ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ବହୁତ ସୁନ୍ଦର ନଜର ଆସନ୍ତି । ବନ୍ଧୁଗଣ ଏମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଆପଣ ମାନେ ଏମାନଙ୍କୁ କେବଳ ଟିଭିରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ମେକଅପ୍ ରେ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସିଥାନ୍ତି ।
ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଅବଭିନେତ୍ରୀ ମାନଙ୍କୁ ବିନା ମେକଅପ୍ ରେ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଆମ ଓଡିଆ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ମାନଙ୍କର ବିନା ମେକଅପ୍ ଲୁକ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଅନନ୍ୟା ଦାସ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଅନନ୍ୟା ଦାସ । ବନ୍ଧୁଗଣ ଅନନ୍ୟା ଓଡିଆର ବହୁତ ଫେମସ ସିରିଏଲରେ ଅଭିନୟ କରିଛନ୍ତି । ଦର୍ଶକ ମାନେ ଅନନ୍ୟାଙ୍କ ଅଭିନୟ ଓ ସୁନ୍ଦରତାକୁ ବହୁତ ଅଧିକ ପସନ୍ଦ କରନ୍ତି ବନ୍ଧୁଗଣ ଅନନ୍ୟା ମେକଅପ୍ ରେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ସେହିପରି ସେ ବିନା ମେକଅପ୍ ରେ ମଧ୍ୟ ବହୁତ ଅଧିକ ସୁନ୍ଦର ନଜର ଆସନ୍ତି ।
ଅର୍ପିତା କର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଅର୍ପିତା କର । ବନ୍ଧୁଗଣ ଅର୍ପିତା ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ବହୁତ ପ୍ରସିଦ୍ଧ ସିରିଏଲରେ କାମ କରିଛନ୍ତି । ଦର୍ଶକ ମାନେ ଅର୍ପିତାଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଅର୍ପିତା ମେକଅପ୍ ରେ ବହୁତ ସୁନ୍ଦର ଓ ଗ୍ଲେମରସ ନଜର ଆସନ୍ତି ହେଲେ ସେ ବିନା ମେକଅପ୍ ରେ ବହୁତ ଅଲଗା ଦେଖା ଯାନ୍ତି । କାରଣ ତାଙ୍କ ଚେହେରାର କଳା ଦାଗ କ୍ଲିଅର ନଜର ଆସେ ।
ଶ୍ରଦ୍ଧା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଶ୍ରଦ୍ଧା । ଆପଣ ମାନେ ସମସ୍ତେ ଶ୍ରଦ୍ଧାଙ୍କୁ ବହୁତ ସିରିଏଲରେ ଦେଖିଥିବେ । ଶ୍ରଦ୍ଧାଙ୍କ ସୁନ୍ଦରତାକୁ ଦର୍ଶକ ମାନେ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରିଥାନ୍ତି । ବନ୍ଧୁଗଣ ମେକଅପ୍ ରେ ଶ୍ରଦ୍ଧା ବହୁତ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ସେହିପରି ବିନା ମେକଅପ୍ ରେ ମଧ୍ୟ ସେ ସୁନ୍ଦର ନଜର ଆସନ୍ତି ।
ଛନ୍ଦିତା – ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଛନ୍ଦିତା । ଛନ୍ଦିତା ନିଜ ସୁନ୍ଦରତା ଓ ଅଭିନୟକୁ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଦର୍ଶକ ମାନେ ଛନ୍ଦିତା ଙ୍କ ସୁନ୍ଦରତାର ବହୁତ ପ୍ରଶଂସା କରନ୍ତି । ଛନ୍ଦିତା ମେକଅପ୍ ରେ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ହେଲେ ବନ୍ଧୁଗଣ ସେ ବିନା ମେକଅପ୍ ରେ ବହୁତ ଅଲଗା ନଜର ଆସନ୍ତି । ତାଙ୍କ ଆଖି ତଳେ ଥିବା ଡାର୍କ ସର୍କଲ କ୍ଲିଅର ନଜର ଆସେ ।
ଲିପି- ଆମ ଲିଷ୍ଟର ଶେଷରେ ଅଛନ୍ତି ଲିପି ମହାପାତ୍ର । ଲିପି ତାରା ତାରିଣୀ ସିରିଏଲ ରେ ଲୀଡ ରୋଲରେ ନଜର ଆସୁଛନ୍ତି । ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଲୋକଙ୍କ ମନକୁ କିଣି ପାରିଛନ୍ତି । ଲିପି ମେକପ ରେ ଯେମିତି ସୁନ୍ଦର ଦେଖା ଯାନ୍ତି ଠିକ ସେହିପରି ବିନା ମେକପ ରେ ମଧ୍ୟ ସେ ବହୁତ ସୁନ୍ଦର ଲାଗନ୍ତି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ