ଝିଅ ତୁମକୁ ଭଲ ପାଉଛି ନା ନାହିଁ କିପରି ଜାଣିବେ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଯଦି ଆପଣ ଗୋଟେ ଝିଅ କୁ ପସନ୍ଦ କରୁଛନ୍ତି ,ମନେ ମନେ ଭଲ ପାଉଛନ୍ତି ,ଆପଣ ଜାଣିପାରୁନାହାନ୍ତି ସେ ଆପଣଙ୍କୁ ଭଲ ପାଉଛି କି ନାହିଁ ସେ ଝିଅ ଆପଣଙ୍କୁ ଚାହୁଁଚି ନା ନାହିଁ ,ଆପଣ ତାର ପସନ୍ଦ ହେଉଛନ୍ତି କି ନାହିଁ ସେହି ବିଷୟରେ ଜାଣିବା ପାଇଁ କେମିତି ଜାଣିବେ ଆଜି ଆମେ ତାହା ଜାଣିବା ।ଗୋଟେ ଝିଅ ଆପଣଂକୁ ଭଲ ପାଉଛି କି ନାହିଁ ଜାଣିବାକୁ ହେଲେ ତାର ଲକ୍ଷଣ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ସେହି ୩ଟି କାରଣ ଯାହାକୁ ଦେଖିକି ଆପଣ ଜାଣିପାରିବେ ସେ ଝିଅ ଆପଣଙ୍କୁ କେତେ ଭଲ ପାଉଛି ।ଯଦି ଗୋଟିଏ କାରଣ ବି ସେହି ଝିଅ ପାଖରେ ଦେଖିବେ ତେବେ ଜାଣିପାରିବେ ଯେ ସେ ଝିଅ ଆପଣଙ୍କୁ ନିଶ୍ଚିତ ଭାବେ ବହୁତ ଭଲ ପାଉଛି ।

୧.ସେ ଝିଅ ଆପଣଂକୁ ପଛକୁ ଦେଖି କରି ଚାହିଁବ ।କାରଣ ଆମେ ସେହି ଝିଅ ବିଷୟରେ କହୁଛୁ ଯାହାକୁ ଆପଣ ଜୀବନରୁ ଚାହୁଛନ୍ତି ବା ଜୀବନରୁ ଭଲ ପାଉଛନ୍ତି କିମ୍ବା ପରସ୍ପର ମଧ୍ୟରେ କିଛି ଚାଲିଛି ।ହସ ଆଳାପ ହୋଇଛି ତାହାଲେ ସେ ଝିଅ ଯେତେବେଳେ ବି ଆପଣଙ୍କ ପାଖରେ ଥିବା ସେ ଆପଣଙ୍କୁ ବୁଲି ବୁଲି ଚାହିଁବ ।ସେ ଝିଅ ଚାହୁଁ କି ନା ଚାହୁଁ କିନ୍ତୁ ସେ ବୁଲିକି ଦେଖିବ ହିଁ ଦେଖିବ ।ସେ ଆପଣକୁ ଦେଖିବାକୁ ବାହାନା ଖୋଜିବ ।କିଛି ନା କିଛି ବାହାନା କରିକି ସେ ଆପଣଙ୍କୁ ଦେଖିବ ମାନେ ଦେଖିବ ସେ ଚାହୁଁ କି ନା ଚାହୁଁ।

୨.ଝିଅ ତୁମକୁ ପ୍ରଶଂସା କରିବା ।ସେ ତୁମର ପ୍ରତିଟି କାମକୁ ପ୍ରଶଂସା କରିବ ।ଏଥିରେ ଦୁଇଟି କାରଣ ଦେଖା ଯାଏ ।ପ୍ରଥମ ଯଦି ସେ ତୁମକୁ ଚାହେଁ ଭଲ ପାଏ ତାହାଲେ ସେ ତୁମର ସମ୍ମାନ କରିବ ।ଏହା ବ୍ୟତୀତ ଆପଣଙ୍କ ସବୁ କିଛି ତାକୁ ବହୁତ ଭଲ ଲାଗିବ ।ସବୁ କାମ ଦ୍ଵାରା ସେ ଖୁସି ହେବ ।ସେ ତୁମକୁ ବହୁତ ଭଲ ପାଏ ବୋଲି ଜାଣିପାରିବେ ।

ଦ୍ଵିତୀୟ ଟି ହେଉଛି ସେ ଆପଣଙ୍କୁ ,ଆପଣଙ୍କ କାମ କୁ ପ୍ରଶଂସା କରିବେ ।ସେ ତୁମ ଭାଇ ,ଭଉଣୀ ସାଙ୍ଗରେ ଥିବା ସମୟରେ ତମକୁ ବହୁତ ପ୍ରଶଂସା କରିବେ ଏବଂ ତୁମ କାମକୁ ମଧ୍ୟ ପ୍ରଶଂସା କରିବେ ।ସାଙ୍ଗ ସାଥିଙ୍କ ସହିତ ଥିବା ସମୟରେ ଆପଣଙ୍କ ସହିତ ସବୁ ପ୍ରକାର ସାଥ ଦେବେ ।ଆପଣଙ୍କୁ ବହୁତ ପ୍ରଶଂସା କରିବେ ।ଆପଣଙ୍କୁ ବହୁତ ଭଲ କହିବେ ।

୩.ଝିଅ ସଜେଇ ହେବା ।ଯଦି ଝିଅ ଆପଣଙ୍କୁ ପସନ୍ଦ କରୁଛି ତେବେ ନିଜର ଦୈନିକ ନିତ୍ୟକର୍ମ ଆପଣଙ୍କୁ ଧ୍ୟାନରେ ରଖିକି କରିଥିବ ।ଆପଣଙ୍କ ପସନ୍ଦର ଡ୍ରେସ ପିନ୍ଧିବ ।ଆପଣଙ୍କୁ ଯେଉଁ ଭଳି ମେକପ ପସନ୍ଦ ଆସିବ ସେ ସେହି ଭଳି ନିଜକୁ ସଜେଇବେ ।ଆପଣଙ୍କୁ ଆକର୍ଷିତ କରିବା ପାଇଁ ଆପଣଙ୍କୁ ଯାହା ସବୁ ପସନ୍ଦ ସେ ସେହି କାମ କରିବ ।ସେ ଆପଣଙ୍କ ସହିତ ହସି ହସି ସବୁବେଳେ କଥା ହେବ ।

ସେ ଆପଣଙ୍କୁ ପାଇବା ପାଇଁ ବ୍ୟାକୁଳ ହେବ ।ବିନା କାରଣରେ ମଧ୍ୟ ଆପଣଙ୍କ ସହିତ ହସିବାକୁ ଚାହିଁବ ।ଆପଣଙ୍କୁ ଛୁଇଁବାକୁ ଚାହିଁବ ।ଏହି ସବୁ କାମ ଯଦି ଗୋଟିଏ ଝିଅ ପାଖରେ ଦେଖା ଯାଏ ତେବେ ଆପଣ ଜାଣିନେବେ ସେ ଝିଅ ଆପଣଙ୍କୁ ଭଲ ପାଉଛି ହିଁ ପାଉଛି ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଲଭ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *