ସନ୍ଧାନୀ କୁକୁର କରି ଦେଖାଇଲା କମାଲ, ଯିଏ କରିଥିଲା ଅଭିଯୋଗ , ତାଙ୍କୁ ହିଁ ପ୍ରାଣିତ କରିଦେଲା ଅଭିଯୁକ୍ତ, ପୁରା ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅ-ଭି-ଯୁ-କ୍ତ ଙ୍କୁ ଧରାଇ ଦେଲା ସନ୍ଧାନୀ କୁକୁର । ୩୦ ଲକ୍ଷ ଟଙ୍କା ଲୁ-ଟ ର ଛାନବିନ କରୁକରୁ ସମ୍ପୂର୍ଣ୍ଣ ଘ-ଟ-ଣା ଉପରୁ ପରଦା ଉଠାଇ ଦେଲା ପୋ-ଲି-ସ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେହି ଲୁ-ଟ ର ଅ-ଭି-ଯୋ-ଗ କରିଥିବା ବ୍ୟକ୍ତି ଙ୍କ ଘରେ ହିଁ ପହଂଚିଥିଲା ସନ୍ଧାନୀ କୁକୁର । ପୋ-ଲି-ସ ଙ୍କ ସନ୍ଧାନୀ କୁକୁର ଅ-ଭି-ଯୁ-କ୍ତ କୁ ଖୋଜି ଖୋଜି ସିଧା ଅ-ଭି-ଯୁ-କ୍ତ ଙ୍କ ଘରେ ପହଞ୍ଚି ଯାଇଛି । ଲୁ-ଟ ହୋଇଥିବା ସମସ୍ତ ଟଙ୍କା ଓ ସୁନା ଅ-ଭି-ଯୋ-ଗକାରୀ ଙ୍କ ଘରୁ ହିଁ ମିଳିଛି । ଏଭଳି ଏକ ରୋଚକନୀୟ ଘ-ଟ-ଣା ଦେଖିବାକୁ ମିଳିଛି ରାୟଗଡ଼ା ର ସଦର ଥାନା ଅଞ୍ଚଳରେ ।

ନିଜ ଘରୁ ଚୋରି ହୋଇଥିବା ଅ-ଭି-ଯୋ-ଗକାରୀ ଙ୍କ ଘରୁ ହିଁ ମିଳୁଛି ଟଙ୍କା, ସୁନା ଓ ଗହଣା । ଅ-ଭି-ଯୋ-ଗ କରିଥିବା ବ୍ୟକ୍ତି ଙ୍କ ଘରୁ ପୋ-ଲି-ସ ଟଙ୍କା ଓ ସୁନା ସବୁ ଜବତ କରିଛି । ଗତ ୩୧ ତାରିଖ ଦିନ ରାୟଗଡ଼ା ରୟତ କଲୋନୀ ୬ ନମ୍ବର ଲେନ ରେ ରହୁଥିବା ବିଶ୍ୱନାଥ ଗଣପତି ଶର୍ମା ତାଙ୍କ ଘରୁ ୩୦ ଲକ୍ଷ ଟଙ୍କା ଏବଂ ୧୦ ଭରି ସୁନା ଚୋରୀ ହୋଇଥିବା ନେଇ ଥାନା ରେ ଅ-ଭି-ଯୋ-ଗ କରିଥିଲେ ।

ତାଙ୍କ ମାଆ ଓ ସେ ଆନ୍ଧ୍ର ପ୍ରଦେଶ ଯାଇଥିବା ବେଳେ ଜଣେ ଦୁର୍ବୁର୍ତ୍ତ ତାଙ୍କ ଘରେ ପଶି ଚୋରି କରିଥିବାର ଅ-ଭି-ଯୋ-ଗ ସେ ପୋ-ଲି-ସ ନିକଟରେ କରିଥିଲେ । ଏଭଳି ଗୁରୁତର ଅ-ଭି-ଯୋ-ଗ ପାଇବା ପରେ ପୋ-ଲି-ସ ଏହି ସ-ମ୍ବ-ନ୍ଧ-ରେ ଅନୁସନ୍ଧାନ ଆରମ୍ଭ କରିଥିଲା । ତ-ଦ-ନ୍ତ ସମୟ ରେ ପୋ-ଲି-ସ ଙ୍କ ଅ-ଭି-ଯୋ-ଗକାରୀ ଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା ।

ପୋ-ଲି-ସ ଆନ୍ଧ୍ର ପ୍ରଦେଶ ର ଦେଶପାଲ କୋଣ୍ଡା ଯାଇ ତ-ଦ-ନ୍ତ ଆରମ୍ଭ କରିଥିଲା । କିନ୍ତୁ ଅ-ଭି-ଯୋ-ଗକାରୀ ଙ୍କ ଉପରେ ପୋ-ଲି-ସ ର ସନ୍ଦେହ ହୋଇଥିବାରୁ ତାଙ୍କୁ ଜେରା କରା ଯାଇଥିଲା । ପୋ-ଲି-ସ ଙ୍କ ଡର ରେ ଅ-ଭି-ଯୋ-ଗକାରୀ ସବୁ ସତ ମାନି ଯାଇଥିଲା । ବିଶ୍ଵନାଥ ନିଜ ଘରେ ଲୁଚାଇ ରଖିଥିବା ୨୪ ଲକ୍ଷ ଟଙ୍କା ଓ ସୁନା ଗହଣା କୁ ଜବତ କରିଛି ପୋ-ଲି-ସ । ଅ-ଭି-ଯୋ-ଗକାରୀ ଙ୍କୁ ଅଟକ ରଖି ତ-ଦ-ନ୍ତ ପ୍ରକ୍ରିୟା ଅଧିକ ଚଳାଇଛି ପୋ-ଲି-ସ ।

ସୂଚନାଯୋଗ୍ୟ, ନିଜ ଭାଇ ଦେଇଥିବା ୩୦ ଲକ୍ଷ ଟଙ୍କା ଓ ସୁନା ଗହଣା କୁ ଦେଖି ବିଶ୍ୱନାଥ ଙ୍କ ଲୋଭ ଜାଗ୍ରତ ହୋଇଥିଲା । ତେଣୁ ସେ ନିଜ ଘରେ ହିଁ ସମସ୍ତ ଟଙ୍କା ଓ ସୁନା ଗହଣା ଲୁଚାଇ ରଖି ସବୁ ଟଙ୍କା ଓ ଗହଣା ଚୋରି ହୋଇଯାଇ ଥିବାର ଅ-ଭି-ଯୋ-ଗ ପୋ-ଲି-ସ ପାଖରେ ରଖିଥିଲେ । ପୋ-ଲି-ସ ଅ-ଭି-ଯୋ-ଗ ପାଇବା ପରେ ନିଜ ଟିମ୍ ଓ ଅନୁସନ୍ଧାନୀ କୁକୁର ସହିତ ତ-ଦ-ନ୍ତ ଆରମ୍ଭ କରିଥିଲା ।

ପରେ ଅନୁସନ୍ଧାନୀ କୁକୁର ମାଧ୍ୟମରେ ପ୍ରକୃତ ଦୋ-ଷୀ ଧରା ପଡ଼ିଛି । ବିଶ୍ୱନାଥ ହିଁ ପ୍ରକୃତ ଦୋଷୀ ବୋଲି ପୋ-ଲି-ସ ତ-ଦ-ନ୍ତ ଜରିଆ ରେ ଏବଂ ଅନୁସନ୍ଧାନୀ କୁକୁର ମାଧ୍ୟମରେ ସ୍ପଷ୍ଟ କରି ପାରିଛି । ଏହି ସମ୍ବନ୍ଧରେ ଦୋଷୀ ବିଶ୍ୱନାଥ ମଧ୍ୟ ନିଜର ସମସ୍ତ ଦୋଷ କୁ ସ୍ୱୀକାର କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପୋ-ଲି-ସ ବିଶ୍ୱନାଥ ଙ୍କୁ ଜେରା କରି ତ-ଦ-ନ୍ତ ପ୍ରକ୍ରିୟା ଜାରି ରଖିଛି ।

Leave a Reply

Your email address will not be published. Required fields are marked *