Bollywood ର ଏହି 4 ଜଣ Famous ହିରୋଇନ ସର୍ଜରୀ କରି ନଷ୍ଟ କରିଦେଲେ ନିଜର ସୁନ୍ଦର ଚେହେରା, ନମ୍ବର 3 ଙ୍କୁ ତ ଏଥିପାଇଁ ବହୁତ କିଛି ଶୁଣିବାକୁ ପଡିଥିଲା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ବଲିଉଡ ଅଭିନେତ୍ରୀ ମାନେ ନିଜର ସୁନ୍ଦରତାକୁ ଭଲ ରଖିବା ପାଇଁ ବହୁତ କିଛି ସର୍ଜରୀ ଓ କଷ୍ଟ କରିଥାନ୍ତି । ବଲିଉଡର ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ନାକ ଓ ଓଠର ସର୍ଜରୀ କରି ସୁନ୍ଦର ଦେଖାଯାଉଛନ୍ତି । ଐଶ୍ଵର୍ଯ୍ୟ ରାୟ ଓ ପ୍ରିୟଙ୍କା ଚୋପଡାଙ୍କ ନାମ ମଧ୍ୟ ଏଥିରେ ସାମିଲ ଅଛି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କର ନାମ କହିବୁ ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ସର୍ଜରୀର ସାହାରା ନେଇଛନ୍ତି । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସୃତି ହସନ- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସୃତି ହସନ । ସୃତି ବଲିଉଡ ବ୍ୟତୀତ ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଶ୍ରୂତି ଅସଲରେ ବହୁତ ସୁନ୍ଦର ନଜର ଆସନ୍ତି ହେଲେ ସୃତି ସୋସିଆଲ ମିଡିଆରେ ନିଜେ କହିଥିଲେ ଯେ, ସେ ନିଜ ନାକର ସର୍ଜରୀ କରିଛନ୍ତି । ହେଲେ ଏଥିପାଇଁ ତାଙ୍କୁ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଥିଲା ।

ଆଈଶା ଟାକିଆ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଆଈଶା ଟାକିଆ । ଫିଲ୍ମ ‘ତାର୍ଜନ’ରୁ ନିଜର ବଲିଉଡ କାରିୟରର ଆରମ୍ଭ କରିଥିବା ଅଭିନେତ୍ରୀ ଆଈଶା ଟାକିଆ ବର୍ତ୍ତମାନ ବଲିଉଡକୁ ତ୍ୟାଗ କରି ସାରିଛନ୍ତି ।

ଆଈଶା ବଲିଉଡର ସୁପର ଷ୍ଟାର ସଲମାନ ଖାନଙ୍କ ସହ ମଧ୍ୟ କାମ କରିଛନ୍ତି । ବିବାହ ପରେ ଆଈଶା ବଲିଉଡକୁ ତ୍ୟାଗ କରିଥିଲେ ହେଲେ କିଛି ସମୟ ପରେ ଆଈଶା ନିଜର ଓଠର ସର୍ଜରୀ କରିଥିଲେ । ଏହି ସର୍ଜରୀ ପାଇଁ ଆଈଶାଙ୍କର ବହୁତ ଅଧିକ ମଜାକ ଉଡା ଯାଇଥିଲା । କାରଣ ଓଠର ସର୍ଜରୀ କରିବା ପରେ ଆଈଶାଙ୍କ ଚେହେରା ବହୁତ ଅଧିକ ବିଗିଡି ଯାଇଥିଲା ।

ଅନୁସ୍କା ଶର୍ମା- ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନୁସ୍କା ଶର୍ମା । ଫିଲ୍ମ ‘ରବ ନେ ବନା ଦି ଯୋଡି’ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଅନୁସ୍କା ଶର୍ମା ନିଜର କିଛି ଫିଲ୍ମ କରିବା ପରେ ନିଜ ଓଠର ସର୍ଜରୀ କରାଇ ଥିଲେ । ଅନୁସ୍କାଙ୍କ ମତରେ ଫିଲ୍ମ ‘ବମ୍ବେ ଭେଲଭେଟ’ ପାଇଁ ଅନୁସ୍କା ଏହି ସର୍ଜରୀ କରିଥିଲେ । ଏହି ସର୍ଜରୀ ପରେ ଅନୁସ୍କାଙ୍କୁ ମଧ୍ୟ ବହୁତ ଅଧିକ ଟ୍ରୋଲ କରାଯାଇଥିଲା ।

କଙ୍ଗନା ରଣାବତ – ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ କ୍ଵିନ କଙ୍ଗନା ରଣାବତ । ଆଜିକାଲି କଙ୍ଗନା ବହୁତ ଚର୍ଚାରେ ରହୁଛନ୍ତି । କଙ୍ଗନା ନିଜର ବେବାକ ବୟାନ ପାଇଁ ଚର୍ଚାରେ ରହିଥାନ୍ତି । ହେଲେ ଗୋଟେ ସମୟ ଏମିତି ମଧ୍ୟ ଥିଲା ଯେତେବେଳେ କଙ୍ଗନା ନିଜ ନାକ ଓ ଓଠର ସର୍ଜରୀ ପାଇଁ ବହୁତ ଅଧିକ ଟ୍ରୋଲିଙ୍ଗର ଶିକାର ହୋଇଥିଲେ । ବଲିଉଡରେ ଏଣ୍ଟ୍ରି କରିବାର କିଛି ସମୟ ପରେ କଙ୍ଗନା ଏହି ସର୍ଜରୀ କରିଥିଲେ ।

ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *