ନୂଆ ବୋହୁ ରେ ଅଭିନୟ କରୁଥିବା Satwik(Jagtjit) ଙ୍କ Family ଆଲବମ ଆଗରୁ କେବେ ବି ଦେଖି ନଥିବେ

ନମସ୍କାର ଫ୍ରେଣ୍ଡ୍ସ, ଆପଣ ମାନେ ତ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ନୂଆ ବୋହୁ ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ । ଯଦି ଦେଖୁଥିବେ ସେଥିରେ ହୀରୋ ଭୂମିକାରେ ଅଭିନୟ କରୁଥିବା ସାତ୍ଵିକ ଙ୍କୁ ତ ଜାଣିଥିବେ । ନୂଆ ବୋହୁ ଧାରାବାହିକ ରେ ଖୁବ ସୁନ୍ଦର ଅଭିନୟ କରି ସାତ୍ଵିକ ଦର୍ଶକଙ୍କ ମନକୁ କିଣି ପାରିଛନ୍ତି । ଲୋକମାନେ ସାତ୍ଵିକ ଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି । ସାତ୍ଵିକ ଙ୍କର ପ୍ରକୃତ ନାମ ହେଉଛି ଜଗଜୀତ ଓ ଡାକନାମ ରାଜା ।

ସାତ୍ଵିକ ଢେଙ୍କାନାଳ ର ବାସିନ୍ଦା ଅଟନ୍ତି । ସେ ଭୁବନେଶ୍ବରରେ ନିଜର ସ୍କୁଲିଙ୍ଗ ଓ କଲେଜ ସାରି ଏବେ ସେ ଭୁବନେଶ୍ବରରେ ସେଟେଲ ହୋଇ ଯାଇଛନ୍ତି । ଭୁବନେଶ୍ବରରୁ ହିଁ ସେ ଶୁଟିଙ୍ଗ ସେଟ କୁ ଯାଆନ୍ତି । ସାତ୍ଵିକ ଙ୍କର ଅଭିନୟ ଯେତିକି ସୁନ୍ଦର ସାତ୍ଵିକ ମଧ୍ୟ ସେତିକି ସୁନ୍ଦର । ସାତ୍ଵିକଙ୍କ ଅଭିନୟ ଏତେ ଜବରଦସ୍ତ ଅଟେ କି ଏବେ ବି ନୂଆ ବୋହୁ ଧାରାବାହିକ ର ଟିଆରପି ଟିକେ ବି କମି ନାହିଁ ।

କାହିଁକି ନା ଅଭିନୟରେ ବେଶ ଦକ୍ଷତା ଅର୍ଜନ କରିଛନ୍ତି ସାତ୍ଵିକ । ସାତ୍ଵିକଙ୍କର ପରିବାର କହିଲେ ବାପା ମା ଓ ତାଙ୍କର ଜଣେ ଭଉଣୀ ଅଛନ୍ତି । ସାତ୍ଵିକ ଭୁବନେଶ୍ବରରେ ହିଁ ରୁହନ୍ତି ଓ ଭୁବନେଶ୍ବରରୁ ହିଁ ଶୁଟିଙ୍ଗ ସେଟ କୁ ଯାଆନ୍ତି । ସାତ୍ଵିକ ପ୍ରାୟତଃ ଡ୍ରଇଙ୍ଗ କରିବାରେ ବହୁତ ଆଗ୍ରହ ରଖନ୍ତି ଏବଂ ସେ ବହୁତ ସୁନ୍ଦର ମଧ୍ୟ ଡ୍ରଇଙ୍ଗ କରନ୍ତି ।

କିଛି ଦିନ ହେବ ସୋସିଆଲ ମିଡିଆରେ ନିଜର ଡ୍ରଇଙ୍ଗ ଫଟୋ ଛାଡି ଚର୍ଚ୍ଚାରେ ଥିଲେ ସାତ୍ଵିକ । କାନ୍ଥରେ ଚିତ୍ର ଆଂକିବା ହେଉ ବା କାଗଜରେ ଡ୍ରଇଙ୍ଗ କରିବା ସବୁଥିରେ ସାତ୍ଵିକ ପାରଙ୍ଗମ । ସେ ନିଜର ବଡି ପ୍ରତି ବହୁତ ଯତ୍ନବାନ । ସେ ନିଜର ବଡି ବନେଇବାକୁ ବହୁତ ପସନ୍ଦ କରନ୍ତି । ସେ ସବୁବେଳେ ନିଜର ଫିଟନେସ ପ୍ରତି ଧ୍ୟାନ ରଖିଥାନ୍ତି ।

ସାତ୍ଵିକ ଏହା ପୂର୍ବରୁ ଆଉ ଏକ ଧାରାବାହିକ ଓ 2 ଟି ଚଳଚିତ୍ରରେ ନଜର ଆସିଛନ୍ତି । ଲୋକମାନେ ତାଙ୍କୁ ସବୁ କ୍ୟାରେକ୍ଟର ରେ ପସନ୍ଦ କରିଛନ୍ତି । ଏବେ ନୂଆବୋହୂ ଧାରାବାହିକ ରେ ଲୀଡ ଭୂମିକାରେ ଲୋକମାନଙ୍କ ହ୍ରୁଦୟକୁ ବେଶ ଜିତୁଛନ୍ତି ସାତ୍ଵିକ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ସାତ୍ଵିକ ଙ୍କ ଆକଟିଂ ନୂଆ ବୋହୁ ଧାରାବାହିକରେ କେମିତି ଲାଗୁଛି ଆମକୁ କମେନ୍ଟ ରେ ମତାମତ ଦେବା ସହିତ ଯଦି ଆପଣ ଅଲିଉଡ ଓ ସିରିଏଲ ଦୁନିଆର ଜଣା ଅଜଣା ଖବର ଜାଣିବା ପାଇଁ ଚାହୁଞ୍ଚନ୍ତି ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *