କଣ ଆପଣ ଓଡିଆ ସିରିଏଲ ନୂଆ ବୋହୁ ରେ ଅଭିନୟ କରୁଥିବା Actor ମାନଙ୍କର Real life ବାପା ମାନଙ୍କୁ ଦେଖିଛନ୍ତି ? ଏବେ ହିଁ ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଧାରାବାହିକ ‘ନୂଆବୋହୂ’ ବେସ ଭଲ ଭାବରେ ଦେଖିଥିବେ । ଏହି ସିରିଏଲଟିକୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି କାରଣ ଏହି ସିରିଏଲର କାହାଣୀଟି ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ।

ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି କଳାକାରଙ୍କ ପ୍ରକୃତ ବାପା ମାନଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ନୂଆବୋହୂ ସିରିଏଲରେ ଅଭିନୟ କରୁଥିବା କଳାକାରଙ୍କ ପ୍ରକୃତ ବାପା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିତାଲି ସର୍ଘାରିଆ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମିତାଲି । ମିତାଳି ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରାଧିକାର ଭୂମିକାରେ ନଜର ଆସୁଛନ୍ତି । ତାଙ୍କ ସୁନ୍ଦରତାକୁ ଦେଖିବା ପାଇଁ ଲୋକ ମାନେ ବେସ ପସନ୍ଦ କରୁଛନ୍ତି । ଆଉ ଏ ହେଉଛନ୍ତି ମିତାଲିଙ୍କ ବାପା ଆପଣ ମାନେ ଏହି ଫଟୋରେ ଦେଖି ପାରୁଥିବେ ।

ଜଗଜୀତ ପାଲ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ଜଗଜୀତ ପାଲ । ଜଗଜୀତ ଏହି ସିରିଏଲରେ ସ୍ଵାତିକ ତଥା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଜଗଜୀତଙ୍କ ଅଭିନୟକୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ଆଉ ଏ ହେଉଛନ୍ତି ସ୍ଵାତିକଙ୍କ ବାପା ।

ନିତୁ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିତୁ ମିଶ୍ର । ନିତୁ ଏହି ସିରିଏଲରେ ପଦ୍ମାର ଭୂମିକାରେ ନଜର ଆସୁଛନ୍ତି । ନିତୁ ନିଜ ଷ୍ଟାଇଲିସ ଲୁକ୍ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଆଉ ଏ ହେଉଛନ୍ତି ନିତୁଙ୍କ ବାପା ।

କ୍ରୀଷ୍ଣା କର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତା କ୍ରୀଷ୍ଣା କର । ଏହି ସିରିଏଲରେ କ୍ରୀଷ୍ଣା ରାଜ ରାଜେନ୍ଦ୍ରର ଭୂମିକାରେ ନଜର ଆସୁଛନ୍ତି । କ୍ରୀଷ୍ଣାଙ୍କ ଅଭିନୟକୁ ଲୋକ ମାନେ ବେସ ପସନ୍ଦ ମଧ୍ୟ କରୁଛନ୍ତି । ବନ୍ଧୁଗଣ ଏ ହେଉଛନ୍ତି କ୍ରୀଷ୍ଣାଙ୍କ ବାପା ।

ଲୋପାମୁଦ୍ରା ଦାସ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଲୋପାମୁଦ୍ରା ଦାସ । ଲୋପା ନିଜ ସୁନ୍ଦରତା ଓ ନିଜ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଏହି ସିରିଏଲରେ ସେ ବହୁତ ସୁନ୍ଦର ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଏ ହେଉଛନ୍ତି ଲୋପାଙ୍କ ବାପା ।

Leave a Reply

Your email address will not be published. Required fields are marked *