ଦେଖନ୍ତୁ କୁଆଁରି ବୋହୁ ସିରିଏଲର ଜେଜେମା’ ( Sreela Tripathy) ଙ୍କ ଫ୍ୟାମିଲି ଆଲବମ

ବନ୍ଧୁଗଣ ଆପଣ ମାନେ ସମତେ ଆମ ଓଡିଆ ଲୋକପ୍ରିୟ ଧାରାବାହିକ ‘କୁଆଁରୀ ବୋହୁ’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବହୁତ କମ ସମୟ ମଧ୍ୟରେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛି କାରଣ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲରେ ଜେଜେ ମାଙ୍କ ଭୂମିକା ପଦର୍ଶନ କରୁଥିବା ଅଭିନେତ୍ରୀ ସିଲା ତ୍ରିପାଠୀଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ଗତ କିଛି ଦିନ ତଳେ ସିଲାଙ୍କ ଉପରକୁ ଆ-କ୍ର-ମ-ଣ ହୋଇଥିଲା ଯେଉଁଥି ପାଇଁ ସେ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଥିଲେ । ମିଡିଆ ରିପୋର୍ଟସ ଅନୁସାରେ ରାତିରେ ସିଲା ତ୍ରିପାଠୀ ନିଜ ସୁ-ଟି-ଙ୍ଗ କାମ ସାରି ଘରକୁ ଯାଉଥିବା ସମୟରେ ତାଙ୍କ ଉପରକୁ କିଛି ନି-ଶା-ଖୋ-ର ମଣିଷ ଆ-କ୍ର-ମ-ଣ କରିଥିଲେ । ହେଲେ ଅଳ୍ପକେ ବର୍ତୀ ଯାଇଛନ୍ତି ସିଲା ତ୍ରିପାଠୀ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସିଲା ତ୍ରିପାଠୀଙ୍କ ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସିଲା ତ୍ରିପାଠୀ ହେଉଛନ୍ତି ଏକ ପ୍ରସିଦ୍ଧ ଅଭିନେତ୍ରୀ । ଆପଣ ମାନେ ସମସ୍ତେ ସିଲାଙ୍କୁ ପ୍ରଥମେ ଓଡିଆ ଧାରାବାହିକ ‘ତୁଳସୀ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ସିରିଏଲ ବ୍ଯତୀତ ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସିଲା ବଙ୍ଗାଳୀ ସିରିଏଲ ଓ କେତେକ ଆଲବମ ଗୀତରେ ମଧ୍ୟ କାମ କରିଛନ୍ତି ।

ସିଲା ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ବହୁତ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥିଲେ । ବର୍ତ୍ତମାନ ସମୟରେ ସିଲା ନିଜ ପରିବାର ସହ ଭୁବନେଶ୍ଵରରେ ରହୁଛନ୍ତି । ସେ ତାଙ୍କ ପୁଅ ଓ ତାଙ୍କ ସ୍ଵାମୀଙ୍କ ସହ ରହୁଛନ୍ତି । ବନ୍ଧୁଗଣ ତାଙ୍କ ସ୍ଵାମୀ ହେଉଛନ୍ତି ଜଣେ ବଡ ବିଜନେସ ମ୍ୟାନ ଓ ତାଙ୍କ ପୁଅ ବର୍ତ୍ତମାନ ସ୍କୁଲରେ ପାଠ ପଢୁଛନ୍ତି ।

ବର୍ତ୍ତମାନର ସମୟରେ ସିଲା ଗୋଟିଏ ସିରିଏଲର ଗୋଟିଏ ଏପିସୋଡ କରିବା ପାଇଁ ୫ ରୁ ୮ ହଜାର ଟଙ୍କା ନେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସିଲା ତ୍ରିପାଠୀଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *