମାରୀ ପାଇଁ ସାରା ରାଜ୍ୟରେ ଲକଡାଉନ ଜାରି ଥିଲା ବର୍ତ୍ତମାନ ଲକଡାଉନକୁ କୋହଳ କରିବା ହେତୁ ଏହି ଦୁଇଜଣ ଛୁଟିରେ ହନିମୁନ କରିବାକୁ ଯାଇଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ହନିମୁନର କେତେକ ଫଟୋ ଅର୍ଚ୍ଚିତା ନିଜ ସୋ-ସି-ଆ-ଲ ମିଡିଆ ଆ-କା-ଉ-ଣ୍ଟ-ରେ ଅ-ପ-ଲୋଡ କରିଛନ୍ତି । ତାଙ୍କର ଏହି ହନିମୁନ ଫଟୋ ଗୁଡିକ ବହୁତ ଭା-ଇ-ରା-ଲ ମଧ୍ୟ ହେଉଛି ।

ସବ୍ୟ ଓ ଅର୍ଚ୍ଚିତାଙ୍କ ବିବାହ ରାଜସ୍ଥାନରେ ଏକ ରାଜକୀୟ ଢଙ୍ଗରେ ହୋଇଥିଲା । ଉଭୟ ପରସ୍ପର ସହ ଅନେକ ଫିଲ୍ମରେ କାମ କରିଛନ୍ତି । ଏହି ଦୁଇ ଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ପସନ୍ଦ କରନ୍ତି । ବହୁତ ବର୍ଷ ଲଭ ରିଲେସନରେ ରହିବା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଏହି ଦୁଇଜଣଙ୍କ ବିବାହ ପରେ କରୋନା ମହାମାରୀ ହେତୁ ରାଜ୍ୟରେ ଲକଡାଉନ କରଯାଇଥିଲା ଯାହାଫଳରେ ଏହି ଦୁଇଜଣ ହନିମୁନ ଯାଇପାରି ନଥିଲେ । ହେଲେ ବର୍ତ୍ତମାନ ଏହି ଦୁଇଜଣ ହନିମୁନ ଯାଇ ବହୁତ ଏଞ୍ଜୋଏ କରୁଥିବାର ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରିକି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *