ଟ୍ରେନର ଟଏଲେଟରୁ ଆସୁଥିଲା ଆବାଜ, ଯେତେବେଳେ ଲୋକ ଯାଇ ଦେଖିଲେ ତ ସମସ୍ତଙ୍କ ହୋସ ଉଡିଗଲା !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟ୍ରେନରେ କେବେ ନା କେବେ ନିଶ୍ଚୟ ଯାତ୍ରା କରିଥିବେ ହେଲେ ଆପଣ ମାନେ କଣ ଜାଣିଛନ୍ତି ଟ୍ରେନରେ ଏମିତି ଅନେକ ଅପରାଧ ଘଟେ ଯାହା ଆପଣଙ୍କ ଲୋମ ଟାଙ୍କୁରେଇ ଦେବ । ଆଜି ଆମେ ଆପଣ ମାନଙ୍କୁ ଟ୍ରେନରେ ଘଟିଥିବା ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ ।

ଏହି ଘଟଣାଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି ଓ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଚେନ୍ନାଇର ଏକ ରେଲୱେ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା । ଏହି ଟ୍ରେନରେ ଜଣେ ମହିଳା ଚାରମିନାର ଯିବା ପାଇଁ ଯାତ୍ରା କରୁଥିଲା ।

ଟ୍ରେନ ଚାଲିବା ପୂର୍ବରୁ ମହିଳା ଟୋଏଲେଟ ଗଲା ଏହା ପରେ ଟୋଏଲେଟ ଭିତରୁ ଜୋର ଜୋର ସେ ଚିତ୍କାର ସୁଭାଗଲା ଏହା ପରେ ଲୋକମାନେ ଟୋଏଲେଟ କବାଟ ଭାଙ୍ଗିବା ଚେଷ୍ଟା କରିଲେ ଓ ବହୁତ କଷ୍ଟରେ ସେମାନେ କବାଟ ଭାଙ୍ଗି ଦେଲେ । ଟୋଏଲେଟ ଭାଙ୍ଗି ଦେଖିବା ବେଳକୁ ମହିଳାଙ୍କ ଗୋଡ ଟୋଏଲେଟର କମୋର୍ଡରେ ପଶି ଯାଇଥିଲା । ଏହାପରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନେ ସେହି ମହିଳାର ଗୋଡକୁ ବାହାର କରିବା ପାଇଁ ବହୁତ ଚେଷ୍ଟା କରିଲେ ହେଲେ ଅସଫଳ ହେଲେ ।

ସେହି ସମୟରେ କିଛି ଯାତ୍ରୀ ମାନେ ଏହାର କମ୍ପ୍ଲେନ ରେଲୱେରେ କରିଦେଲେ । ଏହା ପରେ ଘଟଣା ସ୍ଥଳକୁ ରେଲୱେ ଷ୍ଟାଫ ମାନେ ଆସିଥିଲେ । ରେଲୱେ ଷ୍ଟାଫ ମାନେ ବହୁତ ଚେଷ୍ଟା କରିବା ପରେ ସେମାନେ କମୋର୍ଡକୁ ବାହାର କରିଦେଲେ ହେଲେ ମହିଳାଙ୍କ ଗୋଡ ଫସି ରହିଥିଲା । ଏହା ପରେ ରେଲୱେ ଷ୍ଟାଫ ପୋଲିସକୁ ଏହାର ସୂଚନା ଦେଇଥିଲେ ଓ ପୋଲିସ ସେହି ସ୍ଥାନରେ ପହଞ୍ଚି ଥିଲେ । ପୋଲିସ କଟର ଦ୍ଵାରା କମୋର୍ଡକୁ କାଟି ମହିଳାଙ୍କ ଗୋଡ ବାହାର କରିଥିଲେ ।

ବନ୍ଧୁଗଣ ମହିଳା ଜଣକ ନିଜ ଜୀବନକୁ ଫେରି ପାଇଲେ ଓ ଏହି ଖବରଟି ଜାତୀୟ ଗଣମାଧ୍ୟମରେ ପ୍ରକାଶ ମଧ୍ୟ ପାଇଥିଲା । ଏହା ପରେ ଜଣା ପଡିଲା ମହିଳା ଜଣକ ମାନସିକ ରୂପରେ ଦିବ୍ୟାଙ୍ଗ ଥିଲେ । ଏହି ଘଟଣା ପାଇଁ ଟ୍ରେନ ଆଗକୁ ବଢି ପାରି ନଥିଲା ଓ ଟ୍ରେନକୁ ବହୁତ ସମୟ ପର୍ଯ୍ୟନ୍ତ ରୋକା ଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *