ନୂଆ ବିବାହ କରିଥିବା ଓଡିଆ ଅଭିନେତ୍ରୀ Jhilik Bhattacharjee ଶାଶୁଘରେ ପାଳନ କଲେ ମକର ସଙ୍କ୍ରାନ୍ତି, ଭିଡିଓ ହେଉଛି ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆମ ଅଲିଉଡ ଅଭିନେତ୍ରୀ ମାନେ ସବୁବେଳେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି ଏକିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟଚାର୍ଜ୍ୟ ।

ଆପଣ ମାନେ ସମସ୍ତେ ବହୁତ ଓଡିଆ ଫିଲ୍ମରେ ଝିଲିକଙ୍କ ଅଭିନୟକୁ ଦେଖିଥିବେ । ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ବଡ ବଡ ଫିଲ୍ମରେ ଝିଲିକ ନିଜର ଅଭିନୟର ଜଲବା ଦେଖାଇଛନ୍ତି । ଲୋକମାନେ ଝିଲିକଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି ।

ହେଲେ ବନ୍ଧୁଗଣ ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ଝିଲିକଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  । ଏହି ଭିଡିଓଟି ହେଉଛି ମକର ସଙ୍କ୍ରାନ୍ତିର ଭିଡିଓ । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ହେଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଝିଲିକଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ଅଧିକ ରୁଚି ଥିଲା । ସେ ଓଡିଆ ଫିଲ୍ମ ସହିତ କେତେକ ବଙ୍ଗାଳୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି  ।ସେ ଆମ ଅଲିଉଡର କେତେକ ଦିଗଜ ଅଭିନେତାଙ୍କ ସହ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଝିଲିକ ବିଧାୟକ ପ୍ରୀତି ରଞ୍ଜନ ଘଡେଇଙ୍କୁ ବିବାହ କରି ଓଡିଆ ବୋହୁ ସାଜିଛନ୍ତି ।

ବଙ୍ଗାଳୀରୁ ଓଡିଆ ବୋହୁ ସାଜିବା ପରେ ଝିଲିକ ଓଡିଆ ଧର୍ମର ସମସ୍ତ ରୀତିନୀତିକୁ ବହୁତ ସୁନ୍ଦର ଭାବରେ ମଧ୍ୟ ପାଳନ କରୁଛନ୍ତି । ବନ୍ଧୁଗଣ ଆଜି ହେଉଛି ମକର ସଙ୍କ୍ରାନ୍ତି । ପବିତ୍ର ମକର ସଙ୍କ୍ରାନ୍ତି ଅବସରରେ ଝିଲିକ ମନ୍ଦିର ଯିବା ସହିତ ଦରିଦ୍ର ଲୋକ ମାନଙ୍କୁ ଦାନ କରିଛନ୍ତି ଏହା ସହିତ ସେ ଗାଈ ଓ କୁକୁର ମାନଙ୍କୁ ମଧ୍ୟ ଖାଇବା ପାଇଁ ଦେଇଛନ୍ତି ।

ବନ୍ଧୁଗଣ ଆଜି ପବିତ୍ର ମକର ସଙ୍କ୍ରାନ୍ତି ଅବସରରେ ଝିଲିକ ନିଜ ଶାଶୁ ଘର ଛାତ ଉପରେ ଗୁଡି ଉଡାଉ ଥିବାର ନଜର ଆସିଛନ୍ତି । ବନ୍ଧୁଗଣ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନଙ୍କୁ ଏହି ଭିଡିଓ ବହୁତ ପସନ୍ଦ ମଧ୍ୟ ଆସୁଛି ।

ଲୋକ ମାନେ ଏହି ଭିଡିଓକୁ ଦେଖି ନୂଆ ନୂଆ ପ୍ରତିକ୍ରିୟା ଦେଉଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *