ଜାଣନ୍ତୁ ଓଲିଉଡ ର ଏହି ଫେମସ ହିରୋଇନ ମାନଙ୍କ ଘର କେଉଁଠି ?

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆପଣମାନେ ନିଶ୍ଚିତ ଭାବେ ଓଡ଼ିଆ ଚଳଚ୍ଚିତ୍ର ଦେଖୁଥିବେ ।ସେଥିରେ ବିଭିନ୍ନ ପ୍ରକାର ହିରୋ ହିରୋଇନ କାମ କରିଥାନ୍ତି ।ଆପଣମାନେ ଜାଣିଛନ୍ତି ସେଥିରେ ଥିବା ହିରୋଇନ ମାନଙ୍କ ଘର କେଉଠି ?ଯଦି ଜାଣିନାହାନ୍ତି ତାହାଲେ ଆମେ ଆଜି ସେହି ବିଷୟରେ ଆପଣଙ୍କୁ ଜଣେଇବାକୁ ଆସିଛୁ ।ତେବେ ଆସନ୍ତୁ ଜାଣିବା ଓଡ଼ିଆ ଚଳଚ୍ଚିତ୍ରର ଅଭିନେତ୍ରୀଙ୍କ ଘର ବିଷୟରେ ।

୧.ପ୍ରଥମେ ଆସନ୍ତୁ ଜାଣିବା ଅଭିନେତ୍ରୀ ଭୂମିକାଙ୍କ ବିଷୟରେ ।ଆପଣମାନେ ଜାଣିଥିବେ ଯେ ଭୂମିକା ବହୁତ ଛୋଟ ବେଳୁ ଅଭିନୟ କରୁଛନ୍ତି ।ତାଙ୍କ ପ୍ରକୃତ ଜନ୍ମସ୍ଥାନ ହେଉଛି ରାଉରକେଲା ।ସେ ସେଠାରେ ଜନ୍ମ ହୋଇଥିଲେ ।ହେଲେ ସେ ଏବେ ଭୁବନେଶ୍ୱର ରେ ରହିକି ନିଜର ଅଭିନୟ କାମ କରିବା ସହିତ ନିଜ ପାଠପଢା ମଧ୍ୟ ଜାରି ରଖିଛନ୍ତି ।

୨.ଏହାପରେ ପୁନମ ମିଶ୍ରଙ୍କ ବିଷୟରେ ଜାଣିବା ।ଆପଣମାନେ ଜାଣିଥିବେ ପୁନମ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି ।ସେ ବହୁତ ଚଳଚ୍ଚିତ୍ରରେ ହିରୋଇନ ଭାବେ ବହୁତ କାମ କରିଛନ୍ତି ।ସେଥିପାଇଁ ସେ ବହୁତ ଜଣାଶୁଣା ।ତାଙ୍କର ପ୍ରକୃତ ଜନ୍ମସ୍ଥାନ ହେଉଛି ଭୁବନେଶ୍ୱର ।ସେ ସେଠାରେ ଜନ୍ମ ହୋଇଥିଲେ ।ସେ ଏବେ ଭୁବନେଶ୍ୱର ରେ ରହି ନିଜର ଭବିଷ୍ୟତ ଗଢୁଛନ୍ତି ।

୩.ଏବେ ଜାଣିବା ବର୍ଷା ପ୍ରିୟଦର୍ଶୀନଙ୍କ ବିଷୟରେ ।ସେ ବହୁତ ଚଳଚ୍ଚିତ୍ରରେ ହିରୋଇନ ଭାବେ ବହୁତ କାମ କରିଛନ୍ତି ।ସେଥିପାଇଁ ସେ ବହୁତ ଜଣାଶୁଣା ।ତାଙ୍କର ପ୍ରକୃତ ଜନ୍ମସ୍ଥାନ ହେଉଛି ଭୁବନେଶ୍ୱର ।ସେ ସେଠାରେ ଜନ୍ମ ହୋଇଥିଲେ ।ଏବେ ସେ ଅନୁଭବ ମହାନ୍ତିଙ୍କ ସହିତ ବିବାହ କରିକି ତାଙ୍କ ସହିତ କଟକରେ ରହୁଛନ୍ତି ।

୪.ଏବେ ଜାଣିବା ଶିବାନି ପ୍ରିୟଦର୍ଶିନୀ ବିଷୟରେ ।ସେ ଏବେ ହେଉଛନ୍ତି ଜଣେ ଆଗ ଧାଡ଼ିର ଅଭିନେତ୍ରୀ ।ସେ ବହୁତ ଚଳଚ୍ଚିତ୍ର ରେ ହିରୋଇନ ଭାବେ କାମ କରିଛନ୍ତି ।ତାଙ୍କର ଏବେ ଏକ ଚଳଚ୍ଚିତ୍ର ଆସୁଛି ବାବୁସାନ ଙ୍କ ସହିତ ଯାହାକି ହେଉଛି “ବିଦ୍ୟାରାଣ” ।ତାଙ୍କର ପ୍ରକୃତ ଘର ହେଉଛି ଖୋର୍ଦ୍ଧା ।ସେ ଖୋର୍ଦ୍ଧାରେ ଜନ୍ମ ହୋଇଥିଲେ ।

୫.ଏବେ ଆସନ୍ତୁ ଜାଣିବା ଅର୍ଚିତାଙ୍କ ବିଷୟରେ ।ସେ ଏବେ ହେଉଛନ୍ତି ଜଣେ ଆଗ ଧାଡ଼ିର ଅଭିନେତ୍ରୀ ।ସେ ବହୁତ ଚଳଚ୍ଚିତ୍ର ରେ ହିରୋଇନ ଭାବେ କାମ କରିଛନ୍ତି ।ତାଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ୱର ।

୬.ଏବେ ଆସନ୍ତୁ ଜାଣିବା ଶୀତଲଙ୍କ ବିଷୟରେ ।ସେ ହେଉଛନ୍ତି ଜଣେ ବହୁତ ଜଣାଶୁଣା ଅଭିନେତ୍ରୀ ।ତାଙ୍କର ସବୁ ଚଳଚ୍ଚିତ୍ର କୁ ଲୋକ ବହୁତ ଭଲ ପାଇଥାନ୍ତି ।ତାଙ୍କ ପ୍ରକୃତ ଘର ହେଉଛି କଟକ ।

୭.ଏହାପରେ ରିୟାକୁ ମଧ୍ୟ ସମସ୍ତେ ବହୁତ ଭଲ ପାଇଥାନ୍ତି ।ସେ ମଧ୍ୟ ବହୁତ ଭଲ ଅଭିନୟ କରନ୍ତି ।ତାଙ୍କ ଚଳଚ୍ଚିତ୍ର ମଧ୍ୟ ବହୁତ ଲୋକପ୍ରିୟ ।ତାଙ୍କ ଘର ହେଉଛି ବାଲେଶ୍ଵର ।

୮.ଏହାପରେ ହେଉଛନ୍ତି ଝିଲିକ ।ସେ ହେଉଛନ୍ତି ବେଙ୍ଗଲୀ ଝିଅ ।ସେ ଓଡ଼ିଶାର ବିଧାୟକଙ୍କ ସହିତ ବିବାହ କରିକି ଏବେ ଓଡ଼ିଶାରେ ରହୁଛନ୍ତି ।ତାଙ୍କ ପ୍ରକୃତ ଜନ୍ମ ସ୍ଥାନ ହେଉଛି କଲିକତା ।

୯.ଏହାପରେ ହେଉଛନ୍ତି ଏଲିନା ।ସେ ତରଙ୍ଗ ମାଧ୍ୟମରେ ଅଭିନୟରେ ପାଦ ଦେଇଥିଲେ । ତାଙ୍କ ପ୍ରଥମ ଚଳଚିତ୍ର ହେଉଛି “ଇସ୍କ ତୁ ହି ତୁ” ।ତାଙ୍କ ଜନ୍ମସ୍ଥାନ ହେଉଛି ଭଦ୍ରକ ।ସେ ଏବେ ଭଦ୍ରକ ର ଗୋଟେ ଗାଁ ରେ ରହୁଛନ୍ତି ।

୧୦.ଏହାପରେ ଆସନ୍ତୁ ଜାଣିବା ପ୍ରକୃତି ମିଶ୍ର ଙ୍କ ବିଷୟରେ ।ସେ ଜଣେ ବହୁତ ଭଲ ଅଭିନେତ୍ରୀ ।ତାଙ୍କ ପ୍ରକୃତ ଘର ହେଉଛି ଖୋର୍ଦ୍ଧା ।ସେ ଏବେ ମୁମ୍ବାଇ ରେ ରହିକି ନିଜ ଭବିଷ୍ୟତ ଗଢୁଛନ୍ତି ।

୧୧.ଏବେ ଜାଣିବା ସୁପ୍ରିୟାଙ୍କ ବିଷୟରେ ।ସେ ମଧ୍ୟ ବହୁତ ଭଲ ଅଭିନୟ କରିଥାନ୍ତି। ସେ ଅନୁଭବ ଙ୍କ ସହିତ ବିଜୁ ବାବୁ ଚଳଚିତ୍ର କରିଥିଲେ ।ତାଙ୍କ ପ୍ରକୃତ ଘର ହେଉଛି ଗୁଜୁରାଟ ସେ ଏବେ ଭୁବନେଶ୍ୱର ରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *