ସବୁଠୁ ଅଧିକ ଗର୍ବୀ ହୋଇଥିବା କାରଣରୁ ବଦନାମ ହେଇ ସାରିଛନ୍ତି TV ଇଣ୍ଡଷ୍ଟ୍ରି ର ଏହି 4 ଜଣ Actress, କିଏ ସୁଟିଙ୍ଗ ସେଟ ରେ କରିଛି ଝଗଡା ତ କିଏ କହିଛି ଅଶ୍ଳୀଳ ଭାଷା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କିଛି ଏମିତି ଅଭିନେତ୍ରୀ ଙ୍କ ସମ୍ପର୍କରେ ରେ ଯିଏ ଅଭିନୟ କ୍ଷେତ୍ର ରେ ସଫଳତା ଲାଭ କରି ଗର୍ବୀ ହେଇ ଯାଇଛନ୍ତି ।
ଟିଭି ସିରିଏଲ ଜଗତ ର କିଛି ଏମିତି ତାରକା ଅଛନ୍ତି ନିଜ କ୍ୟାରିଅର ଅଭିନୟ ମାଧ୍ୟମରେ ଆରମ୍ଭ କରିଛନ୍ତି ଏବଂ ସଫଳତା ହାସଲ କରିବା ପରେ ବହୁତ ଗର୍ବୀ ସାଜି ଯାଇଛନ୍ତି । ଏହି ଅଭିନେତ୍ରୀ ମାନେ ନିଜକୁ ବଲିଉଡ ହିରୋଇନ ଙ୍କ ଠୁ ମଧ୍ୟ କମ ଭାବନ୍ତିନି ।

ଜେନିଫର- ତେବେ ବନ୍ଧୁଗଣ ପ୍ରଥମେ ଆମେ ଆପଣଙ୍କୁ କହିବା କୁ ଯାଉଛୁ ଟିଭି ସିରିଏଲ ଜଗତ ର ପ୍ରସିଦ୍ଧ ଅଭିନେତ୍ରୀ ‘ଜେନିଫର’ ଙ୍କ ବିଷୟରେ । ଜେନିଫର ଛୋଟ ପରଦା ର ଜଣେ ବଡ କଳାକାର ଅଟନ୍ତି। ଜେନିଫର ଦେଖିବା କୁ ବହୁତ ସୁନ୍ଦର। ତାଙ୍କ ସିରିଏଲ ‘ବେହଦ’ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସି ଥିଲା। ତା ପରେ ସେ ‘ବେପନହା’ ସିରିଏଲ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

ତାଙ୍କ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ମନ କୁ କିଣି ନେଇଛନ୍ତି । ଜେନିଫର ନିଜ କାମ ରେ କୌଣସି ବାଧା ଆସିଲେ ପସନ୍ଦ କରନ୍ତି ନାହିଁ। ଏଥିପାଇଁ ସେ ଶୁଟିଂ ସେଟ ରେ ଝଗଡା ମଧ୍ୟ କରିଛନ୍ତି ବୋଲି ଶୁଣିବା କୁ ମିଳେ।

କରିସ୍ମା ତନ୍ନା- ଟିଭି ସିରିଏଲ ଜଗତ ର ପ୍ରମୁଖ ତାରକା ‘କରିସ୍ମା ତନ୍ନା’ ଙ୍କ ବିଷୟରେ କହିବା କୁ ଗଲେ ସେ ଛୋଟ ପରଦା ସହିତ ବଡ଼ ପରଦା ରେ କାମ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ବଲିଉଡ ଅଭିନେତା ‘ରଂବୀର କପୁର’ ଙ୍କ ଫିଲ୍ମ ‘ସଂଜୁ’ ରେ କରିସ୍ମା ଙ୍କୁ ଦେଖୁବାକୁ ମିଳିଛି। ତାଙ୍କ କାମ କୁ ଦର୍ଶକ ମାନେ ପସନ୍ଦ ମଧ୍ଯ କରିଛନ୍ତି । ହେଲେ କରିସ୍ମା ଜଣେ ଗର୍ବୀ ଅଭିନେତ୍ରୀ ଅଟନ୍ତି । ସୋସିଆଲ ମିଡ଼ିଆ ରେ କରିସ୍ମା ଙ୍କୁ ଅଭଦ୍ର ଭାଷା ବ୍ୟବହାର କରିବାର ଦେଖିବା କୁ ମିଳିଛି । କରିସ୍ମା ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନକୁ ନିଶ୍ଚିତ କିଣିଛନ୍ତି କିନ୍ତୁ ଏହି ଅଭିନେତ୍ରୀ ଜଣେ ଗର୍ବୀ ଅଭିନେତ୍ରୀ ଭାବରେ ଗଣା ।

ହିନା ଖାନ- ଟିଭି ସିରିଆଲ ଜଗତ ର ପ୍ରସିଦ୍ଧ ଅଭିନେତ୍ରୀ ‘ହିନା ଖାନ’ ଙ୍କ ବିଷୟରେ କହିବା କୁ ଗଲେ ସେ ମଧ୍ୟ ଗର୍ବୀ ଅଭିନେତ୍ରୀ ଭାବରେ ଗଣା। ହିନା ବିଗ ବସ ରେ ପ୍ରତିଯୋଗୀ ହିସାବ ରେ ଯୋଗ ଦେଇଥିଲେ। ସେହି ସୋ ରେ ତାଙ୍କର ଅଭିମାନୀ ଚରିତ୍ର ଦର୍ଶକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ସେ ନିଜକୁ ସବୁ ଅଭିନେତ୍ରୀ ଙ୍କ ଠାରୁ ସର୍ବଦା ଶ୍ରେଷ୍ଠ ଭାବି ଆସିଛନ୍ତି। ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ ରେ ବୋହୁ ଚରିତ୍ର ରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଜଣଙ୍କ ପରେ ଏକ ନୂଆ ଅବତାର କୁ ଆପଣାଇ ନେଇଛନ୍ତି ।

ଅଙ୍କିତା ଲୋଖଣ୍ଡେ- ଅଙ୍କିତା ଲୋଖଣ୍ଡେ ଟିଭି ସିରିଏଲ ଜଗତ ର ଜଣେ ଜଣାଶୁଣା ଅଭିନେତ୍ରୀ । ସିରିଆଲ ‘ପବିତ୍ର ରିସ୍ତା’ ରେ ମୁଖ୍ୟ ଚରିତ୍ର ଭାବରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଜଣଙ୍କ ପରେ ଅତ୍ୟନ୍ତ ଗର୍ବୀ ହେଇଗଲେ। ଶୁଟିଂ ସେଟ ରେ ସେ ନିଜ ସହଯୋଗୀ ମାନଙ୍କ ସହ ଝଗଡା କରିବାର ମଧ୍ୟ ଶୁଣା ଯାଇଛି। ସେଥିପାଇଁ ଅଙ୍କିତାଙ୍କୁ ବର୍ତ୍ତମାନ କୌଣସି ସିରିଏଲ ରେ କାମ ମିଳୁନାହିଁ । ଦେଖିବାକୁ ଗଲେ ଟିଭି ସିରିଏଲ ଜଗତ ରେ ତାଙ୍କର କୌଣସି ସମ୍ପର୍କ ନଥିବା ଭଳି ଦେଖୁବାକୁ ମିଳୁଛି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *