ନିଜର ଆସନ୍ତା ଗୀତ ପାଇଁ Disha Patani ସ୍ପୋର୍ଟ୍ସ ବ୍ରାରେ କଲେ ଡାନ୍ସ ପ୍ରାକ୍ଟିସ, ଭାଇରାଲ ହେଉଛି ହଟ ଭିଡିଓ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ,ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ସାଧାରଣତଃ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଏହି କିଛି ଦିନ ହେବ ଦିଶା ନିଜର ଭାଇରାଲ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଏହି କିଛି ସମୟ ପୂର୍ବରୁ ଦିଶା ଏକ ବୋଟରେ ଛିଡା ହୋଇ ଏକ ବ୍ରାରେ ନଜର ଆସିଥିଲେ । ଫ୍ୟାନ୍ସ ମାନେ ଏହି ଫଟୋରେ ବହୁତ କମେଣ୍ଟ କରୁଛନ୍ତି । ବନ୍ଧୁଗଣ ଏହି କିଛି ଦିନ ହେବ ଦିଶାଙ୍କର ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଦିଶା ଏହି ଭିଡିଓରେ ନିଜ କୋରିଓ ଗ୍ରାଫରଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ଦିଶା ଏକ ପିଙ୍କ କଲରର ବ୍ରା ସହିତ ବ୍ଲାକ କଲରର ପ୍ଯାଣ୍ଟ ପିନ୍ଧି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଏହା ସହିତ ଦିଶା ବିନା ମେକଅପରେ ଚୁଟି ଖୋଲି ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓରେ ଦିଶାଙ୍କ ଫ୍ୟାନ୍ସ ମାନେ ବହୁତ କମେଣ୍ଟ ସେୟାର କରିଛନ୍ତି । ଏହି ଭିଡିଓରେ ଦିଶାଙ୍କ ସେକସି ଫିଗରକୁ ଦେଖି ଫ୍ୟାନ୍ସ ମାନେ ବହୁତ ପ୍ରଶଂସା କରିଛନ୍ତି । ବନ୍ଧୁଗଣ ଏହା ବ୍ଯତୀତ ଦିଶାଙ୍କର ଅନ୍ୟ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା  ।


ଦିଶା ଏକ ଡ୍ୟାନ୍ସ ଭିଡିଓରେ ବହୁତ ଛୋଟ ଡ୍ରେସରେ ନଜର ଆସିଥିଲେ । ଯାହାଫଳରେ ତାଙ୍କୁ ବହୁତ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଥିଲା । ବନ୍ଧୁଗଣ ଦିଶା ଅଧିକାଂଶ ସମୟ ନିଜ ଡ୍ରେସ ପାଇଁ ଟ୍ରୋଲିଙ୍ଗର ଶିକାର ହୁଅନ୍ତି । ବନ୍ଧୁଗଣ କିଛି ଦିନ ତଳେ ଦିଶା ନୋରା ଫତେହୀଙ୍କର ଏକ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ବନ୍ଧୁଗଣ ଏହି ଭିଡିଓରେ ଦିଶା ଡ୍ୟାନ୍ସରେ ନୋରାଙ୍କୁ ମଧ୍ୟ ଟକ୍କର ଦେଇଥିଲେ ।

ଏହା ବ୍ଯତୀତ ଦିଶା ଲକଡାଉନ ସମୟରେ ଦିଶା ଟାଇଗର ଶ୍ରୋଫଙ୍କ ଭଉଣୀ ସହ ବହୁତ ମସ୍ତି ଓ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଥିଲେ । ବନ୍ଧୁଗଣ ଆସୁଥିବା ଦିନରେ ଦିଶାଙ୍କର ଦୁଇଟି ବଡ ଫିଲ୍ମ ଆସିବାକୁ ଯାଉଛି । ଫିଲ୍ମ ରାଧେ ଓ କେଟିନାରେ ସେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିବେ । ବନ୍ଧୁଗଣ ଏହି ଦୁଇଟି ଫିଲ୍ମ ଏହି ବର୍ଷ ରିଲିଜ ହେବାକୁ ଯାଉଛି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *