ନୂଆ ସ୍ଵର ମଞ୍ଚରେ କୁନି Heroine Latika ଙ୍କ Beautiful ପର୍ଫମାନ୍ସ ସହିତ କମେଡୀ କିଙ୍ଗ Papu ଙ୍କ ଜବରଦସ୍ତ କମେଡି, ଦେଖିଲେ ହସି ହସି ଗଡିବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ରିଆଲିଟି ସୋ ଗୁଡିକୁ ନିଶ୍ଚୟ ଦେଖୁଥିବେ । ଗତ କିଛି ଦିନ ହେବ ଏକ ରିଆଲିଟି ସୋ ସାରା ଓଡିଶାରେ ଚର୍ଚ୍ଚାରେ ରହିଛି । ଏହି ରିଆଲିଟି ସୋର ନାମ ହେଉଛି ‘ଓଡିଶାର ନୂଆ ସ୍ଵର’ । ଏହି ରିଆଲିଟି ସୋରେ ସମସ୍ତ କୁନି ପିଲା ମାନେ ବହୁତ ସୁନ୍ଦର ଗୀତ ଗାଉଥିବାର ନଜର ଆସିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସୋର ପ୍ରତିଯୋଗୀ ଲତିକାଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଲତିକାଙ୍କ ଜବରଦସ୍ତ ପର୍ଫରମାନ୍ସ ତ ନିଶ୍ଚୟ ଦେଖିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଲତିକାଙ୍କର ଏକ ସ୍ଟେଜ ପର୍ଫରମାନ୍ସ ବିଷୟରେ କହିବାକୁ ଯାଉଛୁ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଓଡିଆ ରିଆଲିଟି ସୋ ‘ଓଡିଶାର ନୂଆ ସ୍ଵର’ରେ ଓଡିଆ ଅଭିନେତା ପପୁ ପମ ପମ ଯୋଗ ଦେଇଥିଲେ ତେବେ ଏହି ଭିଡିଓଟି ହେଉଛି ସେହି ସମୟର । ପପୁଙ୍କ ଉପସ୍ଥିତିରେ କୁନି କଳାକାର ଲତିକା ବହୁତ ସୁନ୍ଦର ଗୀତଟି ଗାଇଛନ୍ତି ।

ଲତିକା ନିଜ ସୁନ୍ଦର କଣ୍ଠରେ ଗୀତ ଗାଇ ସାରା ଓଡିଶା ବାସୀଙ୍କ ମନ ଜିତି ଛନ୍ତି । ବନ୍ଧୁଗଣ ଲତିକା ଗୀତ ଗାଇବା ପରେ ଓଡିଆ ଅଭିନେତା ପପୁ ପମ ପମ ତାଙ୍କର ପ୍ରଶଂସା କରିଥିଲେ । ପପୁ ପମ ପମ ଲତିକାଙ୍କୁ କହୁଛନ୍ତି-‘ଲତିକା ବଡ ହେଲେ ହେବ ଗୋଟେ ବଡ ଗାୟିକା’ । ଏହା ପରେ ପପୁ ଲତିକାଙ୍କୁ ତାଙ୍କ ପରିବାର ବିଷୟରେ ପଚାରୁ ଛନ୍ତି ଓ ତାଙ୍କ ସହ ବହୁତ ମଜା ମସ୍ତି କରୁଛନ୍ତି । ପପୁ ଲତିକାଙ୍କୁ ପଚାରୁ ଛନ୍ତି ‘ବଡ ହେଲ କଣ ହେବ ?

ଏହାର ଉତ୍ତର ଦେଇ ଲତିକା କହୁଛନ୍ତି ମୁ ହିରୋଇନ ହେବି ନହଲେ ପାଇଲଟ’ । ପପୁ ଲତିକାଙ୍କୁ ଅନେକ ସାରା ପ୍ରଶ୍ନ ପଚାରୁ ଛନ୍ତି ଓ କୁନି ଲତିକା ବହୁତ ସୁନ୍ଦର ଭାବରେ ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କୁନି ଲତିକାଙ୍କ ସ୍ଟେଜ ପର୍ଫରମାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *